Madhab Television

Madhab Television Balasore's No 1 Ground Based 24x7 Cable TV Channel
(1)

16/10/2023

ମାଧବ ନ୍ୟୁଜ - ବାଲେଶ୍ୱରର ସେଂଟ ଭିନସେଂଟ କନଭେଂଟ ସ୍କୁଲରେ ବିଜ୍ଞାନ ଏବଂ ଶିଳ୍ପକଳା ପ୍ରଦର୍ଶନୀ ଅନୁଷ୍ଠିତ
Madhab News - Science Cum Art Exhibition Synapse 2023 Held at St Vincent Convent School of Balasore - 16-10-2023

16/10/2023

ମାଧବ ନ୍ୟୁଜ - ବାଲେଶ୍ୱରରେ ଉଦଯାପିତ ହେଲା ନାଟ୍ୟାନୁଷ୍ଠାନ କଳାକାରର ଶିଶୁ ନାଟକ ମହୋତ୍ସବ
Madhab News - Kalakar's Children Drama Festival Concluded at Balasore - 12-10-2023

16/10/2023

ମାଧବ ନ୍ୟୁଜ - ବାଲେଶ୍ୱରର ଡ୍ରିମସ୍ ଆଇଡିଆଲ ସ୍କୁଲ ପକ୍ଷରୁ ପାଳିତ ହେଲା ଭାରତରତ୍ନ କାଲାମଙ୍କ ଜୟନ୍ତୀ
Madhab News - Dream Ideal School of Balasore Obserbved Bhratratna Abdul Kalam's Birthday - 16-10-2023

16/10/2023

ମାଧବ ନ୍ୟୁଜ - ବାଲେଶ୍ୱରରେ ଓଡ଼ିଶା ସାମ୍ବାଦିକ ୟୁନିୟନ ପକ୍ଷରୁ ଭାରତରତ୍ନ ଅବଦୁଲ କଲାମଙ୍କଙ୍କ ଜୟନ୍ତୀ ପାଳିତ
Madhab News - Dr APJ Abdul Kalam's Birthday Obsrved by OUJ Balasore Unit - 16-10-2023

16/10/2023

ମାଧବ ନ୍ୟୁଜ - ବାଲେଶ୍ୱରରେ ରଞ୍ଜନ ବାଗ୍‌ଙ୍କ ତୃତୀୟ କବିତା ପୁସ୍ତକ ‘ମୁଁ ଦିନେ ଫେରିବି ନିଶ୍ଚୟ’ ଉନ୍ମୋଚିତ
Madhab News - Third Poerty Book of Ranjan Baug 'Mu Dine Pheribi Nischay' Released at Balasore - 16-10-2023

16/10/2023

ମାଧବ ନ୍ୟୁଜ - ବାଲେଶ୍ୱରରେ ଉଦଯାପିତ ହେଲା ସାଇବର ସୁରକ୍ଷା ସଚେତନତା ଅଭିଯାନ
Madhab News - Cyber Crime Safety Awareness Drive Concluded at Balasore - 16-10-2023

16/10/2023

ମାଧବ ନ୍ୟୁଜ - ବାଲେଶ୍ୱରରେ କଲାମ ମେମୋରିଆଲ ଚ୍ୟାରିଟେବଲ ଟ୍ରଷ୍ଟର ପକ୍ଷରୁ ପାଳିତ ହେଲା ଡ. କଲାମଙ୍କ ଜୟନ୍ତୀ
Madhab News - Balasore's Kalam Memorial Trust Observed Birthday of Dr APJ Abdul Kalam - 16-10-2023

16/10/2023

ମାଧବ ନ୍ୟୁଜ - ବାଲେଶ୍ୱର ସଦର ବିଜେଡି ପକ୍ଷରୁ ପାଳିତ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ
Madhab News - CM Naveen Pattanayak's Birthday Observed by Balasore Sadar BJD - 16-10-2023

13/10/2023

ମାଧବ ନ୍ୟୁଜ - ବାଲେଶ୍ୱର ବେଙ୍ଗଲୀ ଏସୋସିଏସନ ପକ୍ଷରୁ ଅନୁଷ୍ଠିତ ହେଲା ମା’ଦୁର୍ଗାଙ୍କର ‘ଆଗମନୀ ଆରାଧନା’
Madhab News - Balasore Bengoli Association Organised Welcome Programme for Maa Durga - 13-10-202

