Basta Diary - ବସ୍ତା ଡାଏରୀ

Basta Diary - ବସ୍ତା ଡାଏରୀ News and Entertainment

 #କାଲି ବାଲେଶ୍ଵର ବନ୍ଦ୍
15/07/2025

#କାଲି ବାଲେଶ୍ଵର ବନ୍ଦ୍


 #ଟଳିଲା_ଫାଶୀ_ଦଣ୍ଡକେରଳ ଝିଅ ନିମିଶା ପ୍ରିୟା କୁ ୟେମେନ ରେ ହତ୍ୟା ମାମଲା ରେ ଫାଶୀ ଦଣ୍ଡ ଦିଆଯିବାକୁ ୧୬ ତାରିଖ ସ୍ଥିର ହୋଇଥିଲା । ଭାରତ ସରକ...
15/07/2025

#ଟଳିଲା_ଫାଶୀ_ଦଣ୍ଡ
କେରଳ ଝିଅ ନିମିଶା ପ୍ରିୟା କୁ ୟେମେନ ରେ ହତ୍ୟା ମାମଲା ରେ ଫାଶୀ ଦଣ୍ଡ ଦିଆଯିବାକୁ ୧୬ ତାରିଖ ସ୍ଥିର ହୋଇଥିଲା । ଭାରତ ସରକାର ଙ୍କ ହସ୍ତକ୍ଷେପ ପରେ ଫାଶୀ ସ୍ଥଗିତ ରଖିବାକୁ ୟେମେନ ସରକାର ରାଜି ହୋଇଛନ୍ତି।

 #ଓଁଶାନ୍ତି  #ଜୀବନ_ଯୁଦ୍ଧରେ_ହାରିଗଲେ_ସୌମ୍ଯାଶ୍ରୀ। ମୃତ୍ଯୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ଯମ କରିଥିବା ଛାତ୍ରୀ ସୌମ୍ଯ...
15/07/2025

#ଓଁଶାନ୍ତି #ଜୀବନ_ଯୁଦ୍ଧରେ_ହାରିଗଲେ_ସୌମ୍ଯାଶ୍ରୀ।
ମୃତ୍ଯୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ଯମ କରିଥିବା ଛାତ୍ରୀ ସୌମ୍ଯାଶ୍ରୀ ବିଶି।

 #ଜୀବନ_ଯୁଦ୍ଧରେ_ହାରିଗଲେ_ସୌମ୍ଯାଶ୍ରୀ। ମୃତ୍ଯୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ଯମ କରିଥିବା ଛାତ୍ରୀ ସୌମ୍ଯାଶ୍ରୀ ବିଶି।...
15/07/2025

#ଜୀବନ_ଯୁଦ୍ଧରେ_ହାରିଗଲେ_ସୌମ୍ଯାଶ୍ରୀ।
ମୃତ୍ଯୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ଯମ କରିଥିବା ଛାତ୍ରୀ ସୌମ୍ଯାଶ୍ରୀ ବିଶି। ସେ ଚିକିତ୍ସିତ ହେଉଥିବା AIIMS ତରଫରୁ ଏ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି। ମେଡିକାଲ ବୁଲେଟିନ୍ ଅନୁଯାୟୀ, ସୌମ୍ଯାଶ୍ରୀଙ୍କୁ ଗତ ୧୨ ତାରିଖ ଅପରାହ୍ଣ ୫ଟା ୧୫ରେ ଜ୍ଯୋତିରେଖା ଭୂୟାଁ ନାମ୍ନୀ ତାଙ୍କର ଜଣେ ବାନ୍ଧବୀ ମେଡିକାଲରେ ଆଣି ଭର୍ତ୍ତି କରିଥିଲେ। ସୌମ୍ଯାଶ୍ରୀଙ୍କୁ ବାଲେଶ୍ବର ଜିଲ୍ଲା ହସପିଟାଲରୁ ଏମ୍ସକୁ ରେଫର୍ କରାଯାଇଥିଲା ।

ଦେଖିନିଅନ୍ତୁ କେତେ ମେଧାବୀ ଛାତ୍ରୀ ଥିଲେ ସୌମ୍ୟାଶ୍ରୀ ବିଶି । ***de
13/07/2025

ଦେଖିନିଅନ୍ତୁ କେତେ ମେଧାବୀ ଛାତ୍ରୀ ଥିଲେ ସୌମ୍ୟାଶ୍ରୀ ବିଶି ।

***de

ଏ ସେଇ ଯୋଦ୍ଧା ଝିଅ ଯିଏ କି ଅନ୍ୟାୟ କୁ ସମର୍ଥନ ଦେଇ ନ ଥିବାରୁ, ଆଜି ଏତେ କଷ୍ଟ ଭଗୁଛନ୍ତି ।
13/07/2025

ଏ ସେଇ ଯୋଦ୍ଧା ଝିଅ ଯିଏ କି ଅନ୍ୟାୟ କୁ ସମର୍ଥନ ଦେଇ ନ ଥିବାରୁ, ଆଜି ଏତେ କଷ୍ଟ ଭଗୁଛନ୍ତି ।

ନିଜ ଜୀବନକୁ ବାଜିରେ ଲଗାଇ ବାଲେଶ୍ୱର FM କଲେଜ ର ଝିଅକୁ ବଞ୍ଚାଇଛନ୍ତି ଏଇ ଭାଇ...
13/07/2025

ନିଜ ଜୀବନକୁ ବାଜିରେ ଲଗାଇ ବାଲେଶ୍ୱର FM କଲେଜ ର ଝିଅକୁ ବଞ୍ଚାଇଛନ୍ତି ଏଇ ଭାଇ...

Big shout out to my new rising fans! Rakesh Ram
11/07/2025

Big shout out to my new rising fans! Rakesh Ram

Thanks for being a top engager and making it on to my weekly engagement list! 🎉 Balaram Pandit, ManManmath Jio Mohantyan...
11/07/2025

Thanks for being a top engager and making it on to my weekly engagement list! 🎉 Balaram Pandit, ManManmath Jio MohantyanJanjali BeheraayJay Krushna BarikanGanesh Behera

ବସ୍ତା ବନ୍ୟା ପ୍ରଭାବିତ ଅଞ୍ଚଳ ରେ ବିଧାୟିକା। ODRAF ଟିମ୍ ଦ୍ଵାରା ଲୋକଙ୍କୁ ଉଦ୍ଧାର କରିଲେ।   ゚viralfbreelsfypシ゚viral
29/06/2025

ବସ୍ତା ବନ୍ୟା ପ୍ରଭାବିତ ଅଞ୍ଚଳ ରେ ବିଧାୟିକା। ODRAF ଟିମ୍ ଦ୍ଵାରା ଲୋକଙ୍କୁ ଉଦ୍ଧାର କରିଲେ।

゚viralfbreelsfypシ゚viral

29/06/2025

କ୍ରିକେଟ ପିଚ୍ ସୁଖାଇବା ପାଇଁ ହେଲିକପ୍ଟର ଆସିପାରିବ କିନ୍ତୁ ଲୋକଙ୍କ ଜୀବନ ବଞ୍ଚାଇବାକୁ ଆସିପାରିବ ନାହିଁ ।

゚viralfbreelsfypシ゚viral

Address

Basta
756029

Website

Alerts

Be the first to know and let us send you an email when Basta Diary - ବସ୍ତା ଡାଏରୀ posts news and promotions. Your email address will not be used for any other purpose, and you can unsubscribe at any time.

Share