16/07/2025
🎬 କାଷ୍ଟିଂ କଲ୍ – ଓଡ଼ିଆ ଫିଚର୍ ଫିଲ୍ମ ପାଇଁ 🎥 #ଓଡ଼ିଶା ରେ ଲୁଚିଥିବା ପ୍ରତିଭା ଖୋଜାଯାଉଛି! ଓଡ଼ିଶାରେ ଶୁଟିଂ ହେବାକୁ ଯାଉଥିବା ଗୋଟିଏ ଫିଚର୍ ଫିଲ୍ମ (ଭାରତର କିଛି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ, ନିର୍ମାତା, ପ୍ରଡକ୍ସନ୍ ହାଉସ୍ ଓ NFDC ଦ୍ୱାରା ନିର୍ମାଣ କରାଯିବାକୁ ଥିବା ଚଳଚ୍ଚିତ୍ର) ପାଇଁ ଆମେ ଖୋଜୁଛୁ ନୂତନ ମୁହଁ ଓ ଅଜଣା ପ୍ରତିଭା।
🎭 ଅଭିନୟ ଅନୁଭବ ଦରକାର ନାହିଁ – ଦରକାର କେବଳ ଆଗ୍ରହ ଓ ନିଜକୁ ପ୍ରକାଶ କରିବା ଅଭିଳାଷ।
🧑🤝🧑 ଲିଙ୍ଗ:ମହିଳା
🎂 ବୟସ ଶ୍ରେଣୀ: ୯ – ୧୩ ବର୍ଷ
📝 ବର୍ଣ୍ଣନା: ଜୀବନ୍ତ, ଭାବପୂର୍ଣ୍ଣ, ଓ ଆଭିନୟକୁ ନିଜ ଭିତରୁ ଆଣିପାରୁଥିବା ଛୋଟ ଝିଅ ଆମେ ଖୋଜୁଛୁ। ଏହି ଫିଲ୍ମ ଭାରତର କିଛି ପ୍ରସିଦ୍ଧ ନିର୍ଦ୍ଦେଶକ, ନିର୍ମାତା, ପ୍ର଼ଡକ୍ସନ୍ ହାଉସ୍ ଓ NFDC ଦ୍ୱାରା ତିଆରି ହେଉଛି।
🗓 ଶୁଟିଂ ସମୟ: ଅକ୍ଟୋବର ୨୦୨୫
📍 ସ୍ଥାନ: ଓଡ଼ିଶା
ଅଭିନୟ ପାଇଁ ଆଗ୍ରହ ଅଛି? ଛୋଟବେଳୁ ସ୍କ୍ରିନ୍ ଉପରେ ଦେଖିବା ସ୍ଵପ୍ନ ଥିଲା?
ତେବେ ଏହା ହେଉଛି ଆପଣଙ୍କର ଅବସର!
📧 ଆବେଦନ ପାଇଁ ଇମେଲ୍ କରନ୍ତୁ : [email protected]
📞 ଫୋନ୍: +91 7854947414
ପଠାନ୍ତୁ:
🎥 ନିଜ ଦ୍ୱାରା ରେକର୍ଡ୍ ହୋଇଥିବା ଭିଡିଓ ବା ଅଭିନୟ ରିଲ୍
📸 ଫଟୋ
📄 ବାୟୋଡାଟା (ଯଦି ଅଛି)
📱 ଯୋଗାଯୋଗ ସୂଚନା
ଓଡ଼ିଶାର ଅଜଣା, କିନ୍ତୁ ପ୍ରତିଭାଶାଳୀ ଛୁଆ ମାନଙ୍କ ପାଇଁ ଏହା ଏକ ବିଶ୍ୱସ୍ତରୀୟ ମଞ୍ଚ ତିଆରି କରୁଛି – ଏହି ସୁଯୋଗ ମିସ୍ କରନ୍ତୁନାହିଁ!
📌 ସର୍ତ୍ତ ଓ ନିୟମ ଲାଗୁ ହେବ।
CASTING CALL – FEATURE FILM 🎬
🎥 We are Looking for Undiscovered Talent in !
We’re casting for an upcoming feature film in Odisha and looking for fresh faces and hidden gems — no experience needed!
🧑🤝🧑 Gender: Female
🎂 Age Range: 9–13 Yrs
🌍 Ethnicity: Open to all
📝 Description: Looking for energetic, expressive, emotionally dynamic individuals to portray authentic, relatable characters in a dramatic feature film made by some reputed filmmakers and production houses of India. No prior acting experience required — just raw talent and a passion for storytelling.
🗓 Filming: [October 2025]
📍 Location: [Odisha]
Have a passion for acting? Dreamed of being on screen?
YOU could be the next star !
YOU JUST NEED TO APPLY FOR IT HERE:
📧 Email: [email protected] | Call: +91 7854947414
Send the following material:
🎥 Self-recorded video or reel
📸 Clear photo / headshot
📄 Resume (if you have one)
📱 Contact info
We are creating unique, global opportunities for young, undiscovered talents of Odisha – don’t miss it ! *Terms & Conditions applied