ଝଲକ-jhalak

ଝଲକ-jhalak Contact information, map and directions, contact form, opening hours, services, ratings, photos, videos and announcements from ଝଲକ-jhalak, Digital creator, Balasore.

21/08/2026

#ଶ୍ରମିକ_ମୃତ୍ୟୁକୁ_ନେଇ_ଉତେଜନା
ଟାଉନ ଥାନା ଚୁନଭାଟି ଶ୍ରିନିକ୍ସ ଇଞ୍ଜିନିୟରିଂ କଲେଜ ନିକଟ GLR infrastructure ଆପାଟ ମେଣ୍ଟ ରେ ରଙ୍ଗ ଦେଉଥିବା ବେଳେ ଖସିପଡି ରଙ୍ଗ ମିସ୍ତ୍ରୀ ର ମୃତ୍ୟୁ।ମୃତ ରଙ୍ଗ ମିସ୍ତ୍ରୀ ହେଲେ ଚାନ୍ଦିପୁର ଥାନା ମୁଲଣାନଗର ହରିଶ ଚନ୍ଦ୍ର ବେହେରା।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପାଞ୍ଚ ଲକ୍ଷ ଟଙ୍କା ଦାବି କରି ନିର୍ମାଣାଧୀନ ଆପାଟମେଣ୍ଟ ସମ୍ମୁଖରେ ଶବ ରଖି ଧାରଣା ଦେଇଥିଲେ।ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।







30/07/2026

ପ୍ରଶାସନ ଶୁଣିଲାନି ଗାଁ ଲୋକେ ନିଷ୍କାସନ କଲେ ପାଣି ll JHALAK






30/07/2026

🔶 #ଗାଧୋଇବା_ବେଳେ_ଝାମ୍ପିନେଲା_କୁମ୍ଭୀର_ନାକେଦମ_ଅଗ୍ନିଶମ_ବିଭାଗ
ସୂଚନା ମୁତାବକ ଯାଜପୁର ବ୍ଲକ ଛତିଶଦେବିଲ ପଞ୍ଚାୟତ ଋଷିପୁର ଅଂଚଳର ଖରସ୍ରୋତା ନଦୀ ଛନ୍ଦାରେ ଉକ୍ତ ଗ୍ରାମର ହରିହର ଜେନା ତାଙ୍କ ନାତି ଓ ସମ୍ପର୍କୀୟ ଭାଇଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ଏକ ବିଶାଳ କୁମ୍ଭୀର ହରିହର ଔରଫ ରନ୍ଥା (୫୨ବର୍ଷ)ଙ୍କୁ ନଦୀ ଗର୍ଭକୁ ଟାଣି ନେଇଥିବା ସୂଚନା ମିଳିଛି।ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ବରୁଆଁ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଏଯାବତ ହରିହରଙ୍କର କୌଣସି ପତ୍ତା ମିଳି ନ ଥିବା ଜଣାପଡ଼ିଛି







23/07/2026

♦️ #ଗାଁ_ପାଖ_ନଦୀ_ପଠାରୁ_ଚୋରା_ବାଲି_ଉତ୍ତୋଳନକୁ_ଗ୍ରାମବାସୀଙ୍କ #ବିରୋଧ_କାର୍ଯ୍ୟାନୁଷ୍ଠାନ_ପାଇଁ_ଗ୍ରାମବାସୀଙ୍କ_ଦାବି

23/07/2026

♦️ #ଘରେ_ପଶିଲା_ଗୋଠ_ଛଡା_ଦନ୍ତା_ହାତୀ






♦️  #ସୋର_ରେ_ଆନ୍ତଃ_ଜିଲ୍ଲା_ଛିନ୍ତାଇ_ଗ୍ୟାଙ୍ଗର_୩_ସଦସ୍ୟଙ୍କ_ସମେତ_୪_ଗିରଫ_ସୁନା_ଅଳଙ୍କାର_ନଗଦ_୧_ଲକ୍ଷ_ଟଙ୍କା_ଜବତସୋର ପୋଲିସ କୁ ମିଳିଛି ଏକ...
20/07/2026

