Satyara Sandhan

Satyara Sandhan ଗରିବ ପୁଅର ସ୍ୱର ��

ବାବା ବାବାରେ ଅନ୍ଧ ସରକାର 🙏🙏🙏🙏ଧନ୍ୟ ତୁମ ସେବା ନୀତି 🚩🚩🚩🚩    Mohan Majhi-Fan Club Naveen Patnaik
21/09/2025

ବାବା ବାବାରେ ଅନ୍ଧ ସରକାର 🙏🙏🙏🙏
ଧନ୍ୟ ତୁମ ସେବା ନୀତି 🚩🚩🚩🚩
Mohan Majhi-Fan Club Naveen Patnaik

ଓଡ଼ିଶା BJP ସରକାର ର ୩ଟି ସୁପର ହିଟ ଯୋଜନା .....ମା ପାଇଁ ଗଛ ଟିଏ ସୁଭଦ୍ରା ପାଇଁ ଛେଳି ଟିଏ ଆଉ ମଦୁଆ ପାଇଁ ଦୋକାନ ଟିଏ .😂😂😂😂🤣🤣🤣🤣🥱🥱🥱
21/09/2025

ଓଡ଼ିଶା BJP ସରକାର ର ୩ଟି ସୁପର ହିଟ ଯୋଜନା .....

ମା ପାଇଁ ଗଛ ଟିଏ
ସୁଭଦ୍ରା ପାଇଁ ଛେଳି ଟିଏ
ଆଉ ମଦୁଆ ପାଇଁ ଦୋକାନ ଟିଏ .

😂😂😂😂🤣🤣🤣🤣🥱🥱🥱

ଚାଲି ଗଲେ ଗୋରକ୍ଷକ ଗୋ ସେବକ ସନାତନ ଭାଈ । ହିନ୍ଦୁ ମାନଙ୍କ ଆଉ ଏକ ସ୍ୱର ନୀରବି ଗଲା l ଦଳ ଯାହା ବି ହେଉ ନା କାହିଁକି ତାଙ୍କରି ପ୍ରଚେଷ୍ଟା ତା...
15/09/2025

ଚାଲି ଗଲେ ଗୋରକ୍ଷକ ଗୋ ସେବକ ସନାତନ ଭାଈ । ହିନ୍ଦୁ ମାନଙ୍କ ଆଉ ଏକ ସ୍ୱର ନୀରବି ଗଲା l ଦଳ ଯାହା ବି ହେଉ ନା କାହିଁକି ତାଙ୍କରି ପ୍ରଚେଷ୍ଟା ତାଙ୍କରି ଅବଦାନ ସବୁବେଳେ ଅପୂରଣୀୟ 🙏🙏🙏🙏
ଜୟ ଜଗନ୍ନାଥ 🚩🚩🚩🚩🚩

28/07/2025

The cuple is like a chappal ♥️♥️♥️ ( ସମ୍କ ରେ ନିବିଡ଼ତା ରହିବା ଆବଶ୍ୟକ )

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ଘରୁ ଅପହରଣ କରି ଏକ ଭଙ୍ଗା ଘର ପରେ ଜଙ୍ଗଲ ରେ ବାରମ୍ବାର ଦୁଷ୍କ...
20/07/2025

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ଘରୁ ଅପହରଣ କରି ଏକ ଭଙ୍ଗା ଘର ପରେ ଜଙ୍ଗଲ ରେ ବାରମ୍ବାର ଦୁଷ୍କର୍ମ କରି ଜଙ୍ଗଲ ରେ ଛାଡ଼ି ଫେରାର ହୋଇଯାଇଥିବା ବେଳେ ପରିବାର ଲୋକେ ଖୋଜା ଖୋଜି କରି ନାବାଳିକା କୁ ଉଦ୍ଧାର କରିଥିଲେ ପୀଡ଼ିତା ଙ୍କ ବାପା ପରେ ଥାନରେ ଅଭିଯୋଗ ପରେ ପାଟପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣା ଘଟିବାର ୩ ଦିନ ବିତିଯାଇଥିବା ବେଳେ ପାଟପୁର ପୋଲିସ ଦୁଷ୍କର୍ମ କାରୀ ନାବାଳକ କୁ ଅଟକେ ରଖିଥିବା ସୂଚନା ମିଳିଅଛି ।

ଦୁଇ ଯୋଦ୍ଧା ଗୋଟିଏ ଫ୍ରେମ ରେ।🫡ଜଣେ ନିଜ ଇଜ୍ଜତ ବଞ୍ଚାଇବାକୁ ଯାଇ ଜୀବନ ମରଣ ସହ ଲଢ଼ୁଥିଲା ଆଉ ଜଣେ ନିଜ ଜୀବନ କୁ ଖାତିର ନକରି ଅନ୍ୟର ଜୀବନ ବଞ...
18/07/2025

ଦୁଇ ଯୋଦ୍ଧା ଗୋଟିଏ ଫ୍ରେମ ରେ।🫡
ଜଣେ ନିଜ ଇଜ୍ଜତ ବଞ୍ଚାଇବାକୁ ଯାଇ ଜୀବନ ମରଣ ସହ ଲଢ଼ୁଥିଲା ଆଉ ଜଣେ ନିଜ ଜୀବନ କୁ ଖାତିର ନକରି ଅନ୍ୟର ଜୀବନ ବଞ୍ଚାଇବାକୁ ଗୋଡ କାଢ଼ିଥିଲା। ଏମିତି ଯୁବକ ସାରା ଯୁବକ ସମାଜ ପାଇଁ ପ୍ରେରଣା
ଦୁଇଜଣଙ୍କୁ 🙏

