Ganjam samachar

Ganjam samachar ସୋସିଆଲ ମିଡିଆ ମାଧ୍ୟମରେ ସରକାରଙ୍କ ନିକଟରେ ସତ୍ୟ ଘଟଣା ଉପସ୍ଥାପନା କରିବା…… Samachar Live 24x7

14/08/2026

ବ୍ରହ୍ମପୁର ରେଳ ଷ୍ଟେସନରେ ଝିଅ ପିଲାଙ୍କ ମୋବାଇଲ ଝାମ୍ପି ପଳାଉଥିବା ବେଳେ ରେଳବାଇ ପୋଲିସ ଚୋରକୁ କାବୁ କରିଥିଲେ

ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ମଦ ବ୍ୟବସାୟୀ ମିଟୁ ସମେତ ୩ ଗିରଫ;ନଗଦ ୩.୮୬ ଲକ୍ଷ ଜବତ ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫା...
28/07/2026

ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ମଦ ବ୍ୟବସାୟୀ ମିଟୁ ସମେତ ୩ ଗିରଫ;ନଗଦ ୩.୮୬ ଲକ୍ଷ ଜବତ

ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ କରି ୩ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ । ଆନ୍ତର୍ରାଜ୍ୟ ଏନଡ଼ିପିଏସ ଅପରାଧୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ଅଭିଯୁକ୍ତ ସିବାରାମ ବିଶ୍ୱାଳ ,ସିବାରାମ ପାତ୍ର ଓ ବ୍ରହ୍ମପୁରର ମଦ ବ୍ୟବସାୟୀ ମିଟୁ ଓରଫ ମନୋରଞ୍ଜନ ସାବତଙ୍କୁ ଏସଟିଏଫ ଗିରଫ କରିଛି ।ସିବାରାମ ବିଶ୍ୱାଳଙ୍କ ଘରୁ ₹3.86 ଲକ୍ଷ ନଗଦ, ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତମାନେ ଓଡ଼ିଶାରୁ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟକୁ ବ୍ୟବସାୟିକ ପରିମାଣର ଗଞ୍ଜେଇ ଚୋରାଚାଲାଣରେ ସକ୍ରିୟ ଭୂମିକା ନେଉଥିଲେ। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ଏବଂ ଅଧିକ ତଦନ୍ତ ପାଇଁ ପୁଲିସ ରିମାଣ୍ଡ ଆବେଦନ କରିବ ବୋଲି ଜଣାପଡ଼ିଛି ।ଏସଟିଏଫ ପକ୍ଷରୁ ଅଭିଯୁକ୍ତମାନଙ୍କ ସମ୍ପତ୍ତି ଓ ଆର୍ଥିକ କାରବାରର ମଧ୍ୟ ତଦନ୍ତ ଆରମ୍ଭ କରାଯାଇଛି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା
25/07/2026

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା

25/07/2026

ହଳଦିଆ ପଦର ବସ ଷ୍ଟାଣ୍ଡ ରେ ସରକାରୀ ବସ ରେ ନିଆଁ,ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରୁଛନ୍ତି!

10/07/2026

ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ବିଜେଡି ର ନିମ୍ବଡା ନୃତ୍ୟ

06/07/2026

ରୋବୋଟିକ୍ ସର୍ଜରୀରେ ଜଟିଳ ରୋଗର
ସଫଳ ଚିକିତ୍ସା

*MKCG ରେ ରହିଥିବା ଡାଇଲୋସିସ ICU କୁ 24 ଘଣ୍ଟିଆ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଛନ୍ତି ବ୍ରହ୍ମପୁର ବିଜେପି ସ୍ୱାସ୍ଥ...
02/07/2026

*MKCG ରେ ରହିଥିବା ଡାଇଲୋସିସ ICU କୁ 24 ଘଣ୍ଟିଆ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଛନ୍ତି ବ୍ରହ୍ମପୁର ବିଜେପି ସ୍ୱାସ୍ଥ୍ୟ ସେଲର ରାଜୀବ ମିଶ୍ର ।ଦୀର୍ଘ ଦିନ ହେଲା ଏହି ICU ଉଦଘାଟନ ପରେ ବନ୍ଦ ରହିଛି। ରୋଗୀଙ୍କୁ ବାହାର ଘରେଇ ନର୍ସିଂହୋମ ପଠାଉଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ । ରକ୍ତଭଣ୍ଡାରରେ କାର୍ଯ୍ୟରତ ଜଣେ କର୍ମଚାରୀ କରିଥିବା ଘରେଇ ନର୍ସିଂହୋମ ରୋଗୀଙ୍କୁ କାହା ସ୍ୱାର୍ଥରେ ଯିବା ପାଇଁ ବାଧ୍ୟ କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।*

ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ  ତଥା ତତ୍  କାଳିନ ଆଇରନ ଲେଡି ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ପ...
02/07/2026

ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତତ୍ କାଳିନ ଆଇରନ ଲେଡି ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଘେରି ରହିଛି ଅଶ୍ୱସ୍ତ ଗଛ ଯାହା ପ୍ରତିମୂର୍ତ୍ତି ପ୍ରତି ବିପଦ ସୃଷ୍ଟି କରିବ ।ତେଣୁ ସହର ବାସୀ ଏହାର ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ନିଗମ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

30/05/2026

ଅଭ୍ୟାସଗତ ଅପରାଧିଙ୍କ ବିରୁଦ୍ଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ:DGP Y B Khurania

Address

Berhampur
760010

Alerts

Be the first to know and let us send you an email when Ganjam samachar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Ganjam samachar:

Shortcuts

Share