Sk Creations Soro

Sk Creations Soro Contact information, map and directions, contact form, opening hours, services, ratings, photos, videos and announcements from Sk Creations Soro, Digital creator, Balasore.
(3)

ହେ ପ୍ରଭୁ ତୁମେ ଏତିକି ସୁଖ ଦିଅ ଯେ ମନରେ ଅହଙ୍କାର ନ ଆସୁ , ଆଉ ଦୁଃଖ ଏତିକି ଦିଅ ଯେ କେବେ ତୁମ ଉପରୁ ଭରଷା ଆଉ ବିଶ୍ବାସ କେବେ ମୋର ନ ତୁଟୁ ll ଆପଣ ମାନଙ୍କ ସ୍ନେହ, ଶ୍ରଦ୍ଧା,ଭଲପାଇବା ମୋର ଏକାନ୍ତ କାମ୍ୟ ଆପଣଙ୍କ ଟିକିଏ ଭଲପାଇବା ମୋତେ ଆଗକୁ ଯିବାକୁ ଆହୁରି ଆଗ୍ରହ ସୃଷ୍ଟି କରୁଛି " ଜୟ ଜଗନ୍ନାଥ 🙏😊

ଏ ଦୁନିଆରେ କିଛି ଚରିତ୍ର ହୀନ ଲମ୍ପଟ ପୁରୁଷ ଅଛନ୍ତି ✍️🙄
09/09/2026

ଏ ଦୁନିଆରେ କିଛି ଚରିତ୍ର ହୀନ ଲମ୍ପଟ ପୁରୁଷ ଅଛନ୍ତି ✍️🙄

ପ୍ରେମ କରି ବିବାହ କରିବା କିଛି ବଡ଼ କଥା ନୁହେଁ ✍️💖
09/09/2026

ପ୍ରେମ କରି ବିବାହ କରିବା କିଛି ବଡ଼ କଥା ନୁହେଁ ✍️💖

କଲେଜ ପରିସରରେ ଧାର୍ମିକ ପୋଷାକ ଉପରେ କଟକଣା ଲଗାଇ ଛାତ୍ରୀଙ୍କ ନାମ କାଟିଦେବା କ’ଣ ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ?ମୁମ୍ବାଇର ଏକ ପ୍ରତିଷ୍ଠିତ ଜୁନି...
09/09/2026

କଲେଜ ପରିସରରେ ଧାର୍ମିକ ପୋଷାକ ଉପରେ କଟକଣା ଲଗାଇ ଛାତ୍ରୀଙ୍କ ନାମ କାଟିଦେବା କ’ଣ ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ?

ମୁମ୍ବାଇର ଏକ ପ୍ରତିଷ୍ଠିତ ଜୁନିୟର କଲେଜରେ ବୁରଖା ପିନ୍ଧିବା ଉପରେ କଡ଼ା କଟକଣା ଜାରି କରାଯାଇଛି। ପରିସର ଭିତରେ ବୁରଖା ନ କାଢ଼ିଲେ ଆଡମିଶନ ବାତିଲ କରାଯିବ ବୋଲି କର୍ତ୍ତୃପକ୍ଷ ଚେତାବନୀ ଦେବା ପରେ ବଡ଼ ବିବାଦ ଉପୁଜିଛି। କଲେଜରେ ଶୃଙ୍ଖଳା ଓ ସମାନ ଡ୍ରେସକୋଡ୍ ବଜାୟ ରଖିବା ପାଇଁ ଏହି ନିୟମ ଜରୁରୀ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।

ସ୍କୁଲ-କଲେଜରେ ସମସ୍ତଙ୍କ ପାଇଁ କେବଳ ଗୋଟିଏ ୟୁନିଫର୍ମ ବାଧ୍ୟତାମୂଳକ ହେବା ଉଚିତ୍ ନା ଧାର୍ମିକ ସ୍ୱାଧୀନତା ମିଳିବା ଦରକାର?




କଠୋର ହେବା ଠିକ୍ ଅଛି କିନ୍ତୁ ମିଛ କହି କିମ୍ବା ଛଳନା କରି କେବେ କାହାର ବିଶ୍ୱାସ ଭାଙ୍ଗ ନାହିଁ ✍️🥀🙏   #ସୋର
09/09/2026

କଠୋର ହେବା ଠିକ୍ ଅଛି କିନ୍ତୁ ମିଛ କହି କିମ୍ବା ଛଳନା କରି କେବେ କାହାର ବିଶ୍ୱାସ ଭାଙ୍ଗ ନାହିଁ ✍️🥀🙏

#ସୋର

 #ବାଲେଶ୍ୱର_ଜଙ୍ଗଲରେ_୫ଓରାଙ୍ଗଉଟାନ ଅତିଥିଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ୫ଟି ଓରାଙ୍ଗଉଟାନ ଠାବ । ଉଦ୍ଧାର କଲା ଉଦୟପୁର ବନବିଭାଗ ସ୍ୱତନ୍...
09/09/2026

