KANAK KING TV

18/12/2024
23/09/2024

ବାଲିଆପାଳ ବ୍ଲକ ର ବିଷ୍ଣୁପୁର ପଞ୍ଚାୟତ ରେ ଥିବା ବିଭିନ୍ନ ବନ୍ୟା ପ୍ରପୀଡ଼ିତ ଗ୍ରାମ ଓ ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ପାଣି ଘେରରେ ଥିବା ଲୋକ ଙ୍କ ପାଖରେ ଶୁଖିଲା ଖାଦ୍ୟ ଓ ପିଇବା ପାଣି ବୋତଲ ପହଞ୍ଚାଇଲେ ପ୍ରିୟ ସାଂସଦ Pratap Chandra Sarangi
BSF tv ସତ୍ୟର ସାଥିରେ Viral Clips BJP INDIA Narendra Modi Baliapal, Orissa, India CMO Odisha

21/09/2024

ବନ୍ୟା ର ସ୍ଥିତି ଧୀରେ ଧୀରେ କମୁଥିବା ବେଳେ ପାଣି ଘେରରେ ଥିବା ଲୋକ ଅଭିଯୋଗ ବଢୁଛି।
BSF tv ସତ୍ୟର ସାଥିରେ Highlight Viral Clips Real Crime Narendra Modi Baliapal, Orissa, India Pratap Chandra Sarangi Subasini Jena

20/09/2024

ବନ୍ୟା ପ୍ରଭାବିତ ଅଞ୍ଚଳ ରେ 2ଦିନ ଧରି ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦେଉଛନ୍ତି #ଚନ୍ଦ୍ର_ଶେଖର_ଆଜାଦ୍_ଟ୍ରଷ୍ଟ_ଏଣ୍ଡ_ଫାଉଣ୍ଡେସନ ର ଭାଇ ଭଉଣୀ ମାନେ ।
BSF tv ସତ୍ୟର ସାଥିରେ BJP INDIA CMO Odisha Narendra Modi Baliapal, Orissa, India Pratap Chandra Sarangi

20/09/2024

ସୁଭଦ୍ରା ଯୋଜନା ରେ ଟଙ୍କା ଆସିବା ପରେ ଇଣ୍ଡିଆନ ବ୍ୟାଙ୍କ ବରୀ,ବାଲିଆପାଳ ଠାରେ ମହିଳା ମାନଙ୍କ ଭିଡ଼ କହିଲେ ନ ସରେ।
BSF tv ସତ୍ୟର ସାଥିରେ Viral Clips BJP INDIA Narendra Modi Baliapal, Orissa, India Tumhara Gopi Pratap Chandra Sarangi CMO Odisha

20/09/2024

Helicopter ରେ ବାଲେଶ୍ଵର ଜିଲ୍ଲାର ବନ୍ୟା ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
BSF tv ସତ୍ୟର ସାଥିରେ Viral Clips BJP INDIA Narendra Modi Baliapal, Orissa, India Pratap Chandra Sarangi

14/09/2024

ବ୍ଲକ ସ୍ତରରେ ବିଦ୍ୟାଳୟ ସ୍ତରୀୟ ଦୌଡ଼ ଓ ଖେଳକୁଦ ପ୍ରତିଯୋଗିତା କାର୍ଯ୍ୟକ୍ରମ ରେ ଯୋଗ ଦେଲେ ବାଲେଶ୍ବର ସାଂସଦ Pratap Chandra Sarangi #ରବୀନ୍ଦ୍ର_ଅଣ୍ଡିଆ
Baliapal, Orissa, India

08/09/2024

EC ମାନଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ପ୍ରଭାତୀ ସାହୁ
BSF tv ସତ୍ୟର ସାଥିରେ Highlight BJP INDIA CMO Odisha BJD Odisha Narendra Modi Baliapal, Orissa, India

08/09/2024

ପାନ ଚାଷକୁ କୃଷି ଭିତ୍ତିକ ଚାଷର ମାନ୍ୟତା ଦେବା ପାଇଁ ବିଧାସଭାରେ ଦାବିଦେବା ସହ ବାଲେଶ୍ଵର ଦେଶୀ ବାଲିପାନ ଓ ଚନ୍ଦ୍ରକଣା ପାନ ନାମରେ ସ୍ଵତନ୍ତ୍ର ଜିଆଇ ଟ୍ୟାଗ୍ ପ୍ରଦାନ ଏବଂ ମାଙ୍କଡ଼ଙ୍କ ଉପଦ୍ରବ ଦ୍ଵାରା ଫସଲ ଜମି ନଷ୍ଟ ହେଉଥିବାରୁ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରିୟ ବିଧାୟିକା Subasini Jena





Address

Balasore

Alerts

Be the first to know and let us send you an email when KANAK KING TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to KANAK KING TV:

Share

Category