Durga Puja Kamiti Tahasil Chowk Barpali

Durga Puja Kamiti Tahasil Chowk Barpali Contact information, map and directions, contact form, opening hours, services, ratings, photos, videos and announcements from Durga Puja Kamiti Tahasil Chowk Barpali, Media, Bargarh.

06/10/2025

2025 Durga Puja

ଆଜି ବରପାଲି ଜଗନ୍ନାଥ ନଗର ଦୁର୍ଗାପୂଜାରେ ମା ଦୁର୍ଗା ଙ୍କ ଠାରେ ବରପାଲି ତହସିଲ ଛକ ଦୁର୍ଗା ପୁଜା କମିଟି ତରଫରୁ ପୁଜାଅର୍ଚ୍ଚନା କରାଗଲା
01/10/2025

ଆଜି ବରପାଲି ଜଗନ୍ନାଥ ନଗର ଦୁର୍ଗାପୂଜାରେ ମା ଦୁର୍ଗା ଙ୍କ ଠାରେ ବରପାଲି ତହସିଲ ଛକ ଦୁର୍ଗା ପୁଜା କମିଟି ତରଫରୁ ପୁଜାଅର୍ଚ୍ଚନା କରାଗଲା

28/09/2025
ଶୁଭ ସ୍ତମ୍ଭ ସ୍ତାପନ 2025
06/09/2025

ଶୁଭ ସ୍ତମ୍ଭ ସ୍ତାପନ 2025

ବରପାଲି ଶୀତଳଷଷ୍ଠୀ ଯାତ୍ରା ୨୦୨୫  ଜଗଦମ୍ବା କ୍ଲବ ତହସିଲ ଛକ ବରପାଲି
31/05/2025

ବରପାଲି ଶୀତଳଷଷ୍ଠୀ ଯାତ୍ରା ୨୦୨୫ ଜଗଦମ୍ବା କ୍ଲବ ତହସିଲ ଛକ ବରପାଲି

30/05/2025

ବାବା କପିଳେଶ୍ଵର ଙ୍କୁ ଆଣିବା କୁ ଯିବା ପାଇ ଆଜି ଅପରାହ୍ନ ୩ ଘଣ୍ଟା ସମୟ ରେ ଦୁର୍ଗା ମଣ୍ଡପ ଠାରେ ସମସ୍ତ ସଭ୍ୟ ଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ, ଶୋଭାଯାତ୍ରା ୩.୩୦ ମିନିଟ ସମୟରେ ଆରମ୍ଭ ହେବ

ବାବାଙ୍କ ଅପେକ୍ଷାରେ
30/05/2025

ବାବାଙ୍କ ଅପେକ୍ଷାରେ

ବରପାଲି ଶୀତଳଷଷ୍ଠୀ ଯାତ୍ରାତହସିଲ ଛକରୁ ବାହାରିବେ ବରଯାତ୍ରୀ                           ଚଳିତ ବର୍ଷ ବରପାଲିର ୧୪୮ତମ ଶୀତଳଷଷ୍ଠୀ ଯାତ୍ରା ମ...
13/05/2025

ବରପାଲି ଶୀତଳଷଷ୍ଠୀ ଯାତ୍ରା
ତହସିଲ ଛକରୁ ବାହାରିବେ ବରଯାତ୍ରୀ ଚଳିତ ବର୍ଷ ବରପାଲିର ୧୪୮ତମ ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ବାବା କପିଳେଶ୍ୱରଙ୍କ ବରଯାତ୍ରୀ ତହସିଲ ଛକସ୍ଥିତ ଜୟ ଜଗଦମ୍ବାକ୍ଲବ ଦୁର୍ଗା ମଣ୍ଡପରୁ ବାହାରିବ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୂଜା ଅର୍ଚ୍ଚନା ପରେ ବରଯାତ୍ରୀ ଦଳ ସେଠାରୁ ବାହାରି ହିମାଦ୍ରୀ ନଗରରେ ପହଞ୍ଚିବେ । ସ୍ଥାନୀୟ ତହସିଲ ଛକ ଜଗଦମ୍ବା କ୍ଲବ ସଭାପତି ପ୍ରଫେସର ସୁଶିଲ କୁମାର ଶତପଥୀଙ୍କ ସଭାପତିତ୍ୱରେ ଆଜି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥ‌ିରେ ଶୀତଳଷଷ୍ଠୀ ଯାତ୍ରା କମିଟି ସମ୍ପାଦକଙ୍କ ସହ ବହୁ ସଭ୍ୟଙ୍କ ଉପସ୍ଥିତିରେ ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ରେ ଅନୁଷ୍ଠିତ ହେବାକୁଥ‌ିବା ବରାନୁଗମନକୁ ତହସିଲ ଛକ ଦୁର୍ଗାମଣ୍ଡପରୁ ବାହାର କରି ହିମାଦ୍ରୀ ନଗରକୁ ଯିବା ପାଇଁ ଶୀତଳ ଷଷ୍ଠୀ ଯାତ୍ରା କମିଟିକୁ ଆବେଦନ କରାଯାଇଥିଲା। ଏହାକୁ ଶୀତଳ ଷଷ୍ଠୀ ଯାତ୍ରା କମିଟି ସମିତି ଅନୁମୋଦନ ପ୍ରଦାନ କରିଛି। ଏହା ଦ୍ଵାରା ଶୋଭାଯାତ୍ରା ଅଧ‌ିକ ଲୋକାଭିମୁଖୀ ହେବ
ବୋଲି ଆଲୋଚନା କରାଯାଇ ସହମତି ପ୍ରଦାନ କରାଯାଇଛି। କପିଳେଶ୍ୱର ବାବାଙ୍କ ବରଯାତ୍ରାକୁ ଅଧ‌ିକ ଆକର୍ଷଣୀୟ କରାଯିବାକୁ ଆଲୋଚନା ହୋଇଥିଲା। ଏହି ସଭାରେ ଜଗଦମ୍ୱା କ୍ଲବର ସଂପାଦକ ବୁଲୁ ଦାଶ, ସହ ସଂପାଦକ ରୋହିତ ରାଉତ ଏଵଂ ପଦ୍ମଲୋଚନ ସାହୁ, ଭରତ ଗହୀର, ସୁରେନ୍ଦ୍ର ସାହୁ, ଚିତ୍ତ ମିଶ୍ର, ପ୍ରମୋଦ ଗହୀର, ଶିବୁ ଅଗ୍ରୱାଲ, ଭବାନୀ ଶର୍ମା, ଅଜୟ ସିଂ, ସୁମନ୍ତ ସିଂହ,ବିନୋଦ ଅଗ୍ରୱାଲ ଓ ପଦ୍ମଲୋଚନ ପଣ୍ଡା ପ୍ରମୁଖ ସଭ୍ୟ ଉପସ୍ଥିତ ଥିଲେ । ଶେଷରେ ଚିତ୍ତରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Address

Bargarh
768029

Telephone

+917000328002

Website

Alerts

Be the first to know and let us send you an email when Durga Puja Kamiti Tahasil Chowk Barpali posts news and promotions. Your email address will not be used for any other purpose, and you can unsubscribe at any time.

Share

Category