ରାଏଜ୍ କୋଶଲ୍ - Raij koshal

ରାଏଜ୍ କୋଶଲ୍ - Raij koshal jay koshal jay maa samlei

15/08/2025

ବରଗଡ୍ ମୁଖିଆ ଡାକ୍ତରଖାନା ବଦଲେ ଚିଡିଆଖାନା ଭି ଜଦି ବନାହେବା ବେଲେ କିଛି ଅସୁବିଧା ନେ ହୁଏ।।
ଈ ପ୍ରକାର୍ ଅବହେଲା କେ କେଭେବି ଗ୍ରହଣକରି ନାଇହୁଏ।।
Koshal Sena/କୋଶଲ ସେନା tv / ଦହନା ଟିଭିRohan PadhanCMO OdishaPMO IndiaDharmendra Pradhan
#

Jai hind jai koshal
15/08/2025

Jai hind jai koshal

Radhe radhe
15/08/2025

Radhe radhe

13/08/2025
13/08/2025
13/08/2025
“ନିଯୁକ୍ତି ସମସ୍ୟା ତଥା ବେକାରି ସମସ୍ୟା କେ ନେଇକରି ବହୁତ୍ ଜଲଦି ଲଢ଼େଇ କର୍ବା କୋଶଲ୍ ସେନା”ସବୁ ବେକାରି ଯୁବକ୍ ଯୁବତୀ  ମାନ ଙ୍କୁ ଯୋଗ୍ ଦେବ...
04/07/2025

“ନିଯୁକ୍ତି ସମସ୍ୟା ତଥା ବେକାରି ସମସ୍ୟା କେ ନେଇକରି ବହୁତ୍ ଜଲଦି ଲଢ଼େଇ କର୍ବା କୋଶଲ୍ ସେନା”
ସବୁ ବେକାରି ଯୁବକ୍ ଯୁବତୀ ମାନ ଙ୍କୁ ଯୋଗ୍ ଦେବାର୍ କେ ଆହ୍ଵାନ୍ କରୁଛୁ !🙏
✊ଜଏ କୋଶଲ୍ ✊
🚩

*ନିଯୁକ୍ତି ସମସ୍ୟା ତଥା ବେକାରି ସମସ୍ୟା କେ ନେଇକରି ବହୁତ୍ ଜଲଦି ଲଢ଼େଇ କର୍ବା କୋଶଲ୍ ସେନା*ଗଲା କାଏଲ୍ ତା ୦୧ ଜୁଲାଏ ୨୫ ମଙ୍ଗଳବାର ଦିନ ବରଗ...
02/07/2025

*ନିଯୁକ୍ତି ସମସ୍ୟା ତଥା ବେକାରି ସମସ୍ୟା କେ ନେଇକରି ବହୁତ୍ ଜଲଦି ଲଢ଼େଇ କର୍ବା କୋଶଲ୍ ସେନା*
ଗଲା କାଏଲ୍ ତା ୦୧ ଜୁଲାଏ ୨୫ ମଙ୍ଗଳବାର ଦିନ ବରଗଡ଼, ତୁରୁଙ୍ଗା ବୈଷ୍ଣୋଦେବୀ ମନ୍ଦିର୍ ଠାନେ କୋଶଲ ସେନା ର ଗୁଟେ ପ୍ରଥମ ସାଙ୍ଗଠନିକ ବୈଠକ ବସିଥିଲା ! ଆମର ଅଞ୍ଚଳ ର ବେକାରି ସମସ୍ୟା କେ ଦୂର୍ କର୍ବାର୍ ଲାଗି କୋଶଲାଞ୍ଚଲ୍ ର ଭିନ୍ ଭିନ୍ ଜିଲ୍ଲାର୍ ସରକାରୀ ଅଫିସ୍ ତଥା କଳ୍ ଶିଳ୍ପ କାରଖାନା ମାନ୍ କେ ଆମର୍ ପିଲା କୁ ୧୦୦% ନିଯୁକ୍ତି ଦାବିରେ ବହୁତ୍ ଜଲଦି ଲଢ଼େଇ କର୍ବା ବୋଲି ନିଷ୍ପତ୍ତି ନେଲା କୋଶଲ୍ ସେନା ! ଆଗ୍ କେ କାଣା କାଣା କରାଯିବା ଯେ ବହୁତ୍ ଜଲଦି ଘୋଷଣା ଭି କରାଯିବା !
ସବୁ ବେକାରି ଯୁବକ୍ ଯୁବତୀ ମାନ ଙ୍କୁ ଯୋଗ୍ ଦେବାର୍ କେ ଆହ୍ଵାନ୍ କରୁଛୁ !🙏
✊ଜଏ କୋଶଲ୍ ✊
🚩

ଜୟ ମା ସମାଲେଇ ଜୟ କୋଶଲ୍ ଖବରକାଗଜ ପୃଷ୍ଠାରେ କଳାଦିବସ  ।ସବୁ ସାମ୍ବାଦିକ ଆଜ୍ଞାମାନଙ୍କୁ ଗୁର୍ଦ୍ଦୁ ଗୁର୍ଦ୍ଦୁ ଧଏନବାଦ।
06/04/2025

ଜୟ ମା ସମାଲେଇ
ଜୟ କୋଶଲ୍

ଖବରକାଗଜ ପୃଷ୍ଠାରେ କଳାଦିବସ ।
ସବୁ ସାମ୍ବାଦିକ ଆଜ୍ଞାମାନଙ୍କୁ ଗୁର୍ଦ୍ଦୁ ଗୁର୍ଦ୍ଦୁ ଧଏନବାଦ।



ଜବାବ୍ ମାଗୁଛେ କୋଶଲାଞ୍ଚଲ୍?
13/03/2025

ଜବାବ୍ ମାଗୁଛେ କୋଶଲାଞ୍ଚଲ୍?

Address

Bargarh

Website

Alerts

Be the first to know and let us send you an email when ରାଏଜ୍ କୋଶଲ୍ - Raij koshal posts news and promotions. Your email address will not be used for any other purpose, and you can unsubscribe at any time.

Share