CDBproductiontv

Directions Website

CDBproductiontv Contact information, map and directions, contact form, opening hours, services, ratings, photos, videos and announcements from CDBproductiontv, TV Channel, Balasore.

ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣିମା ଅବସରରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
26/08/2026

ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣିମା ଅବସରରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ

10/08/2026

Odia new bol Bam song audio out now YouTube channel CDB production TV

ଇଣ୍ଡିଆନ ଆଇଡଲ 16 ଟ୍ରଫି ହାତେଇଲେ ଆମ ବାଲେଶ୍ୱର ଜିଲ୍ଲାର ନୀଳଗିରି ର ଝିଅ ଜ୍ୟୋତିର୍ମୟୀ ନାୟକ....
26/07/2026

ଇଣ୍ଡିଆନ ଆଇଡଲ 16 ଟ୍ରଫି ହାତେଇଲେ ଆମ ବାଲେଶ୍ୱର ଜିଲ୍ଲାର ନୀଳଗିରି ର ଝିଅ ଜ୍ୟୋତିର୍ମୟୀ ନାୟକ....

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା। 🙏🌼ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରେ ସମସ୍ତଙ୍କ ଜୀବନ ସୁଖ, ଶାନ୍...
28/06/2026

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା। 🙏🌼
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ଭକ୍ତିରେ ଭରିଯାଉ।
ଜୟ ଜଗନ୍ନାଥ! 🙏

26/06/2026

ନିଖୋଜ

ନାମ - ସୁଶାନ୍ତ ବେହେରା( ଶୁକୁଟା)
ବୟସ - ୪୧
ଠିକଣା - ଗ୍ରାମ-ଚିଞ୍ଚିଡ଼ା
ପଞ୍ଚାୟତ - ଅଘିରାପଦା
ବ୍ଲକ - ଔପଦା
ଜିଲ୍ଲା- ବାଲେଶ୍ୱର ପିନ - ୭୫୬୦୪୯

ବ୍ୟକ୍ତି ଜଣକ ଆଜି ଦିନ ୧୨ ଟାରୁ ମାନସିକ ଭାରସାମ୍ୟ ହରାଇ କେଉଁଆଡେ ଚାଲିଯାଇଛନ୍ତି
ଯଦି କେହି ସହୃଦୟ ଖବର ପାଆନ୍ତି ତାହେଲେ
ଆମକୁ ଏହି ନମ୍ୱର ରେ ଫୋନ କରି ଜଣାଇବା ପାଇଁ ଅନୁରୋଧ
ଫୋନ ନମ୍ବର - 9353796693
ଏହି ଫୋଟ ଟିକୁ ବହୁ ମାତ୍ର ରେ ସେୟାର କରନ୍ତୁ

Edit- Pradipt Music

ରଜ ପର୍ବର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ        ​ବନସ୍ତେ ଡାକିଲା ଗଜ...                  ​ବରଷକେ ଥରେ ଆସିଛି ରଜ..
14/06/2026

ରଜ ପର୍ବର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ
​ବନସ୍ତେ ଡାକିଲା ଗଜ...
​ବରଷକେ ଥରେ ଆସିଛି ରଜ..

01/04/2026

୯ମ ଔପଦା ଆଞ୍ଚଳିକ ମହୋତ୍ସବ ର ସପ୍ତମ ସନ୍ଧ୍ୟାରେ
ଅବିକଳ ହ୍ୟୁମାନ ସାଗର ଙ୍କ ଭଏସ
ଫେରିଆ ଫେରିଆ ସାରୀ...

Address

Balasore
756049

Alerts

Be the first to know and let us send you an email when CDBproductiontv posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category