Oye It's Krish

Oye It's Krish ⚖️ ନ୍ୟାୟ • ସେବା • ବିକାଶ
❤️ ଜନତା ମୋର ପରିବାର
🇮🇳 ଭାରତ ମୋର ଗର୍ବ

15/08/2026

🇮🇳❤️ ଅଗଷ୍ଟ ୧୫ — ସ୍ୱାଧୀନତା ଦିବସ ❤️🇮🇳
ଆଜିର ଦିନ କେବଳ ତ୍ରିରଙ୍ଗା ଉଡ଼ାଇବାର ଦିନ ନୁହେଁ, ଏହା ସେହି ବୀର ସହିଦମାନଙ୍କୁ ମନେ ପକାଇବାର ଦିନ, ଯେଉଁମାନେ ନିଜ ଜୀବନକୁ ବଳିଦାନ ଦେଇ ଆମକୁ ସ୍ୱାଧୀନତାର ସୂର୍ଯ୍ୟ ଦେଖାଇଥିଲେ। 🙏
ଆଜି ଆମେ ଯେଉଁ ସ୍ୱାଧୀନ ଭାରତରେ ନିଶ୍ୱାସ ନେଉଛୁ, ତା’ ପଛରେ ରହିଛି ଅସଂଖ୍ୟ ବୀରଙ୍କ ତ୍ୟାଗ, ସଂଘର୍ଷ ଓ ବଳିଦାନ। 🇮🇳
ଆସନ୍ତୁ, ସେମାନଙ୍କ ତ୍ୟାଗକୁ ସମ୍ମାନ କରି ଦେଶର ଏକତା, ଅଖଣ୍ଡତା ଓ ଗୌରବକୁ ସଦା ଅକ୍ଷୁଣ୍ଣ ରଖିବା। ❤️🇮🇳
ଜୟ ହିନ୍ଦ୍ 🇮🇳
ବନ୍ଦେ ମାତରମ୍ 🙏❤️

12/08/2026

ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ ତଳକୁ ଖସିପଡ଼ିବା ଘଟଣା, ଗଞ୍ଜେଇ ଖାଇଥିଲେ ପାଇଲଟ !😱

10/08/2026

ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଛାରଖାର କଲା ବିଜେପି ସରକାର! ଶିକ୍ଷା କ୍ଷେତ୍ରର ଅବ୍ୟବସ୍ଥା ପାଇଁ ଦାୟୀ ଗଣଶିକ୍ଷା ମନ୍ତ୍ରୀ Nityananda Gond ତୁରନ୍ତ ଇସ୍ତଫା ଦିଅନ୍ତୁ। ✊ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ବନ୍ଦ କର!

08/08/2026

୨୦୧୪ରୁ ମୋଦିଙ୍କ ବିଦେଶ ଗସ୍ତରେ ଜନତାଙ୍କ ୯୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ! 💰✈️
ଦେଶର ଲୋକଙ୍କ ଟଙ୍କାରେ ବିଦେଶ ଯାତ୍ରା ଚାଲିଛି, କିନ୍ତୁ ଜନତାଙ୍କ ସମସ୍ୟା କେବେ ସମାଧାନ ହେବ? 🤔

01/08/2026

ବନ୍ୟା ଘେରରେ ଫସିଛି ସାରା ଓଡିଶା କିନ୍ତୁ ସବୁ ସାଂସଦ ଏବଂ ମୁଖ୍ୟମନ୍ତ୍ରୀ ମଉଜ କରୁଛନ୍ତି ଦିଲ୍ଲୀରେ! ଛି ଛି ମୁର୍ଖ ଶଳେ!

ମୋହନ ଚରଣ ମାଝୀଙ୍କୁ ୨ ଦିନରେ 3.5K Like, ନବୀନ ପଟ୍ଟନାୟକଙ୍କୁ ମାତ୍ର ୪୫ ମିନିଟରେ 3.6K Like।ଦୁଇ ବର୍ଷ ସରକାରରେ ନ ଥାଇ ମଧ୍ୟ, ଲୋକପ୍ରିୟତ...
31/07/2026

ମୋହନ ଚରଣ ମାଝୀଙ୍କୁ ୨ ଦିନରେ 3.5K Like, ନବୀନ ପଟ୍ଟନାୟକଙ୍କୁ ମାତ୍ର ୪୫ ମିନିଟରେ 3.6K Like।ଦୁଇ ବର୍ଷ ସରକାରରେ ନ ଥାଇ ମଧ୍ୟ, ଲୋକପ୍ରିୟତାରେ ନବୀନ ପଟ୍ଟନାୟକ ଏବେ ବି ଅନେକଙ୍କ ନଜରରେ ଆଗରେ ଅଛନ୍ତି। 📈

31/07/2026

ବାରମ୍ବାର ବିଜେପି ନେତାଙ୍କ ଦ୍ୱାରା ନିୟମ ଲଙ୍ଘନ ଅଭିଯୋଗ ବିଭିନ୍ନ ସମୟରେ ସାମାଜିକ ଓ ରାଜନୈତିକ ସ୍ତରରେ ଚର୍ଚ୍ଚାର ବିଷୟ ପାଲ ଟିଛି ଯଦି ନିୟମ ସମସ୍ତଙ୍କ ପାଇଁ ସମାନ, ତେବେ ଦାୟିତ୍ୱ ଓ ଜବାବ ଦେହିତା ମଧ୍ୟ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ।

31/07/2026

ବନ୍ୟା ପାଣିରେ ଅଧା ଓଡ଼ିଶା ବୁଡ଼ିଛି, ଲୋକେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ଏହି ସମୟରେ ଲୋକଙ୍କ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ଅୟେସ କରୁଛନ୍ତି। ଧନ୍ୟ କହିବ ଏ ବେଲଜ୍ୟା ଗେରୁଆ ଦଳଙ୍କୁ!

28/07/2026

ଏହି ଆଖି ଯାହାକୁ ଖୋଜେ, ସେ ମୁହଁ କାହିଁ ମିଳୁନି? 💔
ସମୟ ବଦଳିଗଲା, ଲୋକ ବଦଳିଗଲେ କିନ୍ତୁ ତୋ ପାଇଁ ମୋ ଅପେକ୍ଷା କେବେ ବଦଳିଲାନି।
ବୋଉ ଆଜି ବି ଲାଗେ ତୁ ଦୁଆର ଖୋଲି କହିବୁ ଆସିଗଲୁ କି ବାପା.?
ସେ ଡାକଟା ଆଉ କେବେ ଶୁଣିବାକୁ ମିଳିବନି ତଥାପି ଏ ମନ ପ୍ରତିଦିନ ତୋତେ ଖୋଜି ଚାଲିଛି।
ମିସ୍ ୟୁ ବୋଉ... ତୋ ଜାଗା କେହି କେବେ ନେଇପାରିବେ ନାହିଁ। 🕊️🥺💔

Address

Berhampur

Alerts

Be the first to know and let us send you an email when Oye It's Krish posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Oye It's Krish:

Shortcuts

Share