♦️ #ସୋର_ରେ_ଆନ୍ତଃ_ଜିଲ୍ଲା_ଛିନ୍ତାଇ_ଗ୍ୟାଙ୍ଗର_୩_ସଦସ୍ୟଙ୍କ_ସମେତ_୪_ଗିରଫ_ସୁନା_ଅଳଙ୍କାର_ନଗଦ_୧_ଲକ୍ଷ_ଟଙ୍କା_ଜବତ
ସୋର ପୋଲିସ କୁ ମିଳିଛି ଏକ ବଡ଼ ସଫଳତା । ଆନ୍ତଃ ଜିଲ୍ଲା ଛିନ୍ତାଇ ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଛିନ୍ତାଇ ହୋଇଥିବା ସୁନା ଅଳଙ୍କାର ଓ ଚୋରି ସୁନା ଅଳଙ୍କାର କିଣିଥିବା ଅଭିଯୋଗରେ ଜଣେ ସୁନା ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି।ଆଜି ସୋର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଲୁଟେରାଙ୍କ ସଂପର୍କରେ ସୂଚନା ଦେଇଛି।ଗିରଫ ଲୁଟେରାମାନଙ୍କ ନାମରେ ସୋର, ବାଲେଶ୍ୱର ସଦର, ବାଲେଶ୍ୱର ଟାଉନ ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାରେ ପ୍ରାୟ ୧୫ ରୁ ଅଧିକ ଛିନ୍ତାଇ ଓ ଲୁଟ୍‌ ମାମଲା ରହିଛି।ସେମାନଙ୍କ ନିକଟରୁ ନଗଦ ୧ ଲକ୍ଷ ୪ ହଜାର ୫୦୦ ଟଙ୍କା, ପ୍ରାୟ ୧୫ ଗ୍ରାମ ସୁନା ଅଳଙ୍କାର, ୧ କିଲୋଗ୍ରାମ ରୂପା, ଗୋଟିଏ ସ୍କୁଟି ଓ ଗୋଟିଏ ପଲ୍ସର ମୋଟରସାଇକେଲ ଜବତ କରାଯାଇଛି।
ସମସ୍ତ ଅଭିଯୁକ୍ତଙ୍କୁ ସୋମବାର ଅପରାହ୍ନ ୩ ଟାରେ କୋର୍ଟ ଚାଲାଣ କରିଛି ସୋର ପୋଲିସ।ସୋର ଥାନା କେସ୍ ନଂ-୫୭୯/୧୮.୦୭.୨୦୨୬ରେ ରୁଜୁ ହୋଇଥିବା ଲୁଟ ମାମଲାରେ ପୋଲିସ ଏହି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି

କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚନ୍ଦନ (ଟୁଟୁନ) ବେହେରା (୨୧), ମନୋରଞ୍ଜନ (ପାପୁ) ମଲ୍ଲିକ (୨୮), ରବିନାରାୟଣ (ଟେରୁ) ବେହେରା (୨୮) ଓ ଶ୍ରୀତମ (ସିଲୁ) ରଣା (୨୪)। ପ୍ରଥମ ୩ ଜଣଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ )ର ଧାରା ୩୦୪(୨), ୧୧୧(୧) ଓ ୩(୫) ଏବଂ ଶ୍ରୀତମ ରଣାଙ୍କ ବିରୋଧରେ ଧାରା ୩୧୭(୪) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ସୋର ପୋଲିସ ଜାରି ରଖିଛି।