#ବାଲେଶ୍ୱର_ଜଙ୍ଗଲରେ_୫ଓରାଙ୍ଗଉଟାନ ଅତିଥି
ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ୫ଟି ଓରାଙ୍ଗଉଟାନ ଠାବ । ଉଦ୍ଧାର କଲା ଉଦୟପୁର ବନବିଭାଗ ସ୍ୱତନ୍ତ୍ର ଟିମ୍...ବିରଳ ପ୍ରଜାତିର ଜୀବଙ୍କୁ ଦେଖିବା ପାଇଁ ଜଙ୍ଗଲରେ ଲୋକଙ୍କ ଭିଡ଼...ଏହି ଜଙ୍ଗଲକୁ ଏଭଳି ଜୀବ କେଉଁଠୁ ଆସିଲେ ସସପେନ୍ସ

ଛଳଣାର ମିଛ ଅଭିନୟ ଆଗରେ 😢✍️
05/09/2026

ଛଳଣାର ମିଛ ଅଭିନୟ ଆଗରେ 😢✍️

କଥା ଟା ଖରାପ ଲାଗିଲେ ମଧ୍ୟ ସତ ...✍️
05/09/2026

କଥା ଟା ଖରାପ ଲାଗିଲେ ମଧ୍ୟ ସତ ...✍️

ପରସ୍ପର ପ୍ରତି ବିଶ୍ୱାସ ରହିବା ଦରକାର ✍️😍🔷🔹🔷🔹🔷🔹🔷🔹🔷🔹🔷🔹🔷🔹🔷Like, Share & Follow 👉 Sk Creations Soro  🌿🥀🌿🥀🌿🥀🌿🥀🌿🥀🌿🥀🌿🥀🫰ଆପଣ ମାନଙ୍କୁ ...
05/09/2026

ପରସ୍ପର ପ୍ରତି ବିଶ୍ୱାସ ରହିବା ଦରକାର ✍️😍

🔷🔹🔷🔹🔷🔹🔷🔹🔷🔹🔷🔹🔷🔹🔷

Like, Share & Follow 👉 Sk Creations Soro

🌿🥀🌿🥀🌿🥀🌿🥀🌿🥀🌿🥀🌿🥀🫰

ଆପଣ ମାନଙ୍କୁ ମୋର ଏହି ପୋଷ୍ଟ ଟି ଯଦି ଭଲ ଲାଗିଥାଏ ତେବେ ନିଶ୍ଚୟ Like. Share & Follow କରିବେ ବୋଲି ଆଶା କରୁଛି .......
🌺🌿 🙏 ଜୟ ଜଗନ୍ନାଥ 🙏🌿🌺

ସେପ୍ଟେମ୍ବର ୫ ଗୁରୁ ଦିବସ (Teachers' Day) 📚 ✍️🥀🙏  ପବିତ୍ର ଗୁରୁ ଦିବସର ସମସ୍ତ ଗୁରୁ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁହାର୍ଦ୍ଦିକ ଶୁଭେଚ୍ଛା ଓ...
05/09/2026

ସେପ୍ଟେମ୍ବର ୫ ଗୁରୁ ଦିବସ (Teachers' Day) 📚 ✍️🥀
🙏 ପବିତ୍ର ଗୁରୁ ଦିବସର ସମସ୍ତ ଗୁରୁ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ
ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। 🌺📚🙏

ଗୁରୁ ହେଉଛନ୍ତି ଜୀବନର ସେହି ଆଲୋକ, ଯିଏ ଅଜ୍ଞାନର ଅନ୍ଧକାରକୁ ଦୂର କରି ଜ୍ଞାନର ପଥ ଦେଖାନ୍ତି। ଆମ ଜୀବନକୁ ସଫଳତାର ଦିଗରେ ନେଇଯାଉଥିବା ସମସ୍ତ ଶିକ୍ଷକ ଓ ଗୁରୁଜନଙ୍କୁ ଆନ୍ତରିକ ଶ୍ରଦ୍ଧା ଓ କୃତଜ୍ଞତା। 🌺
"ଗୁରୁଙ୍କ ଆଶୀର୍ବାଦ ହିଁ ଜୀବନର ସର୍ବଶ୍ରେଷ୍ଠ ସମ୍ପଦ।" 📖🙏

ତମେ କେବଳ ମୋର ....🫴❤️‍🩹🥰🔷🔹🔷🔹🔷🔹🔷🔹🔷🔹🔷🔹🔷🔹🔷Like, Share & Follow 👉 Sk Creations Soro 🌿🥀🌿🥀🌿🥀🌿🥀🌿🥀🌿🥀🌿🥀🫰ଆପଣ ମାନଙ୍କୁ ମୋର ଏହି ପୋଷ୍ଟ ...
04/09/2026

ତମେ କେବଳ ମୋର ....🫴❤️‍🩹🥰

🔷🔹🔷🔹🔷🔹🔷🔹🔷🔹🔷🔹🔷🔹🔷

Like, Share & Follow 👉 Sk Creations Soro

🌿🥀🌿🥀🌿🥀🌿🥀🌿🥀🌿🥀🌿🥀🫰

ଆପଣ ମାନଙ୍କୁ ମୋର ଏହି ପୋଷ୍ଟ ଟି ଯଦି ଭଲ ଲାଗିଥାଏ ତେବେ ନିଶ୍ଚୟ Like. Share & Follow କରିବେ ବୋଲି ଆଶା କରୁଛି .......
🌺🌿 🙏 ଜୟ ଜଗନ୍ନାଥ 🙏🌿🌺

Address

Balasore

Alerts

Be the first to know and let us send you an email when Sk Creations Soro posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share