Aamo News Odia

Aamo News Odia Aamo News Odia provides daily news, technology updates, global commerce insights, and lifestyle tips.

କାଠସାଙ୍ଗରା ଠାରେ ମିଳିତ ଚଢ଼ାଉ  #ରେମୁଣା ତହସିଲ ଅଧୀନସ୍ଥ କାଠସାଙ୍ଗରା ଠାରେ ଅବୈଧ ବାଲୁ ଖନନ ଓ ପରିବହନ ରୋକିବା ପାଇଁ ଆଜି ଏକ ମିଳିତ ଚଢ଼ାଉ...
01/03/2026

କାଠସାଙ୍ଗରା ଠାରେ ମିଳିତ ଚଢ଼ାଉ #ରେମୁଣା ତହସିଲ ଅଧୀନସ୍ଥ କାଠସାଙ୍ଗରା ଠାରେ ଅବୈଧ ବାଲୁ ଖନନ ଓ ପରିବହନ ରୋକିବା ପାଇଁ ଆଜି ଏକ ମିଳିତ ଚଢ଼ାଉ ହୋଇଥିଲା। ରେମୁଣା ତହସିଲଦାର ଶ୍ରୀ ଭର୍ତୁହରି ଭୂୟାଁ , ଗଗନ କୁମାର ବେହେରା
ଖଣି ଅଧିକାରୀ ,ବାଲେଶ୍ଵରଙ୍କ ନେତୃତ୍ୱରେ ଏ ପି ଆର୍ ଫୋର୍ସ ଓ ରେମୁଣା ପୋଲିସ୍ କର୍ମଚାରୀ ଙ୍କ ଉପସ୍ଥିତିରେ ଏହି ଚଢାଉ ହୋଇଥିଲ

01/03/2026

Subhadra sakti mela #ସୁଭଦ୍ରା ଶକ୍ତି _ମେଳାର ଉଦ୍ୟାପନୀ _ସମାରୋହ ଅନୁଷ୍ଠିତ #ସୁଭଦ୍ରା ଶକ୍ତି ମେଳାର #ବାଲେଶ୍ୱର #ତା. ୨୮.୦୨.୨୦୨୬
ସୁଭଦ୍ରା ଶକ୍ତି ମେଳାର ଉଦ୍ୟାପନୀ _ସମାରୋହ ଆଜି_ ସଫଳତାର ସହ ଅନୁଷ୍ଠିତ_ ହୋଇଯାଇଛି_ଏହି ଅବସରରେ ମାନ୍ୟବର_ ସାଂସଦ ଶ୍ରୀ ପ୍ରତାପ _ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ _ଅତିଥି ଭାବେ _ଯୋଗଦେଇଥିଲେ।
ତାଙ୍କ ସହିତ ମଞ୍ଚାସୀନ_ ଥିଲେ ଜିଲ୍ଲା ପରିଷଦ_ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ News Odia

ବାଲେଶ୍ୱର #ସୁଭଦ୍ରା ଶକ୍ତି ମେଳାର ୫ମ ଦିନ – ଫ୍ୟାସନ୍ ଶୋ ଓ ଲୋକନୃତ୍ୟର ଆକର୍ଷଣ #ଆଇଟିଆଇ ପଡିଆରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳା ର ୫ମ ଦିନରେ...
27/02/2026

ବାଲେଶ୍ୱର #ସୁଭଦ୍ରା ଶକ୍ତି ମେଳାର ୫ମ ଦିନ – ଫ୍ୟାସନ୍ ଶୋ ଓ ଲୋକନୃତ୍ୟର ଆକର୍ଷଣ #ଆଇଟିଆଇ ପଡିଆରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳା ର ୫ମ ଦିନରେ ହସ୍ତତନ୍ତ ବା ହସ୍ତଶିଳ୍ପ ଉପରେ ଆଧାରିତ ଏକ ଆକର୍ଷଣୀୟ ଫ୍ୟାସନ୍ ଶୋ ଆୟୋଜିତ ହୋଇଥିଲା। ଏଥିରେ ଫ୍ୟାସନ ଡିଜାଇନର ଭାବେ ଥିଲେ ଜିତ୍ ଜଗଜିତ୍, ସମିତ୍ କର୍ ଓ ପ୍ରିୟ ପ୍ରିୟମ୍ବଦା। ସାମ୍ବଲପୁରୀ ଓ ଅନ୍ୟାନ୍ୟ ପାରମ୍ପରିକ ବସ୍ତ୍ର ପରିଧାନ କରି ମଡେଲ ମାନଙ୍କ ରାମ୍ପ ଶୋ ପ୍ରଦର୍ଶନ ଦର୍ଶକମାନଙ୍କର ମନ ଜିତିଥିଲା News Odia