ମିଛ ଦୁନିଆ ରେ ତୁମେ ହି ସତ୍ୟ ତୁମେ ନିରାକାର ତୁମେ ହିଁ ମୋର ଅହଙ୍କାର ମୁଁ ହିଁ ଛାର ଦାସୀ ଟିଏ ପ୍ରଭୁ ମୋର ଦୋଷ ଯଦି ଥାଏମୋର ଦଶା ଦୋଷ କ୍ଷମା ...
05/07/2025

ମିଛ ଦୁନିଆ ରେ ତୁମେ ହି ସତ୍ୟ
ତୁମେ ନିରାକାର ତୁମେ ହିଁ ମୋର ଅହଙ୍କାର
ମୁଁ ହିଁ ଛାର ଦାସୀ ଟିଏ ପ୍ରଭୁ ମୋର ଦୋଷ ଯଦି ଥାଏ
ମୋର ଦଶା ଦୋଷ କ୍ଷମା କର 🙏🙏🙏🙏😭

21/03/2025

ଏ ଜିବନ ବହୁତ୍ ଛୋଟ ମୋ ଭାଈ 😭😭😭😭
Jibana bahuta chota mo Bha🙏🙏🙏🙏i👍👍👍👍

Happy new year 💐💐💐
01/01/2025

Happy new year 💐💐💐

ଜୟ ଶ୍ରୀ କୃଷ୍ଣ 🦚🦚🦚🦚
26/08/2024

ଜୟ ଶ୍ରୀ କୃଷ୍ଣ 🦚🦚🦚🦚

ଧର୍ଷଣ କାରୀ ମାନଙ୍କୁ କେବଳ ଗୋଟିଏ ଦଣ୍ଡ ଉଚିତ୍ ତାହା ମୃତ୍ୟୁ ଦଣ୍ଡ 😡😡🤬🤬
21/08/2024

ଧର୍ଷଣ କାରୀ ମାନଙ୍କୁ କେବଳ ଗୋଟିଏ ଦଣ୍ଡ ଉଚିତ୍ ତାହା ମୃତ୍ୟୁ ଦଣ୍ଡ 😡😡🤬🤬

ଶାନ୍ତିରେ ରୁହ ଭଉଣୀ ତୁମେ ସ୍ବର୍ଗ ପୁରେ 😭😭😭  ଏ ବଳାତ୍କାରୀ ଦୁନିଆ ତୁମକୁ କେବେ ନ୍ୟାୟ ଦେଇପାରିବ ନାହିଁ l ଏଭଳି ଏକ ପାପ ଦୁନିଆରେ ବାସ କରୁଥ...
19/08/2024

ଶାନ୍ତିରେ ରୁହ ଭଉଣୀ ତୁମେ ସ୍ବର୍ଗ ପୁରେ 😭😭😭
ଏ ବଳାତ୍କାରୀ ଦୁନିଆ ତୁମକୁ କେବେ ନ୍ୟାୟ ଦେଇପାରିବ ନାହିଁ l ଏଭଳି ଏକ ପାପ ଦୁନିଆରେ ବାସ କରୁଥିବାରୁ ଆମେ ତୁମ ପାଖରେ କ୍ଷମା ଚାହୁଁଛୁ ଭଉଣୀ 🙏🙏 l ଯିଏ ଦିନେ ରକ୍ଷକ ହୋଇ ଆସିଥିଲା ଆଜି ତାକୁ ରାକ୍ଷସ ମାନେ ଭକ୍ଷଣ କରିଦେଲେ I ତୁମେ ସିନା ଅନ୍ୟର ଜିବନ ପାଈଁ ନିଜ ଜୀବନ ଉତ୍ସର୍ଗ କରି ସେବା କରି ଜୀବନ ଦାନ ଦେଉଥିଲ କିନ୍ତୁ ଆଜି ଆମେ ତୁମକୁ ଟିକେ ନ୍ୟାୟ ଦେଇ ପାରୁ ନାହୁଁ ଧିକ ଆମ ମଣିଷ ପଣିଆକୁ l ସତରେ କଣ ଆମେ ସ୍ଵାଧୀନ ଭାରତର ନାଗରିକ ଯେଉଁଠି ଆମେ ଗୋଟାଏ ନାରୀକୁ ନ୍ୟାୟ ଦେଇ ପାରୁନେ ? ଯେଉଁଠି ଗୋଟିଏ ନାରୀ ଆଜିବି ଏକା ଚାଲିବା ପାଇଁ ଭୟ କରୁଛି ? ଯେଉଁଠି ଆଜିବି ଅପରାଧୀ ମାନେ ଛାତି ଫୁଲେଇ ଚାଲୁଛି ଆଉ ନିର୍ଦ୍ଦୋଷ ମାନେ ମୁଁହ ଲୁଚେଇ ଚାଲୁଛନ୍ତି l ଏମିତି ସ୍ବାଧୀନ କହିବା ଅପେକ୍ଷା ପରାଧୀନ ହିଁ କହିବା ଠିକ୍ 🥺🥺

Address

Berhampur

Alerts

Be the first to know and let us send you an email when Satyara Sandhan posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Satyara Sandhan:

Share

Category