Dipu Official

Dipu Official Contact information, map and directions, contact form, opening hours, services, ratings, photos, videos and announcements from Dipu Official, Digital creator, Bangalore.

🙏 ଜୟ ଜଗନ୍ନାଥ 😃 welcome to my page.💐💐
ଏହି page ରେ ଆପଣଙ୍କୁ ଯଦି କିଛି ଭଲ ଲାଗେ ସେଇଟା ମୋ ଗୌରବ ଆପଣଙ୍କ ଭଲ ପାଇବା ମୋପାଇଁ ଆଶ୍ରିବାଦ 🥹ସମସ୍ତଙ୍କୁ ଦୁଃଖ ଦବା ସହଜ କିନ୍ତୁ 😄 ହସଫୁଟାଇବା ବହୁତ କଷ୍ଟ # ❤️Art,Song Writing and listing, Editing my hobbies .😂😂

ଗଛଟି ମରିଗଲା 🥹
16/06/2026

ଗଛଟି ମରିଗଲା 🥹

17/05/2026

🥹 କାହିଁ ଝରି ଯାଏ ଲୁହ ଦୁଇ ଧାର 🙏ଜୟ ଜଗନ୍ନାଥ 🙏
ସତ କହିବ ଜଗା କୁ ଦେଖିଲେ ଆଖିରେ ଲୁହ ଆସେନା ?

10/05/2026

ଏହି ଗୀତ ସେ ମାଆ ପାଇଁ ଲେଖିଛି ଯିଏ କି ଆଉ କେବେ ଫେରିବନି,"ମୁଁ ଆଉ ଅଝଟ ହେବିନି ଆଉ କିଛି ଅଳି କରି ତତେ ମାଗିବିନି,ମୋ ଲୁହ ପୋଛି ଥରେ କହିଦେ ମାଆ ମୋ ଧନ କାନ୍ଦନା ଆଉ" 🙏😢କେମିତି ହେଇଛି ଏହି ଗୀତ ?
Mother's Day. This song is dedicated to mothers. 🙏❤️

14/04/2026

ସମସ୍ତଙ୍କୁ ମୋର ଓଡ଼ିଆ ନବବର୍ଷ ର ଶୁଭେଚ୍ଛା 😊ଜୟ ଜଗନ୍ନାଥ 🙏

🙏 Har har mahadev 🙏
13/04/2026

🙏 Har har mahadev 🙏

🙏 Jay jagannath 🙏
11/04/2026

🙏 Jay jagannath 🙏

Apple tree ଏବେ ଦେଖନ୍ତୁ..ନୁଆଁ ପତ୍ର ଦେଖି ଖୁସି ଲାଗିଲା ..ସେଥି ପାଇଁ ଆପଣ ସହ share କଲି..
10/04/2026

Apple tree ଏବେ ଦେଖନ୍ତୁ..ନୁଆଁ ପତ୍ର ଦେଖି ଖୁସି ଲାଗିଲା ..
ସେଥି ପାଇଁ ଆପଣ ସହ share କଲି..

Good morning 🌞Jay jagannath 🙏
09/04/2026

Good morning 🌞Jay jagannath 🙏

Address

Bangalore

Website

Alerts

Be the first to know and let us send you an email when Dipu Official posts news and promotions. Your email address will not be used for any other purpose, and you can unsubscribe at any time.

Share