Tech Services Odisha

Directions Contact the business

Tech Services Odisha Hello Frineds, ଆପଣମାନେ ଯଦି ବିଭିନ୍ନ ପ୍ରକାରର Govt.

Scheme, Online Service, Latest Job And Youtube Related Videos ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆମ (TECH SERVICES ODISHA) YouTube Channel କୁ Subscribe କରି Notification Button On କରି ରଖନ୍ତୁ 📳📲

31/05/2026

Aadhar Ra Sabuthu Bada UPDATE | Aadhar Huge Update 😱



ନୂଆ ଆଧାର App ରେ ଏବେ ଆଧାର କାର୍ଡ କୁ ଦେଖିପାରିବେ
share, verify, biometric lock/unlock ଆଉ update services easily phone ରେ manage କରିପାରିବେ ।

Face authentication ଆଉ secure QR sharing ସହିତ ଏହି app privacy ଆଉ digital identity କୁ ଅଧିକ simple ବନେଇ ଦିଏ।

21/05/2026

Odisha Gazette Apply Online | Odisha Gazette Notification Apply Process 2026 | Full Process In Odia | Odisha Gazette Apply Online | Odisha Gazette Apply Process 2026 | Gazette Notification Apply Online

ଆଜିର ଭିଡିଓରେ,Odisha ଗେଜେଟ୍ NOTIFICATION ବନେଇବା ବିଷୟରେ ମୁଁ ଫୁଲ DETAILS ରେ କହିଛି ମୋର ବିଶ୍ୱାସ ଯେ ଆପଣ ଏହି ଭିଡିଓରୁ ବହୁତ୍ କିଛି ଜାଣିପାରିବେ ଆଉ ଆପଣଙ୍କୁ ଏହି ଭିଡିଓ ରୁ ବହୁତ୍ ଫାଇଦା ମିଳିବ ଆଉ ଏହି video ଆପଣଙ୍କ ପାଇଁ ବହୁତ useful ହେବ।
ଭିଡିଓ ଟି ଭଲ ଲାଗିଲେ ଦୟାକରି ଭିଡିଓ କୁ Like କରନ୍ତୁ ସେୟାର କରନ୍ତୁ ଏବଂ କମେଣ୍ଟ କରନ୍ତୁ ଆଉ ଆମ TECH SERVICE ODISHA YOUTUBE CHANNEL କୁ SUBSCRIBE କରିବାକୁ ଭୁଲନ୍ତୁ ନାହିଁ ଏବଂ ବେଲ୍ ଆଇକନ୍ କୁ ଦବାନ୍ତୁ
Video କୁ Like 👍କରନ୍ତୁ, Share କରନ୍ତୁ ଏବଂ Channel କୁ Subscribe କରନ୍ତୁ

🙏❤️Thanks You For Watching❤️🙏













21/05/2026

Odisha Gazette Apply Online | Odisha Gazette Notification Apply Process 2026 | Full Process In Odia | Odisha Gazette Apply Online | Odisha Gazette Apply Process 2026 | Gazette Notification Apply Online
ଆଜିର ଭିଡିଓରେ,Odisha ଗେଜେଟ୍ NOTIFICATION ବନେଇବା ବିଷୟରେ ମୁଁ ଫୁଲ DETAILS ରେ କହିଛି ମୋର ବିଶ୍ୱାସ ଯେ ଆପଣ ଏହି ଭିଡିଓରୁ ବହୁତ୍ କିଛି ଜାଣିପାରିବେ ଆଉ ଆପଣଙ୍କୁ ଏହି ଭିଡିଓ ରୁ ବହୁତ୍ ଫାଇଦା ମିଳିବ ଆଉ ଏହି video ଆପଣଙ୍କ ପାଇଁ ବହୁତ useful ହେବ।
ଭିଡିଓ ଟି ଭଲ ଲାଗିଲେ ଦୟାକରି ଭିଡିଓ କୁ Like କରନ୍ତୁ ସେୟାର କରନ୍ତୁ ଏବଂ କମେଣ୍ଟ କରନ୍ତୁ ଆଉ ଆମ TECH SERVICE ODISHA YOUTUBE CHANNEL କୁ SUBSCRIBE କରିବାକୁ ଭୁଲନ୍ତୁ ନାହିଁ ଏବଂ ବେଲ୍ ଆଇକନ୍ କୁ ଦବାନ୍ତୁ | Facebook ରେ ଦେଖୁଥିଲେ page କୁ ନିହାତି ଫୋଲୋ କରନ୍ତୁ ଧନ୍ୟବାଦ।
https://youtube.com/?si=ZAyXf28j9nMOlj49

Send a message to learn more

24/04/2026

Aadhaar Card Name Change 2026 🔥 | Aadhaar Card Update Online Odia | Name Change Step by Step 2026 🔥

👉 ଯଦି ଆପଣ ଆଧାର କାର୍ଡ ରେ ନାମ change କରିବାକୁ ଚାହୁଁଛନ୍ତି, ତେବେ ଏହି video ଟି ଆପଣଙ୍କ ପାଇଁ best guide। ଏଠାରେ ମୁଁ step by step ଦେଖାଇଛି କିପରି ଆପଣ ₹75 ଟଙ୍କା ରେ Aadhar Card ରେ ନାମ correction କରିପାରିବେ 2026 ରେ।
ଏହି method use କରି ଆପଣ ଘରେ ବସି online appointment book କରିପାରିବେ ଆଉ ଆଧାର ସେଣ୍ଟର୍ ରେ ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡିବ ନାହିଁ।

🌐 Official Website:- https://myaadhaar.uidai.gov.in/

📱Contact Us:-
👉WhatsApp Link :- https://bit.ly/4gxQz5e
🤝 Business Inquiry:- [email protected]













Address

Baripada
757001

Website

Alerts

Be the first to know and let us send you an email when Tech Services Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Tech Services Odisha:

Shortcuts

Share