19/12/2025
ମୁଖ୍ୟମନ୍ତ୍ରୀ ଆସିବେ ବରଗଡ଼ ଧନୁଯାତ୍ରା ଦେଖି
ଡିସେମ୍ବର ୨୪ ରୁ ମୁଲ୍ ହେବା ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ। ଆର୍ ଇ ମହୋତ୍ସବ ରେ ଯୋଗ ଦେବାର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ ଙ୍କୁ ନିଉତା ଦେଇଛନ୍ ଧନୁଯାତ୍ରା ମହୋତ୍ସବ ସମିତି।