Political adda-Odia

Political adda-Odia News

18/07/2026
16/07/2026

ଆଜିର ଗୁରୁତ୍ୱପୂର୍ଣ ଖବର # Top news of Today







14/07/2026

ଆଜିର ଗୁରୁତ୍ୱପୂର୍ଣ ଖବର news of Today (14-06-26)












#𝒔𝒓𝒊𝒍𝒂𝒏𝒌𝒂𝒘𝒆𝒅𝒅𝒊𝒏𝒈

13/07/2026

ଓଡିଶା ଉପକୂଳ ରେ ଭୂମିକମ୍ପ!!!
ଥରିଲା ଭୂମି!!!ଦୌଡିଲେ ଲୋକେ!!!








ପରିବହନ ବିଭାଗ ହ୍ୱାଟସଆପରେ APK ଫାଇଲ ପଠାଇ ଚାଲାଣ ପେମେଣ୍ଟ କରିବାକୁ କୁହେନାହିଁ। ଏଭଳି ସାଇବର ଠକଙ୍କ ଠାରୁ ସତର୍କ ରୁହନ୍ତୁ। ଆପଣଙ୍କ ପାଖକୁ...
13/07/2026

ପରିବହନ ବିଭାଗ ହ୍ୱାଟସଆପରେ APK ଫାଇଲ ପଠାଇ ଚାଲାଣ ପେମେଣ୍ଟ କରିବାକୁ କୁହେନାହିଁ। ଏଭଳି ସାଇବର ଠକଙ୍କ ଠାରୁ ସତର୍କ ରୁହନ୍ତୁ। ଆପଣଙ୍କ ପାଖକୁ ଯଦି ଏଭଳି ମେସେଜ ଆସୁଛି ତେବେ ଏହାକୁ ଓପନ କରନ୍ତୁ ନାହିଁ। ଆପଣଙ୍କ ଗାଡିର ଚାଲାଣର ସ୍ଥିତି ସର୍ବଦା ପରିବହନ ବିଭାଗର ଆପ୍ଲିକେସନ 'mParivahan' କିମ୍ବା ୱେବସାଇଟ୍(echallan.parivahan.gov.in) ରେ ହିଁ ଚେକ୍ କରନ୍ତୁ ଏବଂ ସେଠାରେ ଚାଲାଣ ଥିଲେ ସେଠାରେ ହିଁ ପୈଠ କରନ୍ତୁ।
ସାଇବର ଠକାମିରୁ ସତର୍କ ରୁହନ୍ତୁ।







 #ମହାପ୍ରଭୁ_ଶ୍ରୀ_ଜଗନ୍ନାଥଙ୍କ_ବିଶ୍ୱପ୍ରସିଦ୍ଧ_ରଥଯାତ୍ରା- ୨୦୨୬​ପୁରୀ ଶ୍ରୀମନ୍ଦିରର ପବିତ୍ର ପରମ୍ପରା ଅନୁଯାୟୀ ପାଳିତ ହେବାକୁ ଥିବା ମହାପ୍ର...
13/07/2026

#ମହାପ୍ରଭୁ_ଶ୍ରୀ_ଜଗନ୍ନାଥଙ୍କ_ବିଶ୍ୱପ୍ରସିଦ୍ଧ_ରଥଯାତ୍ରା- ୨୦୨୬

​ପୁରୀ ଶ୍ରୀମନ୍ଦିରର ପବିତ୍ର ପରମ୍ପରା ଅନୁଯାୟୀ ପାଳିତ ହେବାକୁ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଏବଂ ଏହା ସହିତ ଜଡ଼ିତ ସମସ୍ତ ନୀତିକାନ୍ତିର ସୂଚୀ।

#ରଥଯାତ୍ରା୨୦୨୬



ଲୋକଙ୍କୁ ରାଜସ୍ୱ ସେବା ପ୍ରଦାନ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ମଜଭୁତ କରିବା ଦିଗରେ ବଳିଷ୍ଠ ପଦକ୍ଷେ...
13/07/2026

ଲୋକଙ୍କୁ ରାଜସ୍ୱ ସେବା ପ୍ରଦାନ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ମଜଭୁତ କରିବା ଦିଗରେ ବଳିଷ୍ଠ ପଦକ୍ଷେପ । ଅତ୍ୟାଧୁନିକ ରାଜସ୍ୱ ଭବନ ଏବଂ ବିପର୍ଯ୍ୟୟ ପରିଚାଳନା ଭବନରେ ବିଭାଗୀୟ ସମ୍ପର୍କିତ ସମସ୍ତ କାର୍ଯ୍ୟାଳୟର କାର୍ଯ୍ୟକ୍ଷମ ଏବଂ ଆଧୁନିକ କଣ୍ଟ୍ରୋଲ୍ ରୁମ୍ ଭଳି ବ୍ୟବସ୍ଥା ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷମତାକୁ ବହୁଗୁଣିତ କରିବ ।








ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ବଦ୍ଧପରିକର  #ରାଜସ୍ୱବିଭାଗ ।  #ଶ୍ରୀଜଗନ୍ନାଥମହାପ୍ରଭୁଙ୍କ ଏକହରା...
13/07/2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ବଦ୍ଧପରିକର #ରାଜସ୍ୱବିଭାଗ । #ଶ୍ରୀଜଗନ୍ନାଥମହାପ୍ରଭୁଙ୍କ ଏକହରାଜତ ମହଲ ଅନ୍ତର୍ଗତ ଜମି ସମ୍ପର୍କିତ ଦୀର୍ଘଦିନର ବିବାଦରେ ସଦସ୍ୟ,ରାଜସ୍ୱ ପର୍ଷଦ (ବୋର୍ଡ ଅଫ୍ ରେଭେନ୍ୟୁ)ଙ୍କ ନ୍ୟାୟାଳୟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରି ବିବାଦୀୟ ଜମିର ହାଲ ରେକର୍ଡ ଅଫ୍ ରାଇଟ୍ସ୍ ସଂଶୋଧନ କରି ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ,ପୁରୀ ମାର୍ଫତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନାମରେ ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାଜସ୍ୱ ବିଭାଗରେ ଅବସ୍ଥାପିତ 'ଶ୍ରୀଜଗନ୍ନାଥ ମହାପ୍ରଭୁ ଲ୍ୟାଣ୍ଡ ସେଲ୍' ଅଧୀନରେ ମହାପ୍ରଭୁଙ୍କ ନାମରେ ଥିବା ସମସ୍ତ ଜମିଜମାର ସୁରକ୍ଷା ଏବଂ ସୁପରିଚାଳନା ସୁବ୍ୟବସ୍ଥିତ କରାଯାଉଛି ।







Address

Balasore

Website

Alerts

Be the first to know and let us send you an email when Political adda-Odia posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share