Odisha News Express

Odisha News Express ବରଗଡ଼ ଜିଲ୍ଲା ର ଟିକିନିକି ଖବର୍ ଇନେ ପାଇ ପାରବେ ( coming soon 🙏 odisha ସାରା ର ଟିକିନିକି ଖବର୍ )

Udyam Registration # UDYAM-OD-04-0010272

07/08/2026

ପ୍ରେସିଡେଣ୍ଟ ଭୀଷ୍ମ ସରାଫ ଉପରେ ଆକ୍ରମଣ!

👇ବରଗଡ଼ ଏସପି ଧ୍ୟାନ୍ ଦଉନ୍👇
ମଝି ହାଟପଦାର୍ ଗୁଟେ ପିଲା ର ମୁଡ଼ ଫଟେଇ ଦେଇଥିଲେ, ବସଷ୍ଟେଣ୍ଡ ସାମ୍ନାରେ ମର୍ଡର, ହାଟପଦା ନୁ ମର୍ଡର୍, ହାଟପଦାରେ ଫେରିବାଲା ସାଙ୍ଗେ ଲୁଟପାଟ୍, ବରଗଡ଼େ ଘଟୁଥିବାର୍ ବଡ଼ ଭାଗୀ ଅପରାଧ ନୁ ନେଇକରି ବଡ଼ ଭାଗୀ ଘଟୁଥିବାର୍ ସଡ଼କ ଦୁର୍ଘଟଣା ମାନକର୍ ପଛେ ବି ନିଶାଖୋର୍ ମାନକର୍ ବଡ଼ ଭୂମିକା ରହିଛେ...

👇link YOUTUBE👇
https://youtube.com/shorts/Ddzr5AG_lm8?si=IZup13APsJut_jFZ

👇link INSTAGRAM👇
https://www.instagram.com/reel/DbuSmU4P64A/?igsh=YmxqbWp6eGhyYWU5

#ବରଗଡ଼

ବରଗଡ଼ ର ମମତା ଅଗ୍ରୱାଲ ଆଉ ତାଙ୍କର୍ ସହଯୋଗୀ ଚକରକେନ୍ଦ ଗାଁ ଯାଇ ବନ୍ୟାରେ ପ୍ରଭାବିତ୍ ପରିବାର୍ ମାନକର୍ ଭିତରୁ ପାଖାପାଖି 500 ଲୁକକୁ ଦେଲେ ମଧ...
04/08/2026

ବରଗଡ଼ ର ମମତା ଅଗ୍ରୱାଲ ଆଉ ତାଙ୍କର୍ ସହଯୋଗୀ ଚକରକେନ୍ଦ ଗାଁ ଯାଇ ବନ୍ୟାରେ ପ୍ରଭାବିତ୍ ପରିବାର୍ ମାନକର୍ ଭିତରୁ ପାଖାପାଖି 500 ଲୁକକୁ ଦେଲେ ମଧ୍ୟାହ୍ନ ଭୋଜନ....

03/08/2026

ଭଟଲି ଛକୁ ମଦ ଦୁକାନ୍ ଅଲଗା ଯାଉ ଦାବି ମାମଲା! ଆନ୍ଦୋଳନ୍ ଆଘରୁ ଆନ୍ଦୋଳନକାରିଙ୍କୁ ଛକୁ ନେଇଗଲେ ପୁଲିସ୍, ପୁଲିସ୍ ର ଉପସ୍ଥିତିରେ ଖୁଲଲ୍ଲା ମଦ ଦୁକାନ୍....

👇link YOUTUBE👇https://youtu.be/ZrXzKJ0T1-c?si=UUxeIWFMPkhPQtSz

👇link INSTAGRAM👇
https://www.instagram.com/reel/DbkaSfNBwcw/?igsh=MndiaDl3eW56Y2h6

03/08/2026

( ଜବାବ୍ ଚାହୁଛେ ବରଗଡ଼! )

କଲେଜ୍ ରୋଡ଼ ର ଇ ବିଲଡିଙ୍ଗ କେ
ଏନ୍ତା କାଏଁକରି ଛାଡ଼ି ଦିଆଗଲା!?

1:- ଚର୍ଚ୍ଚିତ୍ ଲେଙ୍ଗୁ ମିଶ୍ର ଛକୁ ଅମାପାଲି ରାସ୍ତା ଉସାର୍ ହେବା କେଭେ!?

2:- ଜିରାନଦି "ନୁଆଁ ବ୍ରିଜ୍" ଅଫିସିଏଲ୍ ଭାବେ ଉଦଘାଟନ୍ ହେବା କେଭେ!?

3:- ବେଆଇନ୍ ଭାବେ ଅଛେ କୁହାଯାଉଥିବାର୍ ଲେଙ୍ଗୁ ମିଶ୍ର ଷ୍ଟେଡିୟମ୍ ମାର୍କେଟ୍ କମ୍ପ୍ଲେକ୍ସ ଉଚ୍ଛେଦ୍ ହେବା କେଭେ!?

4:- ମହାନ୍ତି ପଡ଼ା ରୋଡ଼, ଟାଉନ୍ ହସ୍ପିଟାଲ୍ ରୋଡ଼ ସାଙ୍ଗେ ଡିମାଣ୍ଡ ହେଉଥିବାର୍ ବାକି ଜାଗା ଉସାର୍ ହେବା କେଭେ!?

5:- ସରକାରୀ ଜମିରେ ଗୋଶାଳା ବନେଇ ଗୋଶାଳା ନାଁରେ ମାର୍କେଟ୍ କମ୍ପ୍ଲେକ୍ସ କରି ବେପାର୍ ଚଲାଯାଉଥିବାର୍ ଚର୍ଚ୍ଚା ଅଭିଯୋଗ ମାମଲା ର ଅସଲ୍ ସତ୍ ସାମ୍ନା କେ ଆସବା କେଭେ!?

👇link YOUTUBE👇
https://youtube.com/shorts/NugmERcDrKk?si=OLsJFuRNUI4PJBwf

👇link INSTAGRAM👇
https://www.instagram.com/reel/DbkDmUdMaGy/?igsh=MWV6ZHZ4dDh3eWZkbA==

02/08/2026

ଭଟଲି ଛକର୍ ମଦ ଦୁକାନ୍ ବିରୋଧରେ ଭଟଲି ଛକେ ପବ୍ଲିକ୍ କଲେ ରାସ୍ତା ରୋକ୍....
ଭଟଲି ଛକର୍ ମଦ ଦୁକାନ୍ ବନ୍ଦ କରାଯାଉ ନେହଲେ କେଲ ଠାନୁ ଫେରୀ ରାସ୍ତା ରୋକ୍ କରମୁ କହେଲେ ପବ୍ଲିକ୍!

👇link YOUTUBE👇
https://youtu.be/rr2w6aCnURc?si=tZ7ZitJAx489VR6_

👇link INSTAGRAM👇
https://www.instagram.com/reel/DbigERuuyVK/?igsh=MXI5bzExMXN6emcx

Address

Bargarh

Alerts

Be the first to know and let us send you an email when Odisha News Express posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share