19/07/2026

#ସ୍ତ୍ରୀଙ୍କ_ପରକୀୟା_ପ୍ରୀତି_ସନ୍ଦେହ_୭_ମାସ_ପରେ_ଉଦ୍ଧାର_ଥାନାକୁ_ନେବାବେଳେ_ଉତ୍ତେଜନା









19/07/2026

🔶 #ପରକୀୟା_ପ୍ରୀତି_ସନ୍ଦେହରେ_ଉତ୍ତେଜନା

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦା ଥାନା ଅଞ୍ଚଳରେ ଏକ ପାରିବାରିକ ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖିବା ପାଇଁ ମିଳିଛି। ଭୋଗରାଇ ବ୍ଲକ ସାତଗହଳିଆ ଗ୍ରାମର ରାଜେନ୍ଦ୍ର କୁମାର ଜେନା ନିଜ ସ୍ତ୍ରୀ ଦୀର୍ଘ ସାତ ମାସ ଧରି ନିଖୋଜ ଥାଇ ପରକୀୟା ପ୍ରୀତିରେ ଅଛନ୍ତି ବୋଲି ସନ୍ଦେହ କରି ଭୋଗରାଇ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ କରି ଦୁଡ଼ପଳ ଗ୍ରାମରୁ ସମ୍ପୃକ୍ତ ମହିଳା ଜଣକୁ ଉଦ୍ଧାର କରିଥିଲା। ପରେ ମହିଳାଙ୍କୁ ଥାନାକୁ ନେବା ପାଇଁ ଗାଡ଼ିରେ ବସାଇବା ବେଳେ ସ୍ୱାମୀଙ୍କ ପରିବାର ଲୋକ ଏବଂ ସମ୍ପର୍କୀୟ ମାନେ ପୋଲିସର ଗାଡ଼ିକୁ ଅଟକାଇଥିଲେ। ଯାହାକୁ କେନ୍ଦ୍ର କରି କିଛି ସମୟ ପାଇଁ ଘଟଣା ସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଏ ନେଇ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରି ମହିଳାଙ୍କୁ କମର୍ଦା ଥାନାକୁ ଆଣି ପଚରା ଉଚରା କରିଛି।







18/07/2026

🔶 #ଡାକ୍ତର_ବାବୁଙ୍କ_ପରକୀୟା_ପ୍ରୀତି
🔶 #ଜୁନିୟର_ନର୍ସକୁ_କରିଛନ୍ତ_ସିନିୟର୍_ନର୍ସ
ଜଳେଶ୍ୱର ଜି. କେ ଭଟ୍ଟର ହସ୍ପିଟାଲର ଇନଚାର୍ଜ ଡ଼. ଦିଲ୍ଲୀପ ପାତ୍ରଙ୍କ ପରକୀୟା ପ୍ରୀତି ନେଇ କଣ କହୁଛନ୍ତି ତାଙ୍କ ସ୍ତ୍ରୀ ନବୀନା ରାଣୀ ପାତ୍ର, ଦିଲ୍ଲୀପ ପାତ୍ର ତାଙ୍କୁ କୁଆଡେ ୮ବର୍ଷ ଭୋଲ ପାଇଲା ପରେ ବାହା ହୋଇଥିଲେ ଏବେ କଣ ସୁନ୍ଦରୀ ନର୍ସର ପ୍ରେମରେ ଉବୁଡ଼ୁବୁ







#ଓଡ଼ିଆ

18/07/2026

🔶 #ସ୍ତ୍ରୀ_ଆଣିଥିଲେ_ପରକିୟାପ୍ରତି_ଅଭିଯୋଗ
🔶ଆଜି ପତିକ୍ରିୟା ରଖିଲେ ଜଳେଶ୍ଵର ଜିକେ. ଭଟ୍ଟ ହସ୍ପିଟାଲ ର ପ୍ରସୂତୀ ବିଭାଗର ଡାକ୍ତର ଦିଲ୍ଲୀପ ପାତ୍ର








Address

Balasore
756001

Telephone

+918480270449

Website

Alerts

Be the first to know and let us send you an email when ଝଲକ-jhalak posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

l="false"> Add listing
  • Login
  • Subscribe

    We will notify you when anything happens in Balasore.