ବାଲେଶ୍ୱର #ଯକ୍ଷ୍ମା ରୋଗୀମାନଙ୍କୁ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଗଲା #ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଭାରତୀୟ ରେଡକ୍ରସ ସୋସାଇଟ...
27/02/2026

ବାଲେଶ୍ୱର #ଯକ୍ଷ୍ମା ରୋଗୀମାନଙ୍କୁ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଗଲା #ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ଶାଖା ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି, ବାଲେଶ୍ୱର ଆନୁକୂଲ୍ୟରେ ଜିଲ୍ଳାର ଚିକିତ୍ସାଧୀନ ଯକ୍ଷ୍ମା ରୋଗୀମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ୟାକେଟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରଭାତ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଠାରେ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ଶାଖାର ସଚିବ ଶ୍ରୀ ଗଣେଶ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ News Odia

ସହଯୋଗ ଭ୍ରାମ୍ୟମାଣ ସହାୟତା ରଥ ଶୁଭାରମ୍ଭ_ସହଯୋଗ ଭ୍ରାମ୍ୟମାଣ ସହାୟତା ଭ୍ୟାନର ଉଦ୍ଦେଶ୍ୟ ଯୋଗ୍ୟ ହିତାକାରୀ ଯୋଉମାନେ ବିଭିନ୍ନ ସରକାରୀ ଯୋଜନାର...
09/01/2026

ସହଯୋଗ ଭ୍ରାମ୍ୟମାଣ ସହାୟତା ରଥ ଶୁଭାରମ୍ଭ_ସହଯୋଗ ଭ୍ରାମ୍ୟମାଣ ସହାୟତା ଭ୍ୟାନର ଉଦ୍ଦେଶ୍ୟ ଯୋଗ୍ୟ ହିତାକାରୀ ଯୋଉମାନେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ରହିଯାଇଛନ୍ତି, ସେମାନଙ୍କୁ ସଚେତନ କରିବା। ଏହି ହିତାକାରୀମାନେ ‘ସହଯୋଗ’ ପୋର୍ଟାଲ ମାଧ୍ୟମରେ ନିଜକୁ ଯୋଡ଼ି ସମସ୍ତ ଯୋଗ୍ୟ ଯୋଜନାର ଲାଭ ପାଇପାରିବେ

ବାଲେଶ୍ୱର _ଜିଲ୍ଲାରେ ବର୍ତ୍ତମାନ _ପ୍ରଦୂଷିତ ବାୟୁ ର ମତ୍ରାକୁ _ ଦୃଷ୍ଟିରେ ରଖି ଏବଂ GRAP ଷ୍ଟେଜ୍–II ମାର୍ଗଦର୍ଶିକା _ଅନୁସାରେ_ ସାଧାରଣ ଲୋ...
09/01/2026

ବାଲେଶ୍ୱର _ଜିଲ୍ଲାରେ ବର୍ତ୍ତମାନ _ପ୍ରଦୂଷିତ ବାୟୁ ର ମତ୍ରାକୁ _ ଦୃଷ୍ଟିରେ ରଖି ଏବଂ GRAP ଷ୍ଟେଜ୍–II ମାର୍ଗଦର୍ଶିକା _ଅନୁସାରେ_ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ _ସୁରକ୍ଷା ପାଇଁ ଭାରତୀୟ ନାଗରିକ _ସୁରକ୍ଷା ସଂହିତା (BNSS) _ଧାରା–୧୬୩ ଅନୁଯାୟୀ_ ବାଲେଶ୍ୱର ଜିଲ୍ଲା_ ପ୍ରଶାସନ ପକ୍ଷରୁ _କିଛି ନିୟନ୍ତ୍ରଣାତ୍ମକ _ପଦକ୍ଷେପ ଲାଗୁ କରାଯାଇଛି News Odia

