Happy Bargarh Official

Happy Bargarh Official Smile Sparkle Shine

Happy Bargarh Official
(1)

29/07/2026

They built a 100% public bus stand for Bhatli …
then placed it 3.7 km away from Bhatli Town so the public can’t find it 💀

Absolute cinema. Genius level planning 🫡

29/07/2026

Ring road under Jeera River 🥲

ଲଗାଣ ବର୍ଷା ଯୋଗୁଁ କାଲି ଜିଲ୍ଲାର ସମସ୍ତ ବିଦ୍ୟାଳୟ କୁ ଛୁଟି ଘୋଷଣା କରାଗଲା
28/07/2026

ଲଗାଣ ବର୍ଷା ଯୋଗୁଁ କାଲି ଜିଲ୍ଲାର ସମସ୍ତ ବିଦ୍ୟାଳୟ କୁ ଛୁଟି ଘୋଷଣା କରାଗଲା

ନୂଆ ରୂପରେ ବରପାଲି ରେଳଷ୍ଟେସନ
28/07/2026

ନୂଆ ରୂପରେ ବରପାଲି ରେଳଷ୍ଟେସନ

27/07/2026

Odia Song x Monsoon 🤌❤️

ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ 😞🙏ଚିକିତ୍ସାଧିନ ଅବସ୍ଥାରେ ସୁଶାନ୍ତଙ୍କ ଦେହାନ୍ତ। ଭୁବନେଶ୍ୱର ସ୍ଥିତ ଆପାଲୋ ହସ୍ପିଟାଲ୍ ରେ ବି...
27/07/2026

ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ 😞🙏

ଚିକିତ୍ସାଧିନ ଅବସ୍ଥାରେ ସୁଶାନ୍ତଙ୍କ ଦେହାନ୍ତ। ଭୁବନେଶ୍ୱର ସ୍ଥିତ ଆପାଲୋ ହସ୍ପିଟାଲ୍ ରେ ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁଶାନ୍ତ। ଭଟଲି ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ତଥା ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଥିଲେ ସୁଶାନ୍ତ ସିଂ।

ବରଗଡ଼ ସହର ରୁ ମାତ୍ର ୨୫ କିଲୋମିଟର ଦୂରରେ ଅବସ୍ଥିତ ବେନ୍ଦାଲପାଟ,ଅଳାଁପାଲି(ବରଗଡ଼) ⛰️
26/07/2026

ବରଗଡ଼ ସହର ରୁ ମାତ୍ର ୨୫ କିଲୋମିଟର ଦୂରରେ ଅବସ୍ଥିତ ବେନ୍ଦାଲପାଟ,ଅଳାଁପାଲି(ବରଗଡ଼) ⛰️

26/07/2026

Green hills, open skies, and pure silence ❤️😍

Bendalpat,Ainlapali : A peaceful hill destination just 25 km away from Bargarh city. Perfect for a quick nature break.

Address

Bargarh
768028

Website

Alerts

Be the first to know and let us send you an email when Happy Bargarh Official posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Happy Bargarh Official:

Shortcuts

Share