13/10/2023

ମାଧବ ନ୍ୟୁଜ - ବାଲେଶ୍ୱର ସଦର ବ୍ଲକ ଅଧିନ ହଳଦୀପଦା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଗଣଆନ୍ଦୋଳନ
Madhab News - Balasore Sadar BJP's Agitation at Haldipada Panchayat Office - 13-10-2023

13/10/2023

ମାଧବ ନ୍ୟୁଜ - ବାଲେଶ୍ୱର ଜିଲ୍ଲା ଯାଦବ ମହାସଂଘ ପକ୍ଷରୁ ଅନୁଷ୍ଠିତ ହେଲା ପ୍ରତିଭା ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ
Madhab News - Balasore District Jadav Mahasabha Organised Felicititation Programme - 13-10-2023

13/10/2023

ମାଧବ ନ୍ୟୁଜ - ବୃକ୍ଷରୋପଣ ମାଧ୍ୟମରେ ଜନସଚେତନତା ସୃଷ୍ଟି କରୁଛନ୍ତି ବାଲେଶ୍ୱରର ୫ ବର୍ଷର ଛାତ୍ର ଆଦିତ୍ୟ
Madhab News - Five Year Child of Balsore Creating Awareness on Plantation - 13-10-2023

13/10/2023

ମାଧବ ନ୍ୟୁଜ - ଜିଲାଜଜଙ୍କୁ ଦାବିପତ୍ର ଦେଲା ବାଲେଶ୍ୱର ଜୁଡ଼ିସିଆଲ ହବ କ୍ରିୟାନୁଷ୍ଠାନ କମିଟି
Madhab News - Balasore Judicial Hub Action Commitee Gave Memorandum to District Judge - 13-10-2023

12/10/2023

ମାଧବ ନ୍ୟୁଜ - ବାଲେଶ୍ୱର ସହରର ୱାନ ଗ୍ରାମ ଗୋଲ୍ଡ ସୋ-ରୁମ ଏସଜେ ଜୁୟେଲରେ ପାର୍ବଣ ଅଫର
Madhab News - Durga Puja Offre at One Gram Gold Store SJ Jewel of Balasore - 12-10-2023

12/10/2023

ମାଧବ ନ୍ୟୁଜ - ଉଦଯାପିତ ହେଲା ବାଲେଶ୍ୱର ଜିଲ୍ଲାସ୍ତରୀୟ ବିଦ୍ୟାଳୟସମୂହ କ୍ରୀଡ଼ା ପ୍ରତିଯୋଗିତା
Madhab News - Balasore District School Level Sports Competition Concluded - 12-10-2023

12/10/2023

ମାଧବ ନ୍ୟୁଜ - ରେମୁଣା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେଲା ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ
Madhab News - BJP's New Member Joining Programme Held at Remuna Constituency - 12-10-2023

12/10/2023

ମାଧବ ନ୍ୟୁଜ - ବାଲେଶ୍ୱରରେ ‘ଯୁଗଶ୍ରୀ ଯୁଗନାରୀ’ ପତ୍ରିକାର ଶାରଦୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ
Madhab News - Monthly Magazine Jugashree Juganaree Organised Autumn Litrature Festival at Balasore - 12-10-2023

12/10/2023

ମାଧବ ନ୍ୟୁଜ - ମନରେଗା ପ୍ରାପ୍ୟ ଦାବିରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କୁଡ଼ିଆ ଗ୍ରାମର ଆଦିବାସୀ
Madhab News - Balasore Sadar Block's Kudia Adivasi Villagers Demand MANREGA Pending Dues - 12-10-2023

11/10/2023

ମାଧବ ନ୍ୟୁଜ - ବାଲେଶ୍ୱର ଲାୟନସ କ୍ଲବ ଉମଙ୍ଗ ପକ୍ଷରୁ ଅନୁଷ୍ଠିତ ହେଲା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
Madhab News - Blood Donation Camp Organised by Balasore Lions Club Umang - 11-10-2023

