Awhawantv odia

Awhawantv odia ସତ୍ୟ ଧର୍ମ ନ୍ୟାୟ ର ସ୍ୱର

SHINE PHOTO GRAPHY SHOOTING EDITING CENTERPROP-AJAYA KUMAR PANDA6370625503
07/12/2025

SHINE PHOTO GRAPHY
SHOOTING EDITING CENTER
PROP-AJAYA KUMAR PANDA
6370625503

08/11/2025

Shine photo graphy
You invited you benefited
Shooting Editing center
Prop -Ajay kumar panda
Contact 6370625503

29/10/2025




All types shooting, Editing, photo graphy
Vedio graphy Centers,
Shine Digital
Service by 15 years
Photo graphy vedio graphy

Prop,Ajay Kumar panda
Sr, Visual Editor, journalist
High quality High porfmance
Low price
You invited you benefit

13/09/2025
25/11/2024

Offer... Offer... Offer...*

You invite You Benefit

Shine Photo Graphy
Vedio Graphy
Suting Editing Centre
Drone Camera LED TV
Still Photo Camcorder
Available Hear

Album Disain

Reels & Video Highlights Edit

Pre - Wedding, Engagement, Wedding

*Reels Edit* -
Only Rs - *250* /-

*Teaser* -
Only Rs - *700* /-

*Highlight* -
Only Rs - *2000* /-

Tradisnal-*2000* /-2hours

Cinematography _3500_full editing

Contect Us,
Ajay Kumar panda
+91 6370625503
What's app
8337900918

Dm For Work Link...

Don't waste the time on the wrong team.

05/10/2024

*ବାଙ୍କୀ ଅଞ୍ଚଳରେ ବଢୁଛି ଅରାଜକତା *!

ଥାନାରେ ଦଣ୍ଡିଆଙ୍କ ଦବଦବା
ଥାନାରେ ଦେଖିବାକୁ ମିଳୁଛି
ଦଣ୍ଡିଆ(ଦଲାଲ)ଙ୍କ ଦବଦବା। ବାଙ୍କୀ ଅଞ୍ଚଳରେ ଦଣ୍ଡିଆଙ୍କ ରାଜ୍ ଚାଲୁଥିବା ବେଳେ ଏମାନେ ଅପରାଧରେ
ସାଜୁଛନ୍ତି ସୂତ୍ରଧର। ପୁଲିସ ଓ ଅପରାଧୀଙ୍କ ମଧ୍ୟରେ
ଏହି ଦଲାଲ୍ ଯୋଗସୂତ୍ର କାରୀ। ଯାହା ଫଳରେଅସାମାଜିକଙ୍କ ପଲା ଭାରୀ
♦ ପୁଲିସ-ଜନତାଙ୍କ ବଢ଼ୁଛି ଦୂରତା
ଅସାଧୁ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ନିକଟତରହୋଇ ଥାନା ଅଞ୍ଚଳରେ ବେଆଇନ୍ କାରବାରକୁଏକ ପ୍ରକାର ପ୍ରୋତ୍ସାହନ ଦେଉଛନ୍ତି। ଯାହା ଆଇନ୍
ଶୃଙ୍ଖଳା ବ୍ୟବସ୍ଥାକୁ ବିଗାଡ଼ି ଦେଉଛି। ଥାନାରେଦଣ୍ଡିଆଙ୍କ ଆତଯାତକୁ ସମ୍ପୂର୍ଣ୍ଣ ଭାବେ ରୋକାଯାଉବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
ବିଭିନ୍ନ ଥାନା ଅଞ୍ଚଳରେ ଚାଲିଛି ଭିନ୍ନ ଭିନ୍ନ ପ୍ରକାରରଅପରାଧ। କେଉଁଠି ବ୍ରାଉନ୍‌ସୁଗର୍ ତ ଆଉ କେଉଁଠି
ବେଆଇନ୍ କାରବାର । ଦେଶୀ ଓ ବିଦେଶୀ ମଦବେପାର ସାଙ୍ଗକୁ ଜମି ଏବଂ ବାଲି ମାଫିଆଙ୍କ ରାଜ୍ ବି କିଛି
କମ ନୁହେଁ । ଏପରିକି ବିଭିନ୍ନ ହୋଟେଲ୍‌ ଅନୈତିକକାରବାର ଚାଲିଛି। ପୁଲିସ ଅଧିକାରୀ ଓ କର୍ମଚାରୀ
ସିଧାସଳଖ ଅପରାଧୀଙ୍କ ସଂସ୍ପର୍ଶରେ ନଆସି ଦଣ୍ଡିଆଙ୍କସାହାରା ଲୋଡୁଛନ୍ତି। ତେଣୁ ଥାନାରେ ଦଣ୍ଡିଆମାନଙ୍କ
ପ୍ରଭାବ ଏବେ ଅସହ୍ୟ ହୋଇ ପଡ଼ିଲାଣି ବୋଲି ଅଭିଯୋଗହେଉଛି । ଯେତେ ବେଆଇନ୍ କାରବାର ବଢ଼ିବ ସେତେ
ରୋଜଗାର। ମଧ୍ୟସ୍ଥତା କରି ଦଣ୍ଡିଆ ବି ନାଲି ପଡ଼ିଗଲେଣି।ଥାନାରେ ବାବୁମାନଙ୍କ ପାଖରେ ଖବରି ହିସାବରେ ବସି
ଘଣ୍ଟା ଘଣ୍ଟା ଖଟି କରୁଛନ୍ତି। ମାଲ୍ ସଂଗହ ପାଇଁ ଥାନାବାବୁ ଦଣ୍ଡିଆଙ୍କୁ ପ୍ରାଧାନ୍ୟ ଦେଉଥିବା କହୁଛନ୍ତି।
ଅନ୍ୟପଟେ ଜମିଜମା ସମସ୍ୟା ହେଉ କି ପାରିବାରିକକଳହ, ଏପରିକି ଅପରାଧ ସମ୍ପର୍କିତ ଅଭିଯୋଗକରିବାକୁ କେହି ଥାନାକୁ ଆସିଲେ ଦଣ୍ଡିଆଙ୍କ ସହଯୋଗ
ଲୋଡ଼ିଥାନ୍ତି। ଏହି ଦଲାଲ୍ କଥା ନକହିବା ଭଲ ଥାନା ବାବୁଙ୍କ ଆଚରଣ ଉଚ୍ଚାରଣ ସହ କେତେବେଳେ ନାଲି ଆଖି ଦେଖାଉ ଛନ୍ତୀ ମାଲ୍ ରେ ମାମଲା ସମାଧାନ
କରାଇଦେଉଛନ୍ତି। ପୁଲିସର କେତେକାଂଶରେ ମୁଣ୍ଡବ୍ୟଥା ଓ କାର୍ଯ୍ୟ ହାଲୁକା କରି ଦେଉଥିବାରୁ ପୁଲିସ
ବି ଖୁସ ଦଲାଲ୍ ମାନଂକ ଉପରେ। ବୁଦ୍ଧିଜୀବୀ ଏବଂ ସାମାଜିକ କର୍ମୀଙ୍କ କହିବା
ଅନୁସାରେ ଦଲାଲଙ୍କ ଦବଦବା ପୁଲିସ ଓ ଜନତାଙ୍କମଧ୍ୟରେ ଦୂରତା ବଢ଼ାଉଛି। ଅନେକ ବୁଦ୍ଧି ଜିବୀ ମାନେ ଦାବି କରିଛନ୍ତି ଅଧିକାରୀମାନେ ଦଲାଲ୍ ମାନଙ୍କ ସହିତ ରାତି ଅଧ ଯାଏଁ ଘଣ୍ଟା ଘଣ୍ଟା କୀ ଦୁଃଖ ସୁଖ ଚାଲିଛି ଏସ୍‌ପିଙ୍କ ଯାଞ୍ଚ କରନ୍ତୁ ଅନେକ ଚୋରା ପିରତି ସାମ୍ନା କୁ ଆସନ୍ତା ବୋଲି ସଧାରଣ ରେ ଦାବୀ ହେଉଛି।

