Shimilipalia

Shimilipalia "Assistant Administration,Technician and Social Worker."

27/12/2025

Bank of India scheduled maintenance.
Due to scheduled maintenance activity, the following digital services will be temporarily unavailable on 27th December 2025 as per the time slots mentioned below:

1. YONO: 00:01 hrs to 01:00 hrs (IST)

2. SBI UPI Services: 01:00 hrs to 01:45 hrs (IST)

3. Internet Banking, YONO Business, YONO Lite and OTP based Journeys of YONO: 02:00 Hrs. to 02:20 Hrs. (IST).

Meanwhile customer are requested to use our other digital banking channels during this period.

We regret the inconvenience caused and thank you for your cooperation.

26/12/2025

25/12/2025

ନମସ୍କାର,
ଏତତଦ୍ୱାରା ଶିମିଳିପାଳ ବନାଞ୍ଚଳ ଅନ୍ତର୍ଗତ 3 ଗୋଟି ଗ୍ରାମ ପଂଚାୟତର ସମସ୍ତ କାର୍ଯ୍ୟକର୍ତ୍ତା ତଥା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇଦିଆଯାଉଅଛି କି, ଆସନ୍ତା ତା 27/12/2025 ରିଖ ଶନିବାର ପୂର୍ବାହ୍ନ 10.00 ଘଟିକା ସମୟରେ, ବରେହିପାଣି ଗ୍ରା. ପ. କାର୍ଯ୍ୟାଳୟ ନିକଟରେ ମାନ୍ୟବର ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦ୍ୱାରା ନୂତନ ରାସନ କାର୍ଡ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏଣୁ ସମସ୍ତ କାର୍ଯ୍ୟକର୍ତ୍ତା ତଥା ଜନସାଧାରଣଙ୍କୁ ଅନୁରୋଧ ଉକ୍ତ ବୈଠକରେ ଉପସ୍ଥିତ ରହି ନିଜ ନିଜ ସମସ୍ୟା ସମ୍ବନ୍ଧରେ ସିଧା ସଳଖ ମନ୍ତ୍ରୀଙ୍କ ସହିତ ବାର୍ତ୍ତାଳାପ କରିବା ସହ
କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ହେବେ l
ଧନ୍ୟବାଦ l
🙏🙏🙏🙏🙏🙏🙏
ମହାନ୍ତି ବିରୁଆ, ସଭାପତି
ଶିମିଳିପାଳ ବିକାଶ ପରିଷଦ

Address

Khejuri, Gudugudia
Jashipur
757034

Alerts

Be the first to know and let us send you an email when Shimilipalia posts news and promotions. Your email address will not be used for any other purpose, and you can unsubscribe at any time.

Share