11/10/2023

ମାଧବ ନ୍ୟୁଜ - ଉଦଘାଟିତ ହେଲା ଜିଲ୍ଲାସ୍ତରୀୟ ବିଦ୍ୟାଳୟସମୂହ କ୍ରୀଡ଼ା ପ୍ରତିଯୋଗିତା
Madhab News - Balasore District School Level Sports Competition Inaugurated - 11-10-2023

11/10/2023

ମାଧବ ନ୍ୟୁଜ - ବାଲେଶ୍ୱର ଗସ୍ତରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଲାଷ ପଣ୍ଡା
Madhab News - BJP Yuva Morcha State President Abhilash Panda Visits Balasore - 11-10-2023

11/10/2023

ମାଧବ ନ୍ୟୁଜ - ବାଲେଶ୍ୱରରେ ଶୁଭାରମ୍ଭ ହେଲା ମିଶନ ଶକ୍ତି ସ୍କୁଟର ଯୋଜନା
Madhab News - Mission Shakti Scooter Scheme Lunched at Balasore - 11-10-2023

10/10/2023

ମାଧବ ନ୍ୟୁଜ - ବାଲେଶ୍ୱରରେ ପ୍ରସ୍ତାବିତ ଜୁଡ଼ିସିଆଲ ହବ୍ ପ୍ରତିଷ୍ଠା ନେଇ ଗଠିତ ହେଲା କ୍ରିୟାନୁଷ୍ଠାନ କମିଟି
Madhab News - Action Commitee Constitueted for Proposed Judicial Hub at Balasore - 10-10-2023

10/10/2023

ମାଧବ ନ୍ୟୁଜ - ବାଲେଶ୍ୱରର ଏଫଏମ କଲେଜରେ ପାଭିଲିଅନ ନିର୍ମାଣ ପାଇଁ ୨୨ ଲକ୍ଷ ଟଙ୍କା ଅନୁଦାନ ଦେଲେ ସାଂସଦ
Madhab News - Balasore MP Pratap Sarangi Provided Assistance for Pavillion at FM College - 10-10-2023

10/10/2023

ମାଧବ ନ୍ୟୁଜ - ବାଲେଶ୍ୱର ସଦର ବିଜେପି ପକ୍ଷରୁ ଟିପିଏନଓଡିଏଲ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓ
Madhab News - Balasore Sadar BJP Protest at TPNODL Superintendent Enginneer's Office - 10-10-2023

09/10/2023

ମାଧବ ନ୍ୟୁଜ - ଉଦଘାଟିତ ହେଲା ‘କଳାକାର’ର ୨୪ତମ ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ
Madhab News - Kalakar's 24th State Level Children Drama Festival Inaugurated at Balasore - 09-10-2023

09/10/2023

ମାଧବ ନ୍ୟୁଜ - ଅନୁଷ୍ଠିତ ହେଲା ବାଲେଶ୍ୱର ମେଡିକାଲ ଅସ୍ଥାୟୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ
Madhab News - Balasore Medical Temporary Santization Workers Association Held Annual Conference - 09-10-2023

09/10/2023

ମାଧବ ନ୍ୟୁଜ - ବାଲେଶ୍ୱର ସଦର ବିଜେପି ପକ୍ଷରୁ ଛାନୁଆ ପଞ୍ଚାୟତରେ ‘ମୋ ମାଟି, ମୋ ଦେଶ’ ଅଭିଯାନ ଅନୁଷ୍ଠିତ
Madhab News - Balasore Sadar BJP Held Mo Mati Mo Desh Movement at Chhanua Panchayat - 09-10-2023

09/10/2023

ମାଧବ ନ୍ୟୁଜ - ରେମୁଣା ବ୍ଲକ ତୁଣ୍ଡରାରେ ଗଦ୍ରେ ମେରାଇନର କାରଖାନାକୁ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ଦାବି
Madhab News - Demand to Start Operation of Gadre Marine Factory of Tundra GP under Remuna Block - 09-10-2023

09/10/2023

ମାଧବ ନ୍ୟୁଜ - ବାଲେଶ୍ୱରରେ ‘ସମାଜ’ ପକ୍ଷରୁ ପାଳିତ ହେଲା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ
Madhab News - Utkalmani Pandit Gopabandhu Das's Birthday Observed at Balasore by Samaj - 09-10-2023

