Judhistir Patel

Judhistir Patel welcome

ଏହି ବ୍ୟକ୍ତି ର ନାମ ରଂଜିତ ମହାକୁର ବରଗଡ ର ସ୍ପନ୍ଦନା ଗ୍ରୁପରେ  କାମ କରୁଥିଲା ଲୋକ ମାନଙ୍କ ଠାରୁ କିସ୍ତି ପଇସା ଆଦାୟ କରି ଫେରାଲ ରେ ଅଛି | ...
04/08/2025

ଏହି ବ୍ୟକ୍ତି ର ନାମ ରଂଜିତ ମହାକୁର ବରଗଡ ର ସ୍ପନ୍ଦନା ଗ୍ରୁପରେ କାମ କରୁଥିଲା ଲୋକ ମାନଙ୍କ ଠାରୁ କିସ୍ତି ପଇସା ଆଦାୟ କରି ଫେରାଲ ରେ ଅଛି | ଯିଏ ବି ଏହି ଫାଇନାନ୍ସ ରେ lone ଆଣିଛନ୍ତି ସତର୍କ ହଇଯାନ୍ତୁ | ଗ୍ରୁପରେ କାମ କରୁଥିବା ajent ମାନେ ପଇସା ନେଇକି ପଳାଇ ଯାଉଛନ୍ତି |ସେମାନଙ୍କ ଭୁଲପାଇଁ ଗରିବ ନିରୀହ ଲୋକ ଫସିଯାଛନ୍ତି | ଯିଏ ବି କିସ୍ତି ନେବା ପାଇଁ ଆସୁଛନ୍ତି ପଇସା ଦେଲା ସମୟ ରେ ତାର ଫଟୋ ଟେ ନିଚୟ ରଖନ୍ତୁ | ଗ୍ରୁପ ର bm ବି କିଛି ଶୁଣୁ ନାହିଁ |ଏମିତି ଗ୍ରୁପ ଫାଇନାନ୍ସ କୁ ବିଶ୍ୱାସ କରନ୍ତୁ ନାହିଁ | ଦୟା କରି ଏମିତି ଠକାମୀ ଠାରୁ ଦୁରେଇ ରୁହନ୍ତୁ | 🙏🙏

Address

Bargarh

Telephone

+917894650936

Website

Alerts

Be the first to know and let us send you an email when Judhistir Patel posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Judhistir Patel:

Share