Mr Bijaya Odia

  • Home
  • Mr Bijaya Odia

Mr Bijaya Odia Hlo Friends, welcome to our page...🙏🏻💐💐 this page provide u tech, vlogs & education etc.

॥ ଶୁଭ ନିମନ୍ତ୍ରଣ ॥ଅଞ୍ଚଳର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ବାବା ଗାଦିଶ୍ୱର ଦେବ ନାଟ୍ୟ ସଂସଦ, କୁଲେଇ, ବାଣପୁର, ଖୋର୍ଦ୍ଧାଏବର୍ଷ ଭେଟି ...
03/04/2026

॥ ଶୁଭ ନିମନ୍ତ୍ରଣ ॥
ଅଞ୍ଚଳର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ବାବା ଗାଦିଶ୍ୱର ଦେବ ନାଟ୍ୟ ସଂସଦ, କୁଲେଇ, ବାଣପୁର, ଖୋର୍ଦ୍ଧା
ଏବର୍ଷ ଭେଟି ଦେବାକୁ ଯାଉଛି ଏକ ହୃଦୟସ୍ପର୍ଶୀ ସାମାଜିକ ନାଟକ: "କିଏ ପୋଛିଦବ ଆଖିର ଲୁହ"

ଲୁହ ଆଉ ଲହୁର ସଂଘର୍ଷ, ପରିବାରର କାହାଣୀ ଏବଂ ସମ୍ପର୍କର ପରୀକ୍ଷାକୁ ନେଇ ଗଢ଼ା ହୋଇଛି ଏହି ନାଟକର ପ୍ରତିଟି ଦୃଶ୍ୟ। ଆଶା କରୁଛୁ, ଆପଣଙ୍କ ମନକୁ ଏହା ନିଶ୍ଚୟ ଛୁଇଁବ।

ଆପଣମାନଙ୍କୁ ବିନୀତ ଅନୁରୋଧ: ଆସନ୍ତୁ, ନିଜ ପରିବାର ସହ ଏହି ନାଟକକୁ ଉପଭୋଗ କରନ୍ତୁ ଏବଂ କଳାକାରମାନଙ୍କୁ ଉତ୍ସାହିତ କରି ନିଜର ଶ୍ରଦ୍ଧା ଓ ଭଲପାଇବା ପ୍ରଦାନ କରନ୍ତୁ।
ଆପଣଙ୍କ ଉପସ୍ଥିତି ଆମର ପ୍ରେରଣା।

ସୌଜନ୍ୟ: ଶ୍ରୀ ଶ୍ରୀ ବାବା ଗାଦିଶ୍ୱର ଦେବ ନାଟ୍ୟ ସଂସଦ, କୁଲେଇ, ବାଣପୁର, ଖୋର୍ଦ୍ଧା ।

ବାବା ଗାଦିଶ୍ୱର ଦେବ ନାଟ୍ୟ ସଂସଦ, କୁଲେଇ, ବାଣପୁର, ଖୋର୍ଦ୍ଧା ୨୦୨୬ ଦଣ୍ଡ ଯାତ୍ରାରେ ଆପଣମାନଙ୍କୁ ଭେଟିଦବ ଏ ବର୍ଷର ହାଇଲାଇଟ ନାଟକ....ଡଃ. ଦ...
23/03/2026

ବାବା ଗାଦିଶ୍ୱର ଦେବ ନାଟ୍ୟ ସଂସଦ, କୁଲେଇ, ବାଣପୁର, ଖୋର୍ଦ୍ଧା
୨୦୨୬ ଦଣ୍ଡ ଯାତ୍ରାରେ ଆପଣମାନଙ୍କୁ ଭେଟିଦବ ଏ ବର୍ଷର ହାଇଲାଇଟ ନାଟକ....
ଡଃ. ଦୀପକ ଜେନାଙ୍କ ରଚିତ ଏବଂ ଲିଟିଲ ମାଷ୍ଟର ଜିତେନ୍ଦ୍ର କୁମାର ମହାରଣଙ୍କ ନିର୍ଦ୍ଦେଶନାର ନାଟକ....
କିଏ ପୋଛିଦବ ଆଖିର ଲୁହ....



#ଖୋର୍ଦ୍ଧା

21/03/2026

ବାବା ଗାଦିଶ୍ୱର ଦେବ ନାଟ୍ୟ ସଂସଦ, କୁଲେଇ, ବାଣପୁର, ଖୋର୍ଦ୍ଧା
୨୦୨୬ ଦଣ୍ଡ ଯାତ୍ରାରେ ମୁଁ ଆସୁଛି.... ଏ ବର୍ଷର ହାଇଲାଇଟ ନାଟକ....
କିଏ ପୋଛିଦବ ଆଖିର ଲୁହ....
ନିର୍ଦ୍ଦେଶନା-ଲିଟିଲ ମାଷ୍ଟର ଜିତେନ୍ଦ୍ର କୁମାର ମହାରଣା....



18/03/2026

Rehearsal Time ର କିଛି ଝଲକ....କିଏ ପୋଛିଦବ ଆଖିର ଲୁହ….
ବାବା ଗାଦିଶ୍ୱର ଦେବ ନାଟ୍ୟ ସଂସଦ, କୁଲେଇ, ବାଣପୁର, ଖୋର୍ଦ୍ଧା
୨୦୨୬ ଦଣ୍ଡ ଯାତ୍ରାରେ ଭେଟିଦବ ଏ ବର୍ଷର ହାଇଲାଇଟ ନାଟକ....
ନିର୍ଦ୍ଦେଶନା-ଲିଟିଲ ମାଷ୍ଟର ଜିତେନ୍ଦ୍ର କୁମାର ମହାରଣା....



ଶ୍ରୀ ଶ୍ରୀ ଶ୍ରୀ ବାବା ଗାଦିଶ୍ୱର ଦେବ ନାଟ୍ୟ ସଂସଦ, କୁଲେଇ, ଖୋର୍ଦ୍ଧାଏ ବର୍ଷର ହାଇଲାଇଟ୍ ନାଟକ ୨୦୨୬ ଦଣ୍ଡଯାତ୍ରା ଉପଲକ୍ଷେ ଲିଟିଲ୍ ମାଷ୍ଟର ...
06/03/2026

ଶ୍ରୀ ଶ୍ରୀ ଶ୍ରୀ ବାବା ଗାଦିଶ୍ୱର ଦେବ ନାଟ୍ୟ ସଂସଦ, କୁଲେଇ, ଖୋର୍ଦ୍ଧା
ଏ ବର୍ଷର ହାଇଲାଇଟ୍ ନାଟକ ୨୦୨୬ ଦଣ୍ଡଯାତ୍ରା ଉପଲକ୍ଷେ ଲିଟିଲ୍ ମାଷ୍ଟର ଜିତେନ୍ଦ୍ର ମହାରଣା ଙ୍କ ବରିଷ୍ଠ ନିର୍ଦ୍ଦେଶନାର ନାଟକ.... କିଏ ପୋଛିଦବ ଆଖିର ଲୁହ....🎉🎉🎉🥳🥳🥳💐💐







Address

Kulei

752034

Website

Alerts

Be the first to know and let us send you an email when Mr Bijaya Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mr Bijaya Odia:

Shortcuts

  • Want your business to be the top-listed Media Company?

Share