ବାଲେଶ୍ୱର_ବାଲ୍ୟ ବିବାହ_ ମୁକ୍ତ ଭାରତ ଶପଥ ଗ୍ରହଣ ଉତ୍ସବ  News Odia_ଜିଲ୍ଲାପାଳ ଅଭିଯୋଗ ପ୍ରକୋଷ୍ଠରେ ବାଲ୍ୟ ବିବାହ ମୁକ୍ତ ଭାରତ ଶପଥ ଗ୍ରହଣ...
09/01/2026

ବାଲେଶ୍ୱର_ବାଲ୍ୟ ବିବାହ_ ମୁକ୍ତ ଭାରତ ଶପଥ ଗ୍ରହଣ ଉତ୍ସବ News Odia_ଜିଲ୍ଲାପାଳ ଅଭିଯୋଗ ପ୍ରକୋଷ୍ଠରେ ବାଲ୍ୟ ବିବାହ ମୁକ୍ତ ଭାରତ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

09/01/2026

ବାଲେଶ୍ୱର _ରେଳ ଷ୍ଟେସନର _ପ୍ଲାଟଫର୍ମ ନମ୍ବର–୧ ଠାରେ ଦଶମ _ପର୍ଯ୍ୟାୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ _ତୀର୍ଥଯାତ୍ରା ଟ୍ରେନର ଫ୍ଲାଗ୍‌ଅଫ୍ କାର୍ଯ୍ୟକ୍ରମ _ଅନୁଷ୍ଠିତ ହୋଇଯାଇଛି News Odia

09/01/2026

Balasore #ପ୍ଲାଷ୍ଟିକ ଉପରେ ଓ thermocool _ଲାଗିଲା ପ୍ରତିବନ୍ଧକ #ବାଲେଶ୍ୱର ମୁନିସିପାଲିଟି_ବର୍ଦ୍ଧିତ ପ୍ରଦୂଷଣ କୁ ଦୃଷ୍ଟିରେ ରଖି ଲାଗିଲା ପ୍ରତିବନ୍ଧକ News Odia

01/01/2026

Balasore #ଓଡ଼ିଆ _ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ_ ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ_ବାଲେଶ୍ଵର ପକ୍ଷରୁ ରାଷ୍ଟ୍ରଗୀତ "ବନ୍ଦେ ମାତରମ" ର ୧୫୦ତମ ବାର୍ଷିକୀ ଉପଲକ୍ଷେ ବାଲେଶ୍ଵର ମଣ୍ଡଳସ୍ତରୀୟ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଘ.୧୦.୦୦ ଟିକା ସମୟରେ ବାଲେଶ୍ଵର ଜିଲ୍ଲା ସ୍କୁଲର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି #ରାଷ୍ଟ୍ରଗୀତ "ବନ୍ଦେ ମାତରମ" ର ୧୫୦ତମ ବାର୍ଷିକୀ ଅବସରରେ ବାଲେଶ୍ଵର ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ News Odia #

30/12/2025

Khaira #ବାଲେଶ୍ବର_ ଜିଲ୍ଲାପାଳ ଓ ଆରକ୍ଷୀ _ଅଧୀକ୍ଷକଙ୍କ ମିଳିତ_ ଜନଶୁଣାଣୀ କାର୍ଯ୍ୟକ୍ରମ _ଅନୁଷ୍ଠିତ #ବାଲେଶ୍ୱର ଜିଲ୍ଲାର_ ଖଇରା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ_ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୁର_ ବିକାଶ ଓ ଆରକ୍ଷୀ _ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକରଙ୍କ_ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି

22/12/2025

Balasore #ଜିଲ୍ଲା ସ୍ତରୀୟ_ ସ୍ୱଦେଶୀ ମେଳା ଓ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା – କୋଷମ୍ୱ ୨୦୨୫ ଆଗାମୀ ୨୨ ଡିସେମ୍ବର_ ରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ _ଆୟୋଜିତ ହେବାକୁ ଯାଉଛି -2025 Level News Odia

Address

O. T Road, Bose Colony Angargadia Near Yamaha Showroom Balasore
Balasore
756001

Alerts

Be the first to know and let us send you an email when Aamo News Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Aamo News Odia:

Share