01/12/2025
#ଭୂମିହୀନଙ୍କୁ_ତୁରନ୍ତ_ଘର_ଦିଅ
-ଯୋଗ୍ୟ ଭୂମିହୀନ ପରିବାରକୁ ତୁରନ୍ତ ଘର ବଣ୍ଟନ ପାଇଁ ନିର୍ଦ୍ଦେଶ
-ଜିଲ୍ଲାପାଳମାନଙ୍କୁ ରାଜ୍ୟ ପଞ୍ଚାୟତିରାଜ ବିଭାଗର କଡ଼ା ନିର୍ଦ୍ଦେଶନାମା
-'ଭୂମିହୀନଙ୍କୁ ପକ୍କା ଘର ଦେବାରେ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ'
-ହିତାଧିକାରୀଙ୍କୁ ଘର ଯୋଗାଇ ଦେବାକୁ ପଞ୍ଚାୟତିରାଜ ବିଭାଗର ଚିଠି
-'ଭୂମିହୀନ ସମସ୍ୟାର ସମାଧାନ ପାଇଁ ପ୍ରତିମାସର ପ୍ରଥମ ଶନିବାର ବୈଠକ'
-BDO ଓ ତହସିଲଦାର ମିଳିତ ବୈଠକ କରିବାକୁ କଡ଼ା ନିର୍ଦ୍ଦେଶନାମା
-'PMAY-Gରେ କେନ୍ଦ୍ରାପଡ଼ାର ୨୭୧ଭୂମିହୀନଙ୍କୁ ଘର ମିଳିନାହିଁ'
-'୩୭ ଲକ୍ଷ ୮୯ ହଜାର ୨୩୪ ପରିବାର କଚ୍ଚା ଘରେ ରହୁଛନ୍ତି'
-'ଏବେ ୨ ଲକ୍ଷ ୧ ହଜାର ୧୧ ପରିବାର ଭୂମିହୀନ ଅଟନ୍ତି'