Mahima TV

Mahima TV ସାଧାରଣ ଲୋକଙ୍କ ସ୍ଵର ଲଢେଇ ଆମର

ବସ୍ତା ନିର୍ବାଚନ ମଣ୍ଡଳୀ ସଂଯୋଜକ ସହ ବସ୍ତା ବ୍ଲକ ବିଜେଡ଼ି ସଭାପତି ହେଲେ ମହାଦେବ ଦାସ ।       Naveen Patnaik Rajkishore Behera Gouta...
29/05/2026

ବସ୍ତା ନିର୍ବାଚନ ମଣ୍ଡଳୀ ସଂଯୋଜକ ସହ ବସ୍ତା ବ୍ଲକ ବିଜେଡ଼ି ସଭାପତି ହେଲେ ମହାଦେବ ଦାସ ।

Naveen Patnaik Rajkishore Behera Goutambuddha Das Rajesh Behera Live Manas Ranjan Behera Sudam Marndi FAN CLUB Natkhat Sweety Janata darapana odisha Mahadev Das

ବସ୍ତା ବ୍ଲକ ର ବିଜୁଜନତା ର ନୂତନ ସଭାପତି ଭାବେ ମହାଦେବ ଦାସ ଙ୍କ ନାମ ଘୋଷଣା କଲେ ଦଳର ସଭାପତି
29/05/2026

ବସ୍ତା ବ୍ଲକ ର ବିଜୁଜନତା ର ନୂତନ ସଭାପତି ଭାବେ ମହାଦେବ ଦାସ ଙ୍କ ନାମ ଘୋଷଣା କଲେ ଦଳର ସଭାପତି

29/05/2026

#ଆମ୍ବୁଲାନ୍ସ_କୁ_ପଛପଟୁ_ଧକ୍କା_ଦେଲା_ମାଟି_ବୋଝେଇ_ଡମ୍ପର
#ରୋଗୀ_ଗୁରୁତର,
#ମାଟି_ବୋଝେଇ_ଗାଡି_ମାରିଲା_ଚମ୍ପଟ

ସୁଚନା ଅନୁଯାୟୀ ପଶ୍ଚିମବଙ୍ଗ ଦାନ୍ତୋନ ଥାନା ଏଗ୍ରା ଅଞ୍ଚଳର ଜଣେ ମହିଳା କଟକ ଏସସିବି ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ,ତେବେ ରୋଗୀ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହେବାରୁ ଆମ୍ବୁଲାନ୍ସ ଯୋଗେ ଦାନ୍ତୋନ ଫେରୁଥିବା ବେଳେ ୧୬ ନଂ ଜାତୀୟ ରାଜପଥ ସନ୍ତୋଷପୁର ନିକଟରେ ଏକ ମାଟି ବୋଝେଇ ଡମ୍ଫର ପଛପଟୁ ଧକ୍କା ଦେଇଥିଲା ।।।

29/05/2026

ବସ୍ତା ବ୍ଲକ ସଭାଗୃହ ମଧ୍ୟରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ।



Rajesh Behera Live Subasini Jena

ବସ୍ତା ବ୍ଲକ ସଭାଗୃହ ମଧ୍ୟରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ।
29/05/2026

ବସ୍ତା ବ୍ଲକ ସଭାଗୃହ ମଧ୍ୟରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ।

 #ଷ୍ଟ୍ରିଟ୍_ଲାଇଟ୍_ମରାମତି_ବେଳେ_ଅଘଟଣ  #ଖୁଣ୍ଟ_ରୁ_ପଡି_ଶ୍ରମିକ_ମୃତ #କ୍ଷତିପୂରଣ_ଦାବିରେ_ଶବ_ରଖି_ପରିବାର_ଲୋକଙ୍କ_ଧାରଣା*
29/05/2026

#ଷ୍ଟ୍ରିଟ୍_ଲାଇଟ୍_ମରାମତି_ବେଳେ_ଅଘଟଣ
#ଖୁଣ୍ଟ_ରୁ_ପଡି_ଶ୍ରମିକ_ମୃତ
#କ୍ଷତିପୂରଣ_ଦାବିରେ_ଶବ_ରଖି_ପରିବାର_ଲୋକଙ୍କ_ଧାରଣା*

