Mayurbhanj Mirror

Mayurbhanj Mirror Mayurbhanj Mirror is a Youtube initiative .The symbol of Mayurbhanj history,heritage and tourism.

Sri jiu nko Apurbo Suna beso❤️🙏
24/07/2026

Sri jiu nko Apurbo Suna beso❤️🙏

ଆଡପ ମଣ୍ଡପ ରେ ମହାପ୍ରଭୁ ଙ୍କ ଫୁଲ ବେଶ ❤️🙏
23/07/2026

ଆଡପ ମଣ୍ଡପ ରେ ମହାପ୍ରଭୁ ଙ୍କ ଫୁଲ ବେଶ ❤️🙏

22/07/2026
20/07/2026

ଚତୁଦ୍ଧା ମୁରତୀ ଆଜି ସକାଳ ଧୂପରେ ଆଡପ ମଣ୍ଡପରେ ଫୁଲ ବେଶ |

Photos of Baripada Ratha Jatra.... Hundred Years Ago  #ମୟୂରଭଞ୍ଜର ପାହାଡ଼ିଆ ଅଞ୍ଚଳରେ ପାଳିତ  #ବାରିପଦା ରଥଯାତ୍ରା, 1575 ଖ୍ରୀଷ୍ଟ...
16/07/2026

Photos of Baripada Ratha Jatra.... Hundred Years Ago

#ମୟୂରଭଞ୍ଜର ପାହାଡ଼ିଆ ଅଞ୍ଚଳରେ ପାଳିତ #ବାରିପଦା ରଥଯାତ୍ରା, 1575 ଖ୍ରୀଷ୍ଟାବ୍ଦରେ #ମହାରାଜା_ବୈଦ୍ୟନାଥ_ଭଞ୍ଜଙ୍କ ଶାସନକାଳରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଭକ୍ତି, ପରମ୍ପରା ଓ ସଂସ୍କୃତିର ଜୀବନ୍ତ ଐତିହ୍ୟ ଭାବେ ପରିଚିତ। ରଥ ନିର୍ମାଣରେ #ଶିମିଳିପାଳ_ଜାତୀୟ_ଉଦ୍ୟାନର ପୁରୁଣା ଓ ନୂତନ କାଠର ସମନ୍ୱିତ ବ୍ୟବହାର ବନ ସଂରକ୍ଷଣର ଏକ ଅନନ୍ୟ ଉଦାହରଣ। ଦେବୀ ସୁଭଦ୍ରାଙ୍କ ବିଶାଳ ରଥକୁ କେବଳ ମହିଳାମାନେ ଟାଣିବା ଏହି ଯାତ୍ରାକୁ ମହିଳା ସଶକ୍ତିକରଣର ବିଶ୍ୱବିଖ୍ୟାତ ଓ ବିରଳ ପରମ୍ପରା ଭାବେ ସ୍ଥାନ ଦେଇଛି।☘️☘️☘️☘️☘️☘️☘️☘️☘️☘️

, celebrated in the hilly tribal district of , Odisha, is a living heritage of devotion, culture and tradition since 1575 CE, established during the reign of . A unique tradition uses a combination of new and preserved wood for the chariots, reflecting centuries-old forest conservation. It is also globally renowned for women empowerment, as Devi Subhadra's giant chariot is pulled exclusively by women....a rare and unique tradition in the world.☘️☘️☘️☘️☘️☘️☘️☘️☘️☘️☘️☘️

Mayurbhanj Heritage Walks Edition 23ମୟୂରଭଞ୍ଜ ହେରିଟେଜ ୱାକ୍ସର ତ୍ରିବିଂଶ ତମ ସଂସ୍କରଣ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀଶ୍ରୀ ହରି...
25/02/2026

Mayurbhanj Heritage Walks Edition 23
ମୟୂରଭଞ୍ଜ ହେରିଟେଜ ୱାକ୍ସର ତ୍ରିବିଂଶ ତମ ସଂସ୍କରଣ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀଶ୍ରୀ ହରିବଳଦେବ ଜୀଉ ମନ୍ଦିର ରେ ଆୟୋଜିତ ହୋଇଥିଲା। ଏହି ଅବସରରେ ଅଭିଯାତ୍ରୀ ଦଳ ଏହି ମନ୍ଦିରର ଇତିହାସ, ଓଡିଶା ଇତିହାସ ରେ ଏହାର ସ୍ଥାନ, ଏଠାକାର ରଥଯାତ୍ରା ଓ ମୟୂରଭଞ୍ଜ ଇତିହାସରେ ଏହାର ଗୁରୁତ୍ବ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ମୟୂରଭଞ୍ଜ ଲଭର୍ସର ସଦସ୍ୟ କୁମାରେଶ ନାୟକ ଓ ୠଷିରାଜ ପଟ୍ଟନାୟକ ଅଭିଯାତ୍ରୀ ମାନଙ୍କୁ ଏ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।

Address

Baripada

Alerts

Be the first to know and let us send you an email when Mayurbhanj Mirror posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mayurbhanj Mirror:

Shortcuts

Share