02/04/2026
In a major relief for travellers from Odisha, an international visa application centre was inaugurated in Bhubaneswar on Wednesday, eliminating the need to visit cities like Kolkata for visa-related services.
ଭୁବନେଶ୍ୱରସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ (BSABT) ପରିସରରେ 'ଭିଏଫଏସ ଗ୍ଲୋବାଲ' (VFS Global) ଭିସା ଆବେଦନ କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି।
ଏହି କେନ୍ଦ୍ର ପ୍ରତିଷ୍ଠା ହେବା ଫଳରେ ଆମ ରାଜ୍ୟବାସୀଙ୍କୁ ବୈଦେଶିକ ଯାତ୍ରା ପାଇଁ ଆଉ ଭିସା ଆବେଦନ କରିବାକୁ Delhi କିମ୍ବା Kolkata ଭଳି ବାହାର ସହରକୁ ଯିବାକୁ ପଡ଼ିବନି।
U.K, Japan, Italy, Austria & Switzerland ଭଳି ବିଶ୍ୱର ଅନେକ ପ୍ରମୁଖ ଦେଶ ପାଇଁ ଏବେ ଆମ ନିଜ ଭୁବନେଶ୍ୱରରେ ହିଁ ସମସ୍ତ ସୁବିଧା ଉପଲବ୍ଧ ହେବ। ଏହାଦ୍ୱାରା ଲୋକଙ୍କ ସମୟ ଓ ଅର୍ଥ ସଞ୍ଚୟ ହେବା ସହ ଓଡ଼ିଶାରୁ ଅନ୍ତର୍ଜାତୀୟ ଗମନାଗମନ ଆହୁରି ସହଜ ହେବ।
( Visa center, Bhubaneswar, Visa application, Odisha, mohan majhi, Serene Odisha, Switzerland, UK, austria, Italy)