Nabin Odisa

Nabin Odisa Political

24/09/2025
24/09/2025
24/09/2025
24/09/2025
15/09/2025

ସର୍ବଶ୍ରେଷ୍ଠ ଭାରତୀୟ ଇଞ୍ଜିନିୟର, ଦକ୍ଷ ଅର୍ଥନୀତିଜ୍ଞ, ସୁଦକ୍ଷ ପ୍ରଶାସକ, ଭାରତ ରତ୍ନ ଉପାଧିରେ ଭୂଷିତ ଏମ୍. ବିଶ୍ୱେଶ୍ୱରାୟାଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଆଜି ତାଙ୍କର ସ୍ମୃତିରେ ପାଳନ ହେଉଥିବା ଇଞ୍ଜିନିୟର ଦିବସ ଅବସରରେ ବହୁ ଶ୍ରମ ଓ ତ୍ୟାଗ ସ୍ୱୀକାର କରି ନିଜର ବୁଦ୍ଧି, ସମର୍ପଣ ଏବଂ ଜିଜ୍ଞାସା ଦ୍ଵାରା ନୂତନ ଆବିଷ୍କାରକୁ ଜନ୍ମ ଦେଇ ଇଶ୍ଵରଙ୍କ ସୃଷ୍ଟି କମନୀୟ ପୃଥିବୀକୁ ଅଧିକ ସରସ, ସୁନ୍ଦର ଓ ସୁଖମୟ କରୁଥିବା ଦକ୍ଷ ଯନ୍ତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଏକ ଉତ୍ତମ ଭବିଷ୍ୟତ ଗଠନ ପାଇଁ ସେମାନଙ୍କ ଉତ୍ସର୍ଗୀକୃତତା ପ୍ରକୃତରେ ପ୍ରେରଣାଦାୟକ ଅଟେ । ଭବିଷ୍ୟତ ପାଇଁ ସ୍ବପ୍ନ ଦେଖି, ନୂତନ ଉଦ୍ଭାବନ ସହ ସେମାନେ ରାଜ୍ୟ, ଦେଶ ତଥା ବିଶ୍ୱକୁ ନୂତନ ରୂପ ଦେଉଥାନ୍ତୁ ଏତିକି କାମନା ।


01/09/2025

ରାଜ୍ୟରେ ସାର ନିଅଣ୍ଟ ସମସ୍ୟା, ନବୀନଙ୍କ ଚିଠି ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲା।

ରାଜ୍ୟ ସରକାର ବିଳମ୍ବରେ ପଦକ୍ଷେପ ନେଇଛନ୍ତି ଯାହା ସମୁଦ୍ରକୁ ଶଙ୍ଖେ।

#ରଙ୍ଗମରାସରକାର
#ମିଛପ୍ରତିଶ୍ରୁତି

Address

Bhabenasoe
Baleshwar
756025

Website

Alerts

Be the first to know and let us send you an email when Nabin Odisa posts news and promotions. Your email address will not be used for any other purpose, and you can unsubscribe at any time.

Share