ପୁଲିସ ଓ ସାଧାରଣ ଜନତାଙ୍କ ଦୂରତା କମାଇବାକୁ
ସର୍ବଦା ଗୁରୁତ୍ଵ ଦେଇ ଆସୁଥିବା ବେଳେ ବାସ୍ତବରେ ଥାନା ସ୍ତରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି
ଥାନାର ବ୍ୟବସ୍ଥା କେଉଁ ଆଡ଼କୁ ଗଲାଣି ସ୍ପଷ୍ଟ ଅନୁମେୟ। ବାଡ ଯଦି ଫସଲ ଖାଇବ... ତେଣୁ କଟକ ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ଏଵଂ ପୋଲିସ୍ ପ୍ରଶାସନ ବରିଷ୍ଠ ଅଧିକାରୀ ମାନେ ବାଙ୍କୀ ର ଦୁସ୍ଥ ଲୋକ ମାନଂକୁ ଏହି ଭଳି ଦୁଷ୍ଠ ଧୂର୍ତ୍ ଥାନା ବାବୁଙ୍କ ଠାରୁ ରକ୍ଷା କରନ୍ତୁ। ବାଙ୍କୀ ଲୋକ ମାନେ ସରଳ ନମ୍ର ନିରୀହ ବ୍ୟକ୍ତି ଙ୍କୁ ନ୍ୟାୟ ଦେବାକୁ ନିବେଦନ , ଧୀରେ ଧୀରେ ଅସନ୍ତୋଷ ର ବହ୍ନି ଜଳିଲାନି କେତେବେଳେ ବି ବିସ୍ପୋରଣ ବି ହୋଈ ପାରେ ଥାନା ବାବୁଙ୍କ କାର୍ଯ୍ୟ କଳାପ କୁ ନେଇ ତୁରନ୍ତ ଯଦି ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଦୁଷ୍ଠି ନଦିଅନ୍ତି ଭରତପୁର ଘଟଣା ଭଳି ପୁରା ପୋଲିସ୍ ବିଭାଗ ନିନ୍ଦିତ ହୋଇ ପାରେ ବାଙ୍କୀ ଥାନା ବାବୁଙ୍କ ଆଚରଣ ଉଚ୍ଚାରଣ ବବ୍ୟହାର କୁ ନେଇ ପୋଲିସ୍ ବିଭାଗ ଏବଂ ତୁରନ୍ତ ଦୁଷ୍ଠି ଦେଲେ ଆଗକୁ ନିନ୍ଦିତ ହେବାରୁ ରକ୍ଷା ପାଇଯିବ,।

25/08/2024

କ୍ଷମତା ବିନା କଂଗେସ ଦଳ ଅନ୍ଧ _ମୋହନ -

Address

Banki
754008

Telephone

+918337900918

Website

Alerts

Be the first to know and let us send you an email when Awhawantv odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Awhawantv odia:

Share