Bargarh TV

03/10/2025

କାନ୍ଦୁଛେ ବରଗଡ଼ର ଚାଷୀ ,ଜଳିଗଳା ଏକର ଏକର ଚାଷ

03/10/2025

ନିଜର ଏରିଆର ଦୂର୍ଗା ପୂଜାର ଗୁଟେ ଫଟୋ କମେଣ୍ଟରେ ପୋଷ୍ଟ କରୁନ୍..

02/10/2025

ରାବଣ ତ କେଭୁଁ ପୁଡି ସାରିଛେ ... ଇ ନୂଆଁ ଅସୁର କେ ଆସୁନ ସଭେ ପୁଡ଼ାମା ... ଜୁଆନ କବି ମନୋରଞ୍ଜନ ଲୁହା ଙ୍କର ମୁହୁନୁ ସୁନୁନ୍ କେନ୍ ଟା ସେ ନୂଆଁ ଅସୁର

01/10/2025

#ଦୂର୍_ହେଲା_କୀଟ୍_କିଟ୍_ଅନ୍ଧାର୍
#ସ୍ୱିଚ୍_ଦବାଲେ_ଲାଇଟ୍_ଜଲାଲେ
ଲୋକଙ୍କର ବହୁତ୍ ଦିନର ଦାବୀ ପୁରା ହେଇଛେ... ସମସ୍ୟାର ସମାଧାନ ହେଇଛେ ....ଅନ୍ଧାର ଥିଲା ଏବେ ଉଜାଲା ହେଲା ..ବରଗଡ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କର ପ୍ରଚେଷ୍ଟାରେ ହେଇଛେ ଆଲୋକିକରଣ.....

ଥରେ ମା କୁ ଡାକିଦେଲେ ସବୁ ଦୁଃଖ ଦୂର ହୋଇଯାଏ... ଜୟ ମା ସମଲେଶ୍ବରୀ ....
01/10/2025

ଥରେ ମା କୁ ଡାକିଦେଲେ ସବୁ ଦୁଃଖ ଦୂର ହୋଇଯାଏ... ଜୟ ମା ସମଲେଶ୍ବରୀ ....

30/09/2025

ଭାଇ ବୁହେନ୍ ର ପବିତ୍ର ସମ୍ପର୍କର ତିହାର୍
ଭାଏ ଜିଉଁତିଆର୍ ଗୁର୍ଦୂଟେ ଶୁଭେଚ୍ଛା ....🙏💐💐💐🙏

29/09/2025

ଦୁଃଖଦ ଖବର
ବରଗଡ ଜିଲ୍ଲା ସୋହେଲା ଥାନା ଇଛାପାଲି ଠାରେ ଅଜଣା ଗାଡ଼ି ଧକ୍କା ରେ ଯୁବକ ମୃତ ।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରିଥିବା ବେଳେ ଯୁବକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ ।

29/09/2025

#ନାଗବାଚା_ଯାତ୍ରା_ରେମତା
ଦଶହରା ସମିଆରେ ବରଗଡ ଜିଲ୍ଲା ବରପାଲି ବ୍ଲକ ରେମତା ଗାଆଁରେ ଫି ବଛର ଭଳିଆ ଇ ବର୍ଷ ବି ନାଗବାଚା ଯାତ୍ରା ଅନୁଷ୍ଠିତ ହେଇ ଯାଇଛେ ...ପୂଜା ଚାଲିଥିଲା ଟାଇମ୍ ରେ ହଠାତ୍ ଆସିଗଲା ବରୁଆ.. ଦେଖୁନ

29/09/2025

ଦୁଲକୁଛେ ଗାଁ ପରା ସହର ଗଲି ଖୁଲି...ଆସିଛେ ଦଶହରା ବଲିଁ ...
ଶାରଦୀୟ ଦୁର୍ଗାପୂଜା ଆର୍ ଦଶହରା ମହୋତ୍ସବର ଗୁର୍ଦୁଟେ ଶୁଭେଚ୍ଛା ...

ବରଗଡ଼ର ଗ୍ରାମ୍ୟଦେବୀ ମା ସମଲେଇଙ୍କ ମହାଗୌରୀ ବେଶ  ଦର୍ଶନ କରି ଆଶୀର୍ବାଦ ନିଅନ୍ତୁ... ଆଖି ମନ ଶରୀର ପବିତ୍ର ହୋଇଯିବ ...🙏 ଜୟ ମାଁ ସମଲେଇ 🙏
29/09/2025

ବରଗଡ଼ର ଗ୍ରାମ୍ୟଦେବୀ ମା ସମଲେଇଙ୍କ ମହାଗୌରୀ ବେଶ ଦର୍ଶନ କରି ଆଶୀର୍ବାଦ ନିଅନ୍ତୁ... ଆଖି ମନ ଶରୀର ପବିତ୍ର ହୋଇଯିବ ...
🙏 ଜୟ ମାଁ ସମଲେଇ 🙏

🙏🙏ସକାଳୁ ସକାଳୁ ମା ସମଲେଶ୍ବରୀଙ୍କ ଦର୍ଶନ କରନ୍ତୁ, ଭକ୍ତିର ସହ ଲେଖନ୍ତୁ ଜୟ ମା ସମଲେଇ....🙏🙏
29/09/2025

🙏🙏ସକାଳୁ ସକାଳୁ ମା ସମଲେଶ୍ବରୀଙ୍କ ଦର୍ଶନ କରନ୍ତୁ, ଭକ୍ତିର ସହ ଲେଖନ୍ତୁ ଜୟ ମା ସମଲେଇ....🙏🙏

28/09/2025

#ବରଗଡ଼ର_ବଡ_ଦୁଃଖଦ_ଖବର
ବରଗଡ଼ ସହରର ଗୁରୁଦ୍ୱାରା ଛକରେ ଘଟିଛି ଅଭାବନୀୟ ଘଟଣା...ସ୍କୁଟିଁରେ ଯାଉଥିଲେ ସ୍ୱାମୀ ସ୍ତ୍ରୀ ଆର୍ ଦୁଇ ଛୁଆ...ହେଲେ ହାଇୱା ଗାଡ଼ି ଭିତରକୁ ପଶିଗଲେ....

Address

Bargarh

Alerts

Be the first to know and let us send you an email when Bargarh TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Bargarh TV:

Share