Rebati Patrika

Rebati Patrika Rebatee is a monthly family feature Odia magazine published from Baleswar and edited by Subasini Jena

ଅପେକ୍ଷାର ହେଲା ଅବସାନ ପ୍ରକାଶ ପାଇଲା ରେବତୀ ମାସିକ ପାରିବାରିକ ଫିଚର୍ ପତ୍ରିକାର ଅଗଷ୍ଟ -୨୦୨୫ ସଂଖ୍ୟା ସ୍ଵାଧୀନତା ପ୍ରସଙ୍ଗକୁ ନେଇ ସ୍ଵତନ୍ତ...
05/08/2025

ଅପେକ୍ଷାର ହେଲା ଅବସାନ
ପ୍ରକାଶ ପାଇଲା ରେବତୀ ମାସିକ ପାରିବାରିକ ଫିଚର୍ ପତ୍ରିକାର ଅଗଷ୍ଟ -୨୦୨୫ ସଂଖ୍ୟା
ସ୍ଵାଧୀନତା ପ୍ରସଙ୍ଗକୁ ନେଇ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଏଇ ସଂଖ୍ୟାରେ ରହିଛି ଦେଶ ସ୍ବାଧୀନ ସମୟର ଲୋମହର୍ଷକ ସଂଗ୍ରାମର କାହାଣୀ। ଆପଣଙ୍କ ନିକଟତମ ପତ୍ରିକା ଷ୍ଟଲରୁ ରେବତୀ ସଂଗ୍ରହ କରି ନିଅନ୍ତୁ।
ଏଥର ମୁଖ୍ୟ ପ୍ରଚ୍ଛଦରେ ସ୍ଵିଟି ପଟ୍ଟନାୟକ ଏବଂ ମିଡିଲ୍ କଭର୍ ରେ ଅଛନ୍ତି ଅଙ୍କିତା ମହାନ୍ତି।

ପ୍ରକାଶ ପାଇଛି ମଇ ୨୦୨୫ରରେବତୀ ପତ୍ରିକା।ମୁଖ୍ୟ ପ୍ରଚ୍ଛଦରେ ମଡେଲ୍ କ୍ରିଷ୍ଣା ସାହୁଦ୍ଵି-ପ୍ରଚ୍ଛଦରେ ଜ୍ୟୋତ୍ସ୍ନାରାଣୀ ମୁଦିଏଥରର Rebati Patr...
05/05/2025

ପ୍ରକାଶ ପାଇଛି
ମଇ ୨୦୨୫ର
ରେବତୀ ପତ୍ରିକା।
ମୁଖ୍ୟ ପ୍ରଚ୍ଛଦରେ ମଡେଲ୍ କ୍ରିଷ୍ଣା ସାହୁ
ଦ୍ଵି-ପ୍ରଚ୍ଛଦରେ ଜ୍ୟୋତ୍ସ୍ନାରାଣୀ ମୁଦି
ଏଥରର Rebati Patrika କୁ କରିଛନ୍ତି ଲୋଭନୀୟ ଓ ଲୋଭନୀୟ।
ଏଥରର ସୂଚିପତ୍ରରୁ ଦେଖି ନିଅନ୍ତୁ କେଉଁ ପୃଷ୍ଠାରେ ଅଛନ୍ତି କେଉଁ ଲେଖକ।
ଆଜି ହିଁ ପାଖ ପତ୍ରିକା ଷ୍ଟଲ୍ ଯାଆନ୍ତୁ
ନିଜ ପାଇଁ କପିଟିଏ କିଣି ଘରକୁ ଆଣନ୍ତୁ
ପୁରା ପରିବାର ଉଠାନ୍ତୁ ପଢିବାର ଆନନ୍ଦ।
#ସମ୍ପାଦିକା_ସୁବାସିନୀ_ଜେନା

~ଅପେକ୍ଷାର ହେଲା ଅବସାନ ... ପ୍ରକାଶ ପାଇଲା ~•ରେବତୀ•ମଇ ୨୦୨୫ ସଂଖ୍ୟା •ମୁଖ୍ୟ ପ୍ରଚ୍ଛଦ : କ୍ରିଷ୍ଣା ସାହୁ•ଫଟୋଗ୍ରାଫି : ଦେବବ୍ରତ ପରିଡ଼ା •...
05/05/2025

