Bargadia PUNCH

Bargadia PUNCH Every time Every where I'm with you. ଦିଲ୍ ସେ ସମ୍ବଲପୁରିଆ Keep supporting
🚩🚩🚩🚩JAY KOSHAL🚩🚩🚩🚩

25/11/2025

ସକାଲୁ ସକାଲୁ ବହୁତ୍ ଦୁଃଖର କଥା ଆଏ ସିଂହିଯୁବା ଠାନେ ଜୟ ଭୋଲେ ( ଭୋଲେନାଥ ବସ) ଦୁର୍ଘଟନା ହେଇ ଯାଇଛେ।।।
ମାଁ ସମଲେଇ ତାଙ୍କର ଧନ ଜିବନ ଉପରେ ସାହା ହେବୁ

17/11/2025

ହ୍ୟୁମାନ ସାଗର ଙ୍କ ପରଲୋକ .... ମାଁ ସମଲେଇ ତାଙ୍କର ଆତ୍ମା କେ ଶାନ୍ତି ଦେଉନ 😭😭😭

05/11/2025

ଫଟକା ଜେନ୍ ହିସାବେ ଫୁଟଉଛନ ଯେ ଦିପାବଲି ବଲବ ହୋ 🤩😁

31/10/2025

ମାକଡ ମାନକର ଉସତ୍ ଦେଖି କରି ଦିଲ୍ ଖୁସ ହେଇଗଲା ଆଜି

02/10/2025

ଟିହା ଦେଖଲେ ଶୁଭ୍ କି ଉଡାଲେ
#ବିଜୟା ଦଶମି ର ହାର୍ଦିକ ଶୁଭେଛା

01/10/2025

ବହୁତ୍ ଦୁଃଖର କଥା 🥺🥺
ପଶ୍ଚିମ ଓଡ଼ିଶା ବହୁତ୍ ବଡ଼ କଲାକାର କେ ଆଜି ହରେଇଛେ
#ପଦ୍ମ ଦାଦା
ମାଁ ସମଲେଇ ତାଙ୍କର ଆତ୍ମା କେ ଶାନ୍ତି ଦେଉନ୍ 🙏

29/09/2025
29/09/2025

Congratulations Team India 🎉🎉

27/09/2025

ସ୍ଵାଗତମ୍ ଯଶସ୍ଵି ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
#ଝାରସୁଗୁଡ଼ା
#ପଶ୍ଚିମ ଓଡ଼ିଶା

25/09/2025

ଯାହିଁ ଦେଖବ ଖାଲି vlogs
ଇ ଜମାନା ଭି ବଡା ଅଜିବ ଆଏ
ଛୁଆ ନୁ ବୁଢ଼ା vlogs ରେ ପାଗଲ 🤣

23/09/2025

ବର୍ଷା ସାଙ୍ଗେ ଘଡଘଡି ଯେନ ରକମେ ମାରୁଛେ......
ଏ ବୁଆ ମୁଇଁ ଆଉ ନେ ବାଞ୍ଚେ ନ 🤣

Address

Bargarh

Telephone

+919437811318

Website

Alerts

Be the first to know and let us send you an email when Bargadia PUNCH posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Bargadia PUNCH:

Share