Aaj ki bharat news

Aaj ki bharat news We provide a platform to the viewers as the most respected and trusted source for news & information.

13/09/2025

ଘର ଭିତରେ ଉତ୍ପାତ!
#ପାହାଳ_ଥାନା_ଅଞ୍ଚଳରେ_ଘରେପଶି_ମହିଳାଙ୍କୁ_ଆକ୍ରମଣ_ଅଭିଯୋଗ!

09/09/2025

ମାଁ ତାରାତାରିଣୀଙ୍କ ପିଠରୁ ଆଉ ଭୋକ ରେ ଫେରିବେନି ଭକ୍ତ!

07/09/2025

ଆରମ୍ଭ ହେଲା ଚନ୍ଦ୍ର ଗହଣ କେତେ ଜଣ ଘରେ ଅଛନ୍ତି ଆଉ କେତେ ଜଣ ବାହାରେ ଅଛନ୍ତି?

07/09/2025

#ବିସର୍ଜନ_ବେଳେ_ଦୁଇ_ଗୋଷ୍ଠିର_ଗର୍ଜନ!

03/09/2025

ତାତିଲେ ଶମ୍ଭୁ ! ହୁଲୁସ୍ତୁଲୁ ହେଲା କଂଗ୍ରେସ ଭବନ!
Ramesh Chandra jena 🙏🙏🙏🐅🐅🐅🐅🇮🇳🇮🇳🇮🇳🇮🇳 Aaj ki bharat news Radhasyam Acharya Dr. Pradeep Kumar Panigrahy

01/09/2025

ବଢୁଛି ବିବାଦ! ଶ୍ରମିକ ଚାଲାଣ ଅଭିଯୋଗ ରେ ଛନ୍ଦିହେଲେ ବିଧାୟକ! କହିଲେ ପୁର୍ବ ସରକାର କାମ ଦେବାରେ ବିଫଳ! ଆମେ ବଢାଉଥିଲୁ ସହଯୋଗ ର ହାତ!

01/09/2025

#ପ୍ରଫୁଲ୍ଲଙ୍କ_ସ୍ବପ୍ନ_କୁ_ପୁରଣ_କଲେ_ନୁଆଁ_ସରକାର! ପୁରଣ ହେଲା 12 ବର୍ଷ ର ଦାବି! ପୋଲସରା ରେ ଖୁସିର ମାହୋଲ!
Aaj ki bharat news Radhasyam Acharya Premananda Pujari Prabhakar Panda Dr. Pradeep Kumar Panigrahy CMO Odisha Gokulananda Mallick

01/09/2025

#ଗଞ୍ଜାମ_ଜିଲ୍ଲା_କୁ_ସିଂହ_ଭାଗ!
Gokulananda Mallick Aaj ki bharat news Radhasyam Acharya CMO Odisha Mohan Charan Majhi Gokulananda Mallick Gokulananda Mallick Prabhakar Panda Latika Pradhan

30/08/2025

#ବ୍ରହ୍ମପୁର_ସହର_ଭିତରେ_ଉପାନ୍ତ_ଅଞ୍ଚଳର_ଛାପ!
#କାଦୁଅ ପଚ ପଚ ରାସ୍ତାରେ ନିତି ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଥିବା ଲୋକଙ୍କ ପ୍ରତି ମହାନଗର ନିଗମ ର ନିଘାନାହିଁ! ଗୋଟିଏ ପଟେ ସ୍ବାୟତ ସାସନ ଦିବସ ମନାଇ ଲୋକେ ଦେଉଥିବା ଟିକସ ରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଉତ୍ସବ ମନାଯାଉଛି। ହେଲେ ଲୋକଙ୍କ ଗୁହାରି ସୁଣିବାକୁ ଜେମିତି କାହାରି ସମୟ ନାହିଁ । ଦିନେ କି ଦୁଇଦିନ ନୁହେଁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାନଗର ନିଗମ ର 39 ନଂ ୱାର୍ଡ ଅଧିନସ୍ଥ ଶିବଶକ୍ତି ନଗର ବାସି ବର୍ଷ ବର୍ଷ ଧରି କଲବଲ ହେବା ସହ ରାଜ ରାସ୍ତାକୁ ଓହ୍ଲାଇବାକୁ ପଣ କଲେଣି।
Aaj ki bharat news Bibhuti Bhusan Jena Bibhuti Bhusan Jena Dr. Pradeep Kumar Panigrahy Bikram Panda, Gopalpur Fan Club Bikram Panda, MLA ବ୍ରହ୍ମପୁର Radhasyam Acharya

30/08/2025

ଘରେ ବସି ସୁନା କିଣିବାର ନୁଆ ସୁଜଗ ସୃଷ୍ଟି କଲା ଗିରି ଭାଇ ଜ୍ବେଲର୍ସ (GBJ)! ଅଭିନେତ୍ରୀ ସିତଲ୍ ହେଲେ ବ୍ରାଣ୍ଡ ଆମ୍ବାସଡ଼ର!

29/08/2025

#ଗଞ୍ଜାମ_ରୁ_କିଏ_କରୁଛି_ଦାଦନ_ଚାଲାଣ! ଅଭିଯୋଗ ପରେ ଅଡୁଆ ରେ କବିସୂର୍ଯ୍ୟନଗର ବିଧାୟକ!
Latika Pradhan Radhasyam Acharya Bikram Panda, MLA ବ୍ରହ୍ମପୁର Prabhakar Panda Manoranjan Dyan Samantara ,patrapur Dr. Pradeep Kumar Panigrahy CHATRAPUR RJ FAN

28/08/2025

Address

Gajpati Nagar
Berhampur
760010

Website

Alerts

Be the first to know and let us send you an email when Aaj ki bharat news posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Aaj ki bharat news:

Share