~ଅପେକ୍ଷାର ହେଲା ଅବସାନ ... ପ୍ରକାଶ ପାଇଲା ~
•ରେବତୀ
•ମଇ ୨୦୨୫ ସଂଖ୍ୟା
•ମୁଖ୍ୟ ପ୍ରଚ୍ଛଦ : କ୍ରିଷ୍ଣା ସାହୁ
•ଫଟୋଗ୍ରାଫି : ଦେବବ୍ରତ ପରିଡ଼ା
•ମୂଲ୍ୟ : ୭୦/-
•ଗୋଟିଏ ପତ୍ରିକା ଦୁଇଟି ପ୍ରଚ୍ଛଦ, କେବଳ ରେବତୀ ହିଁ କରିପାରେ
•ଏଥିସହିତ ଏଥର ଏହି ସଂଗ୍ରହଣୀୟ ସଂଖ୍ୟାରେ ରହିଛି ଓଡିଶାର ଫାୟାର୍ ବ୍ରାଣ୍ଡ୍ ଲେଖିକା ସରୋଜିନୀ ସାହୁଙ୍କ ଜୀବନାଲେଖ 'ମାନନୀୟେଷୁ' ବିଭାଗରେ
•କମନୀୟ କବିତାର ମାଳାରେ ଏଥର ଅଛି ବଛା ବଛା କବିତା
•ଦୁଇଟି ମାତ୍ର ଗଳ୍ପ , ତା ସାଙ୍ଗକୁ ଗୋଟିଏ ଲୋକକଥା
•ଜୀବନ ଯେମିତି କ୍ରମରେ ଅଛି ଅଜୟ ସ୍ଵାଇଁଙ୍କର ଚତୁର୍ଥ ଦରବାର
•ପରମ୍ପରା ବିଭାଗରେ ରହିଛି ଶ୍ରୀକ୍ଷେତ୍ରର ସାହିଯାତ ଓ ବିବାହ ବେଳର କାନ୍ଦଣା ଗୀତ
•ଅନେକଙ୍କର ପ୍ରିୟ ଚରିତ-ଉପନ୍ୟାସ 'ଦାସେ ଆପଣେ'ର ଆଉ ଏକ ଅଧ୍ୟାୟ
• ଭ୍ରମଣ ରେ ରହିଛି ଆଣ୍ଡାମାନ ଓ କୋରାପୁଟର ଭ୍ରମଣାନୁଭୂତି
•ନିଜ କପି ସଂଗ୍ରହ କରି ନିଅନ୍ତୁ। ଭୁବନେଶ୍ୱରରେ ଆଜି ଠାରୁ ଉପଲବ୍ଧ
#ସମ୍ପାଦିକା_ସୁବାସିନୀ_ଜେନା

ରେବତୀ ମାସିକ ପାରିବାରିକ ଫିଚର୍ ପତ୍ରିକାର ଏ ମାସ ପ୍ରଚ୍ଛଦକୁ ନିଜ ଭାବ ଓ ଭଙ୍ଗୀମାରେ ଫୁଟେଇଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟଙ୍କ ହାତରେ ର...
08/04/2025

ରେବତୀ ମାସିକ ପାରିବାରିକ ଫିଚର୍ ପତ୍ରିକାର ଏ ମାସ ପ୍ରଚ୍ଛଦକୁ ନିଜ ଭାବ ଓ ଭଙ୍ଗୀମାରେ ଫୁଟେଇଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟଙ୍କ ହାତରେ ରହିଛି ଏଇ ମାସର 'ରେବତୀ'। ସୁନ୍ଦର ଭାବରେ ଫୁଟାଇଥିବା ପ୍ରଚ୍ଛଦ-ନାୟିକା ପ୍ରିୟଙ୍କା ଏକାଧାରରେ ଜଣେ ଅଧ୍ୟୟନରତା ବିଦ୍ୟାର୍ଥୀ, ଜଣେ ନବପିଢି କବି, ଜଣେ ମଞ୍ଚ ସଞ୍ଚାଳିକା, ଜଣେ ରେଡିଓ ଜକି ଭାବରେ ନିଜର ଏକ ପରିଚୟ ଗଢ଼ିଛନ୍ତି। ରେବତୀ ପରିବାରର ପକ୍ଷରୁ ତାଙ୍କୁ ଏଇ ସହଯୋଗ ନିମନ୍ତେ ଶୁଭେଚ୍ଛା ଓ ଧନ୍ୟବାଦ ଦେଉଛି। ଏ ପ୍ରଚ୍ଛଦ ନିର୍ମାଣ ପଛରେ ଥିବା ବ୍ୟକ୍ତିମାନେ ଯଥା, ରବୀନ୍ଦ୍ର କୁମାର ବିଶ୍ଵାଳଙ୍କ ଭାବନା, ହୃଦୟ ରଞ୍ଜନ ପରିଡାଙ୍କ ଫଟୋଗ୍ରାଫି, ଶିବରାଜ କମ୍ପଙ୍କ ଗ୍ରାଫିକ୍ସ ଡିଜାଇନ୍, ମୋହି ଟ୍ରେଣ୍ଡ୍ସ ଙ୍କ କଷ୍ଟ୍ୟୁମ୍ ଏବଂ ଆର୍ଯ୍ୟମନଙ୍କ ସହାୟତା ପାଇଁ ମୁଁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଦେଉଛି।
#ରେବତୀ

