Odiasnews

Directions

Odiasnews news

18/10/2026

OAVS PRINCIPAL NOTE Book |

18/10/2026

ପବିତ୍ର ଖଡ଼ା ମରା ସଂକ୍ରାନ୍ତି ର ହାର୍ଦିକ ଶୁଭେଚ୍ଛା ଓ ଶୁଭ କାମନା

18/10/2026
12/10/2026

ଦୁର୍ଗା ପୂଜା ପାଇଁ କିପରି ଚାଲିଛି ପ୍ରସ୍ତୁତି | ଓଡ଼ିଶାର ବିଭିନ୍ନ ଜାଗାରେ ଦୁର୍ଗା ପୂଜା ପାଇଁ ପେଣ୍ଡାଲ ତିଆରି ସରିଛି | କଲିକତା ରେ ସବୁଠୁ ବଡ଼ ଦୁର୍ଗା ପେଣ୍ଡାଲ ତିଆରି ହୋଇ ଥାଏ | #ଦୁର୍ଗାପୂଜା

ଦୁର୍ଗା ପୂଜା ପାଇଁ ସବୁଠି ପ୍ରସ୍ତୁତି ସରିଛି, ବିଶେଷ କରି କଲିକତା ରେ ସବୁଠୁ ବଡ଼ ମେଢ଼ ଆଉ ପେଣ୍ଡାଲ ହୋଇ ଥାଏ |ଭୁବନେଶ୍ୱର ଓ କଟକ ରେ ମଧ୍ୟ ବ...
11/10/2026

ଦୁର୍ଗା ପୂଜା ପାଇଁ ସବୁଠି ପ୍ରସ୍ତୁତି ସରିଛି, ବିଶେଷ କରି କଲିକତା ରେ ସବୁଠୁ ବଡ଼ ମେଢ଼ ଆଉ ପେଣ୍ଡାଲ ହୋଇ ଥାଏ |

ଭୁବନେଶ୍ୱର ଓ କଟକ ରେ ମଧ୍ୟ ବଡ଼ ବଡ଼ ପେଣ୍ଡାଲ ପ୍ରସ୍ତୁତି ହୋଇଛି |
ଦେବୀ ମା ଙ୍କ ପୂଜା ଅର୍ଚନା ପାଇଁ ପ୍ରସ୍ତୁତି ସାରିଛି | ସବୁଠୁ ବଡ଼ ପେଣ୍ଡାଲ କେଉଁ ଜାଗାରେ ହୋଇଛି ସମସ୍ତଙ୍କ ର ଜାଣିବା ପାଇଁ ଉତ୍କଣ୍ଠା ରହିଛି |

ଜୟ ମା ଦୁର୍ଗା 🙏🏻

ଆଜି ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି ଓ ସ୍ତ୍ରୀ ଜାଗୃତି ଦେଇଛନ୍ତି ବହୁତ ବଡ଼ ଖୁସି ଖବର | ଆଗକୁ ପରିବାର କୁ ଆସିବାକୁ ଯାଉଛି ନୂଆ ସଦସ୍ୟ |ଆଜି...
11/10/2026

ଆଜି ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି ଓ ସ୍ତ୍ରୀ ଜାଗୃତି ଦେଇଛନ୍ତି ବହୁତ ବଡ଼ ଖୁସି ଖବର | ଆଗକୁ ପରିବାର କୁ ଆସିବାକୁ ଯାଉଛି ନୂଆ ସଦସ୍ୟ |

ଆଜି ଏଇ ଖବର ଟି ଜାଗୃତି ନିଜେ ନିଜ ସୋସିଆଲ ମେଡ଼ିଆ ରେ କିଛି ଫୋଟୋ ଶେୟାର କରି ସମସ୍ତଙ୍କୁ ସୂଚନା ଦେଇଛନ୍ତି |

ଫ୍ୟାନ ମାନଙ୍କ ଗହଣରୁ ଏବେ ଅନୁଭବ ଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟି ଚାଲିଛି |

କଲେଜ ରେ ଆଗକୁ ଇଲେକ୍ସନ ହେବାକୁ ଯାଉଛି,ଦୀର୍ଘ ବର୍ଷ ପରେ କଲେଜ କୁ ଫେରିଛି ଇଲେକ୍ସନ... ଓଡ଼ିଶାରେ ବିଶେଷ କରି ୩ ରାଜନୈତିକ ଦଳ କଲେଜ ରେ ନିଜ ...
11/10/2026

କଲେଜ ରେ ଆଗକୁ ଇଲେକ୍ସନ ହେବାକୁ ଯାଉଛି,ଦୀର୍ଘ ବର୍ଷ ପରେ କଲେଜ କୁ ଫେରିଛି ଇଲେକ୍ସନ... ଓଡ଼ିଶାରେ ବିଶେଷ କରି ୩ ରାଜନୈତିକ ଦଳ କଲେଜ ରେ ନିଜ ର ପ୍ରସ୍ତୁତି ଆରମ୍ଭ କରିଛନ୍ତି |

ଆପଣଙ୍କୁ କଣ ଲାଗୁଛି,କେଉଁ ଦଳ ବିଜୟ ର ଟୀକା ଧାରଣ କରିବ,ନିଶ୍ଚିତ ନିଜର ମତାମତ କମେଣ୍ଟ ରେ ଜଣାନ୍ତୁ |

ଜୟ ଜଗନ୍ନାଥ

11/10/2026

ଝିଅ ମାନେ ଟ୍ରେନ ରେ ରାତିରେ ଯାଉଥିଲେ ସାବଧାନ | ଘଟଣା ଟି ହେଉଛି ଆସାମ ର,ଝିଅ ଜଣକ ରାତିରେ ଟ୍ରେନ ରେ ଫେରୁଥିବା ସମୟ ରେ କିଛି ଲୋକ ତାକୁ follow କରୁଥିଲେ |

ସେ ଏ ସମ୍ପର୍କରେ ତା ସାଙ୍ଗ ମାନଙ୍କୁ ଜଣାଇଥିଲା,ତା ପରେ ସେ ନିଖୋଜ ଥିଲା |

11/10/2026

ଆମିଷ ହୋଟେଲ ରେ ବିକ୍ରି ହେଉଛି ମହା ପ୍ରସାଦ |

11/10/2026

ପୁରୀ ର ଜଣେ ବ୍ୟକ୍ତି ସାପ ସହ ରିଲ କରୁଥିଲେ,ଶେଷରେ ସାପ ଟି ତାଙ୍କୁ ଦଂଶନ କରିଥିଲା |

Address

Emami Jagannath Temple
Balasore
756019

Website

Alerts

Be the first to know and let us send you an email when Odiasnews posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share