28/10/2025
ବରଗଡ଼–ଭେଡ଼େନ କେନାଲ ରାସ୍ତାରେ ଥିବା ସୂର୍ଯ୍ୟ ଦ୍ୱାର ନିକଟରେ ବିହାରୀ ସମାଜ ତରଫରୁ ଛଟ୍ ପୂଜା ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠିତ l ଛଟ୍ ପୂଜାର ଏହି ପବିତ୍ର ଅବସରରେ ବରଗଡ଼–ଭେଡ଼େନ କେନାଲ ରାସ୍ତାର ଉନ୍ନତିକରଣ ପାଇଁ ୫ କୋଟି ୩୬ ଲକ୍ଷ ୫୭ ହଜାର ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କଲେ ବରଗଡ଼ ବିଧାୟକ ଶ୍ରୀ ଅଶ୍ଵିନୀ କୁମାର ଷଡଙ୍ଗୀ l