07/04/2025

ରେବତୀ ମାସିକ ପାରିବାରିକ ଫିଚର୍ ପତ୍ରିକାର ଅପ୍ରେଲ ସଂଖ୍ୟା ପାଇବା ପରେ ଆମର ଜଣେ ନିୟମିତ ପାଠକ ତଥା ବାର୍ଷିକ ଗ୍ରାହକ ସୁଲେଖକ ଓ ଚିନ୍ତାନାୟକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ DrRadharanjan Pattanayak ଙ୍କ ଏଇ ପ୍ରତିକ୍ରିୟା ଆମ ପାଇଁ ଉତ୍ସାହର ଆକାଶ। ଏ ଆକାଶରେ ଉଡାଣ ହେଉ ଆମର ଆଗାମୀ ସ୍ଵପ୍ନ। ଧନ୍ୟବାଦ ଓ କୃତଜ୍ଞତା ଅଗ୍ରଜ ବନ୍ଧୁ।
#

~ଅପେକ୍ଷାର ହେଲା ଅବସାନ ... ପ୍ରକାଶ ପାଇଲା ~•ରେବତୀ•ଅପ୍ରେଲ ୨୦୨୫ ସଂଖ୍ୟା•ପ୍ରସଙ୍ଗ ଓଡ଼ିଆ କବିତା •ଦ୍ଵି-ପ୍ରଚ୍ଛଦ : ତ୍ରିବେଣୀ ଜେନା•ଫଟୋଗ୍...
02/04/2025

~ଅପେକ୍ଷାର ହେଲା ଅବସାନ ... ପ୍ରକାଶ ପାଇଲା ~
•ରେବତୀ
•ଅପ୍ରେଲ ୨୦୨୫ ସଂଖ୍ୟା
•ପ୍ରସଙ୍ଗ ଓଡ଼ିଆ କବିତା
•ଦ୍ଵି-ପ୍ରଚ୍ଛଦ : ତ୍ରିବେଣୀ ଜେନା
•ଫଟୋଗ୍ରାଫି : ବିକାଶ କୁମାର ସାହୁ
•ଗ୍ରାଫିକ୍ସ ଡିଜାଇନ୍ : ଶିବରାଜ କମ୍ପ
•ମୂଲ୍ୟ : ୭୦/-
•ଗୋଟିଏ ପତ୍ରିକା ଦୁଇଟି ପ୍ରଚ୍ଛଦ, କେବଳ ରେବତୀ ହିଁ କରିପାରେ
•ଏଥିସହିତ ଏଥର ଏହି ସଂଗ୍ରହଣୀୟ ସଂଖ୍ୟାରେ ରହିଛି ଓଡିଶାର ଟପ୍-ଗ୍ରେଡ୍ ୪ ଆଲୋଚକଙ୍କ ଓଡ଼ିଆ କବିତାକୁ ନେଇ ୪ ଚର୍ଚ୍ଚା
•କମନୀୟ କବିତାର ମାଳାରେ ଏଥର ଅଛନ୍ତି ବଛା ବଛା ବେଶି କବିତା
•ଦୁଇଟି ମାତ୍ର ଗଳ୍ପ , ତା ସାଙ୍ଗକୁ ଗୋଟିଏ ଲୋକକଥା
•ଜୀବନ ଯେମିତି କ୍ରମରେ ଏଥର ବିଶିଷ୍ଟ ଗାଳ୍ପିକ ରାମଚନ୍ଦ୍ର ବେହେରା ଓ ଅଜୟ ସ୍ଵାଇଁଙ୍କର ତୃତୀୟ ଦରବାର
•ମୋ ବାପା କ୍ରମରେ ରହିଛି କବି ଶିକ୍ଷାବିତ୍ ଜୀବାନନ୍ଦ ଆଚାର୍ଯ୍ୟଙ୍କ ଜୀବନଚର୍ଯ୍ୟା ତାଙ୍କ କନ୍ୟାଙ୍କ ସ୍ମୃତିରେ
•ଚରିତ-ଉପନ୍ୟାସ 'ଦାସେ ଆପଣେ'ର ଆଉ ଏକ ଅଧ୍ୟାୟ
•ନିଜ କପି ସଂଗ୍ରହ କରି ନିଅନ୍ତୁ। ଭୁବନେଶ୍ୱରରେ ଆସନ୍ତାକାଲି ଠାରୁ ଉପଲବ୍ଧ
#ସମ୍ପାଦିକା_ସୁବାସିନୀ_ଜେନା

Address

Balasore
756001

Telephone

+917008845920

Alerts

Be the first to know and let us send you an email when Rebati Patrika posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Rebati Patrika:

Share

Category