Srijit Mohanty 070

Srijit Mohanty 070 मेरे लिए धर्म काम के प्रति निष्ठा है और निष्ठापूर्वक काम करना धार्मिक होना है.

15/09/2024
06/06/2024

ବିଜେପିକୁ ପ୍ରଚଣ୍ଡ ବହୁମତ ଦେଇ ବିକାଶକୁ ବାଛିଥିବାରୁ ଧନ୍ୟବାଦ ଓଡ଼ିଶା

06/06/2024
12/06/2023
ଆଜି ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi  ଜୀ ଙ୍କ "ମନ୍ କି ବାତ୍"ର ୧୦୦ତମ ସଂସ୍କରଣ ଉପଲକ୍ଷେ ବାଲେଶ୍ୱର ଜିଲ୍ଲାର ନୀଳଗିରିର...
01/05/2023

ଆଜି ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ ଙ୍କ "ମନ୍ କି ବାତ୍"ର ୧୦୦ତମ ସଂସ୍କରଣ ଉପଲକ୍ଷେ ବାଲେଶ୍ୱର ଜିଲ୍ଲାର ନୀଳଗିରିର ଗୋପୀନାଥପୁର ଷ୍ଟେସନ ପରିସରରେ "ମନ୍ କି ବାତ୍"କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି.. ଏଥିରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା,ବୁଦ୍ଧିଜୀବୀ,ଛାତ୍ର ସମାଜ, ଆଦିବାସୀ ଭାଇ ଓ ଭଉଣୀ ଏବଂ ପାଖାପାଖି ୨୦୦୦ ରୁ ଉର୍ଦ୍ଧ ଲୋକ ଉତ୍ସାହର ସହ ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନକୁ ଶୁଣିଥିଲେ.ଏହା ସହିତ ସମାଜର ବିଭିନ୍ନ କ୍ଷେତ୍ରରେ ପରିଚୟ ଓ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା.
🙏

ନବନିଯୁକ୍ତ ରାଜ୍ୟ ସଭାପତି ଆମ ସମସ୍ତଙ୍କର ପ୍ରିୟ ନେତା ମାନନୀୟ ଶ୍ରୀ Manmohan Samal ଙ୍କୁ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ...
21/04/2023

ନବନିଯୁକ୍ତ ରାଜ୍ୟ ସଭାପତି ଆମ ସମସ୍ତଙ୍କର ପ୍ରିୟ ନେତା ମାନନୀୟ ଶ୍ରୀ Manmohan Samal ଙ୍କୁ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ!🙏💐💐🙏
Samal
Samal
🙏💐🙏

ମାନ୍ୟବର ଭାରତ ସରକାରଙ୍କର ମତ୍ସ୍ୟ, ପଶୁପାଳନ ଓ ଗୋପାଳନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା ଜୀ🙏(Gujarat) ଏବଂ ବାଲେଶ୍ୱର ...
25/03/2023

ମାନ୍ୟବର ଭାରତ ସରକାରଙ୍କର ମତ୍ସ୍ୟ, ପଶୁପାଳନ ଓ ଗୋପାଳନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା ଜୀ🙏(Gujarat) ଏବଂ ବାଲେଶ୍ୱର ର ସାଂସଦ ମାନ୍ୟବର ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ🙏(ନନା)ଙ୍କ ସହ କିଛି ମୁହୂର୍ତ୍ତ ରେ 🤗
🙏
🙏

🙏💐🙏
14/01/2023

🙏💐🙏

ଇଂରାଜୀ ନବବର୍ଷ 2023 ଉପଲକ୍ଷେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ l ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣଙ୍କ ର ସବୁ ...
01/01/2023

ଇଂରାଜୀ ନବବର୍ଷ 2023 ଉପଲକ୍ଷେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ l ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣଙ୍କ ର ସବୁ ଦୁଃଖ କଷ୍ଟ ଦୂର କରନ୍ତୁ , ସୁଖ ଓ ସମୃଦ୍ଧି ପ୍ରଦାନ କରନ୍ତୁ l ଏତିକି ମହାପ୍ରଭୁଙ୍କ ଶ୍ରୀଚରଣରେ ଗୁହାରୀ🙏🙏 l
ଜୟ ଜଗନ୍ନାଥ l
Happy new year 2023

ଆଜି ପୃଥିବୀରେ ବାସ କରୁଥିବା ଜଣେ ଶ୍ରେଷ୍ଠ ବ୍ୟକ୍ତି ଏବଂ ସଫଳ ବ୍ୟବସାୟୀ (industrialist) ଙ୍କୁ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦି...
28/12/2022

ଆଜି ପୃଥିବୀରେ ବାସ କରୁଥିବା ଜଣେ ଶ୍ରେଷ୍ଠ ବ୍ୟକ୍ତି ଏବଂ ସଫଳ ବ୍ୟବସାୟୀ (industrialist) ଙ୍କୁ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦିକ ଅଭିନନ୍ଦନ !
ଜନ୍ମଦିନର ଶୁଭେଚ୍ଛା Sir ରତନ ଟାଟା 💐🎁🥳🎈😍🎉🎂🙏 such a great Person in the world 🌍. sir ରତନ ଟାଟା ଙ୍କ ଭଳି ବ୍ୟକ୍ତି ପୃଥିବୀରେ ବିରଳ 🌎

ବ୍ୟକ୍ତିଗତ ଭାବେ ଡାକରା ପାଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ସାକ୍ଷାତ କଲେ ମାନ୍ୟବର ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ Pratap C...
24/12/2022

ବ୍ୟକ୍ତିଗତ ଭାବେ ଡାକରା ପାଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ସାକ୍ଷାତ କଲେ ମାନ୍ୟବର ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ Pratap Chandra Sarangi ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ (ଆମର ଅତି ପ୍ରିୟ ପ୍ରତାପ ନନା)🙏। ମହାନ ଦୂରଦୃଷ୍ଟିସମ୍ପନ୍ନ ନେତା, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଭେଟିବା ଏବଂ ତାଙ୍କ ଆଶୀର୍ବାଦ ଗ୍ରହଣ କରିବା ଏବଂ ବିଭିନ୍ନ ବିଷୟ ରେ ଆଲୋଚନା କରିବା ତାଙ୍କ ପାଇଁ ଅତ୍ୟନ୍ତ ଆନନ୍ଦ ଏବଂ ସୌଭାଗ୍ୟ ର ବିଷୟ ବୋଲି କହିଛନ୍ତି ସାଂସଦ l
🙏
🙏
I Am Soo Proud Of You 👍

Address

Nilgiri
Balasore
756040

Alerts

Be the first to know and let us send you an email when Srijit Mohanty 070 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Srijit Mohanty 070:

Share