Sambalpuri Special

Sambalpuri Special ଦିଲ୍ ସେ ସମ୍ବଲପୁରିଆ ❤️🤟🏻
(1)

09/06/2026
08/06/2026
ଗଲା ବଛର୍ ପଦ୍ମପୁର୍ ଶୀତଳଷଷ୍ଠୀ ମହୋତ୍ସବ ର କିଛି ଝଲକ୍ ❤️
08/06/2026

ଗଲା ବଛର୍ ପଦ୍ମପୁର୍ ଶୀତଳଷଷ୍ଠୀ ମହୋତ୍ସବ ର କିଛି ଝଲକ୍ ❤️

ଜାତୀୟ ପରିବାର କଲ୍ୟାଣ ଯୋଜନା ଅନୁସାରେ ଓଡ଼ିଶା ସରକାରଙ୍କର୍ ନୂତନ ସଂସୋଧିତ ବିଲ୍ ଅନୁଯାୟୀ ଯଦି କୌଣସି ପରିବାରର୍ ୧୮-୫୯ ବରଷ୍ ଭିତରେ କାହାର୍...
07/06/2026

ଜାତୀୟ ପରିବାର କଲ୍ୟାଣ ଯୋଜନା ଅନୁସାରେ ଓଡ଼ିଶା ସରକାରଙ୍କର୍ ନୂତନ ସଂସୋଧିତ ବିଲ୍ ଅନୁଯାୟୀ ଯଦି କୌଣସି ପରିବାରର୍ ୧୮-୫୯ ବରଷ୍ ଭିତରେ କାହାର୍ ଘରର୍ ମୃତ୍ୟୁ ଘଟିଥାଏ ତାକୁ ଓଡ଼ିଶା ସରକାରଙ୍କ ଦ୍ୱାରା ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ।।

07/06/2026

ସ୍ୱାସ୍ଥ୍ୟ ସେବା ଥି ଅବହେଳା କର୍'ବାର୍ ଯୋଗୁଁ (ଆୟୁଷ୍ମାନ ଭାରତ) ବରଗଡ଼ ଭଟଲି ଛକ୍ ପାଖର୍ ସାଇକୃପା ପୋଲି ଟେକନିକ ଡାକ୍ତରଖାନା ସସ୍'ପେଣ୍ଡ୍ ହେଇଗଲା

ବହୁତ୍ ବର୍ଷୁ ବନ୍ଦ୍ ଥିବା ଚିନି ମିଲ୍ ଖୁଲବାର୍ ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ Mohan Charan Majhi କେ ବରଗଡ଼ ବିଧାୟକ ଅନୁରୋଧ କଲେ ।
07/06/2026

ବହୁତ୍ ବର୍ଷୁ ବନ୍ଦ୍ ଥିବା ଚିନି ମିଲ୍ ଖୁଲବାର୍ ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ Mohan Charan Majhi କେ ବରଗଡ଼ ବିଧାୟକ ଅନୁରୋଧ କଲେ ।

କୁଲତା ଜାତି ଉପରେ ସମାଲୋଚନା ଭିଡିଓ ବନେଇ କରି ଗିରଫ୍ ହେଲେ ୟୁଟୁବର୍ ପ୍ରସାଦ ମହଦେ
06/06/2026

କୁଲତା ଜାତି ଉପରେ ସମାଲୋଚନା ଭିଡିଓ ବନେଇ କରି ଗିରଫ୍ ହେଲେ ୟୁଟୁବର୍ ପ୍ରସାଦ ମହଦେ

Address

Bargarh
76802

Alerts

Be the first to know and let us send you an email when Sambalpuri Special posts news and promotions. Your email address will not be used for any other purpose, and you can unsubscribe at any time.

Share