Iron City Keonjhar

Iron City Keonjhar ଯୋଡ଼ା/ବଡ଼ବିଲ ସହର ର ପ୍ରତିଟି ଖବର ଗୋଟିଏ CLICK ରେ

ଖିଚିଂ ରେ ଘଟିଥିବା ଦୁଃଖଦ ଘଟଣାରେ ଏହି ଭଉଣୀ ମୃତ୍ୟୁ ବରଣ କରି ସାରିଛନ୍ତି.. ଏବଂ ଯୁବକ ଜଣଙ୍କ ଗୁରୁତର ଅଛନ୍ତି...., ପ୍ରାଥମିକ ସୂଚନାରୁ ଅନୁ...
02/08/2025

ଖିଚିଂ ରେ ଘଟିଥିବା ଦୁଃଖଦ ଘଟଣାରେ ଏହି ଭଉଣୀ ମୃତ୍ୟୁ ବରଣ କରି ସାରିଛନ୍ତି.. ଏବଂ ଯୁବକ ଜଣଙ୍କ ଗୁରୁତର ଅଛନ୍ତି...., ପ୍ରାଥମିକ ସୂଚନାରୁ ଅନୁମାନ ହେଉଛି କି ପ୍ରେମ ବ୍ୟାପାରରୁ ଏଭଳି ଏକ କାଣ୍ଡ ଘଟିଛି..! ରରୁଆଁ,ଖିଚିଂ

ସବୁ ପରେ ଆତ୍ମହତ୍ୟା ସମାଧାନ ନୁହଁ,

AI ଆମ କେନ୍ଦୁଝର ର ଫୋଟୋ ପଠେଇଛି
26/06/2025

AI ଆମ କେନ୍ଦୁଝର ର ଫୋଟୋ ପଠେଇଛି

24/06/2025

Heart of Odisha

24/06/2025

କେନ୍ଦୁଝର ଜିଲ୍ଲାରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଅଭିନେଇ ଲୁଗୁନଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାରେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଓ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

– I'm on a streak! I've been a top fan for 3 months in a row. 🎉
17/05/2025

– I'm on a streak! I've been a top fan for 3 months in a row. 🎉

28/01/2025

ଯୋଡ଼ା ସହର ର ପ୍ରତିଟି ଖବର ଜାଣିବା ପାଇଁ ଆମ Page ku follow କରନ୍ତୁ
Times

28/01/2025

କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ କରିବ ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ ପାଓ୍ୱାର୍ ଲିମିଟେଡ୍: ନବୀନ ଜିନ୍ଦଲ୍ !

କେନ୍ଦୁଝର ବାସୀଙ୍କ ଆଶା ଓ ସ୍ୱପ୍ନ ପୂରଣ ହେବ ତ?

28/01/2025

ଆସନ୍ତା 29 ଓ 30 ତାରିଖରେ ସବୁ Bank NPCI / DBT ଉପରେ ଗୁରୁତ୍ଵ ଦେଇ ଲିଙ୍କ କରିବେ ତେଣୁ ଯାହାର ଲିଙ୍କ ନାହିଁ କାଲି Bank ଯାଇ ଲିଙ୍କ କରନ୍ତୁ ନଚେତ୍ ସୁଭଦ୍ରା ଟଙ୍କା ପାଇ ପାରିବେ ନାହିଁ l

28/01/2025

୫ ଦିନ ରୁ ଅଧିକ ହେଲାଣି TATA STEEL ବିଲେଇପଦା ପ୍ଲାଣ୍ଟ ସମ୍ମୁଖରେ ଫୋସି ରହିଛି ୫୦ ରୁ ଅଧିକ ଲୌହ ବୋଝେଇ ଗାଡି
ଗାଡି ମାଲିକ ହୀନସ୍ତା ହୋଉଥିବା ବେଳେ ପ୍ଲାଣ୍ଟ କିମ୍ବା ଖଣି ପୋକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆ ଯାଉନାହିଁ l
ଏଇ ପରିସ୍ଥିତି ପାଇଁ କିଏ ଦାୟୀ

28/01/2025

ଯୋଡ଼ା ଖଣି ଅଞ୍ଚଳର ଟ୍ରକ ମାଲିକ ମାନଙ୍କୁ JSPL କମ୍ପାନୀ ର ମନମୁଖୀ କାର୍ଯ୍ୟ ଯୋଗୁଁ ଅଦିନିଆ ଦୁର୍ଦଶା ର ସମ୍ମୁଖୀନ ହେବାକୁ ପୋଡ଼ିଲାଣି

21/01/2025
24/09/2024

Banspani Siding main Pakdaya chor Times

Address

Barbil

Website

Alerts

Be the first to know and let us send you an email when Iron City Keonjhar posts news and promotions. Your email address will not be used for any other purpose, and you can unsubscribe at any time.

Share