28/05/2026

#ବାରବାଟି_କଟକରେ_ନାରୀ_ଅଧିକାର_ଅଭିଯାନ
ନାରୀ ନିର୍ଯାତନା ବନ୍ଦ କର,
ସଂରକ୍ଷଣ ନାଁରେ ଭୁଆଁ ବୁଲାଇବା ଚଳିବ ନାହିଁ।
#ହଟାଅବିଜେପି

28/05/2026

ବସ୍ତା ବ୍ଲକ ମଥାନୀ ପଞ୍ଚାୟତ ମଥାନୀ ମାଗୁଣି ଚରଣ ବାଳାଶ୍ରମ ବାର୍ଷିକ ଉତ୍ସବ ଅନୁଷ୍ଠିତ

 #କେନ୍ଦ୍ରାପଡ଼ା_ତାଳଚୁଆ_ସାମୁଦ୍ରିକ_ଥାନା_IIC_ନିଲମ୍ବିତ ୍ଧ୍ୟାରାଣୀ_ଜେନାଙ୍କୁ_ନିଲମ୍ବନ_କଲେ_ପୋଲିସ_ଡିଜି👉କାର୍ଯ୍ୟରେ ଚରମ ଅବହେଳା ଓ ଅସଦାଚ...
28/05/2026

#କେନ୍ଦ୍ରାପଡ଼ା_ତାଳଚୁଆ_ସାମୁଦ୍ରିକ_ଥାନା_IIC_ନିଲମ୍ବିତ
୍ଧ୍ୟାରାଣୀ_ଜେନାଙ୍କୁ_ନିଲମ୍ବନ_କଲେ_ପୋଲିସ_ଡିଜି
👉କାର୍ଯ୍ୟରେ ଚରମ ଅବହେଳା ଓ ଅସଦାଚରଣ ପାଇଁ ନିଲମ୍ବନ
👉ବିଭାଗୀୟ ଶୃଙ୍ଖଳାଗତ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ
👉ମାଆ-ପୁଅଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା

ପାଉଁଶକୁଲି ଡାକ୍ତରଖାନାରେ ନୂତନ ଡିଜି ଉଦ୍ଘାଟନ କଲେ ଜଳେଶ୍ଵର ବିଧାୟକ ଅଶ୍ବିନୀ କୁମାର ପାତ୍ର
27/05/2026

ପାଉଁଶକୁଲି ଡାକ୍ତରଖାନାରେ ନୂତନ ଡିଜି ଉଦ୍ଘାଟନ କଲେ ଜଳେଶ୍ଵର ବିଧାୟକ ଅଶ୍ବିନୀ କୁମାର ପାତ୍ର

27/05/2026

#ବସ୍ତା_ପୋଲିସ_ଓ_ବସ୍ତା_ସାମ୍ବାଦିକ_ସଂଘ_ସଦସ୍ୟ_ର_ମହାନତା
#ଭାଇ_ଭାଇ_ବିବାଦ_ରୁ_୧୦ଘଣ୍ଟା_ପଡ଼ି_ରହିଲା_ମା_ର_ମୃତଦେହ।
#ପୋଲିସ_ଓ_ଗଣମାଧ୍ୟମ_ପ୍ରତିନିଧି_କଲେ_ଶବ_ସତ୍କାର


ବସ୍ତା ଥାନା ସନ୍ତୋଷପୁର ପଞ୍ଚାୟତ ଲୋକନାଥପୁର ଗ୍ରାମର ସ୍ବର୍ଗତ ବଂଶୀଧର ଦାସ ଙ୍କ ପତ୍ନୀ ତୁଳସୀ ଦାସ (୮୦) ଙ୍କ ତିନିଜଣ ପୁଅ ଅଛନ୍ତି

Address

Balasore
756029

Website

Alerts

Be the first to know and let us send you an email when Mahima TV posts news and promotions. Your email address will not be used for any other purpose, and you can unsubscribe at any time.

Share

Category