08/10/2023

ମାଧବ ନ୍ୟୁଜ - ଏୟାରଫୋର୍ସ ଆସୋସିଏସନ ପକ୍ଷରୁ ବାଲେଶ୍ୱରରେ ପାଳିତ ହେଲା ବାୟୁସେନା ଦିବସ
Madhab News - Balasore Airforce Association Observed 82nd Airforce Day - 08-10-2023

08/10/2023

ମାଧବ ନ୍ୟୁଜ - ବାଲେଶ୍ୱରରେ ଆୟୁର ଆବେଗର ୧୪ଶ ବାର୍ଷିକ ଉତ୍ସବ ଓ ତୃତୀୟ ଆୟୁର୍ବେଦିକ କର୍ମଶାଳା ଅନୁଷ୍ଠିତ
Madhab News - Fourteenth Annual Function of Ayur Abega & 3rd Ayurvedic Seminar Held at Balasore - 08-10-2023

08/10/2023

ମାଧବ ନ୍ୟୁଜ - ପ୍ରଥମଥର ପାଇଁ ବାଲେଶ୍ୱର ସହରରେ ପାଳିତ ହେଲା ରାହାଗିରି ଦିବସ
Madhab News - First Ever Rahagiri Day Obsrved at Balasore - 08-10-2023

08/10/2023

ମାଧବ ନ୍ୟୁଜ - ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା
Madhab News - BJD's Jan Sampark Padyatra Started at Balasore Sadar Consituency - 08-10-2023

07/10/2023

ମାଧବ ନ୍ୟୁଜ - ‘ଶୋଭା’ର ଅଷ୍ଟମ ବାର୍ଷିକ ଉତ୍ସବରେ ବାଲେଶ୍ୱରରେ ମଂଚସ୍ଥ ହେଲା ନାଟକ ‘ଏପ୍ରିଲ ଫୁଲ’
Madhab News - SOVA Staged Play April Fool at Balasore on Eighth Annual Function - 07-10-2023

07/10/2023

ମାଧବ ନ୍ୟୁଜ - ବାଲେଶ୍ୱର ମହାବୀର ଆଖଡା ସଂଘ ପକ୍ଷରୁ ଦୁର୍ଗାପୂଜା ଆଖଡା ଖେଳ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Madhab News - Preparatory Meeting for Birastami & Dussehra Akhada at Balasore - 07-10-2023

07/10/2023

ମାଧବ ନ୍ୟୁଜ - ଆଇଏନ୍‌ଡିଆଇଏ ମେଂଟ ପକ୍ଷରୁ ବାଲେଶ୍ୱରରେ ଅନୁଷ୍ଠିତ ହେଲା ସାଧାରଣ ସଭା
Madhab News - political Alliance INDIA Protest at Balasore Against Detention of Newsclick Owner & Reporters - 07-10-2023

06/10/2023

ମାଧବ ନ୍ୟୁଜ - ବାଲେଶ୍ୱରରେ ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଯୁବନେତା ବିକ୍ରମ ପଣ୍ଡା
Madhab News - Youth Leader Bikram Panda CElebrated his Birthday at Balasore - 06-10-2023

06/10/2023

ମାଧବ ନ୍ୟୁଜ - ସୋର ତହସିଲଦାରଙ୍କ ନିଷ୍ପତ୍ତି ବିରୋଧରେ ବାଲେଶ୍ୱରରେ ବାଗୁଡିର ଦୁଇ ସାହିବାସୀଙ୍କ ଆମରଣ ଅନଶନ
Madhab News - Bagudi Villaagers Started Hunger Strike at Balasore Against Soro Tahasildar's Decision - 06-10-2023

06/10/2023

ମାଧବ ନ୍ୟୁଜ - ବାଲେଶ୍ୱରରେ ମାଝୀ ପାର୍ଗାନା ମହଲ ପକ୍ଷରୁ ଅନୁଷ୍ଠିତ ହେଲା ବିକ୍ଷୋଭ ସମାବେଶ
Madhab News - Majhi Paragana Protest at Balasore Demanding Permanent Land Right - 06-10-2023

Address

MIRZA POKHRI Road
Balasore

Website

Alerts

Be the first to know and let us send you an email when Madhab Television posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Madhab Television:

Videos

Share

Category


Other TV Channels in Balasore

Show All