Sonali Panigrahi

Sonali Panigrahi ଜୟ ଜଗନ୍ନାଥ ��

୭୯ତମ ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟେକ ଭାରତୀୟମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ବଳିଦାନ...
15/08/2025

୭୯ତମ ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟେକ ଭାରତୀୟମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି l


ପବିତ୍ର ଜନ୍ମାଷ୍ଟମୀ ର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ💐🙏ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କରୁଣା ଓ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ, ସମୃଦ୍ଧିର...
15/08/2025

ପବିତ୍ର ଜନ୍ମାଷ୍ଟମୀ ର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ💐🙏ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କରୁଣା ଓ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ ହେଉ🙏

#ଜୟଶ୍ରୀକୃଷ୍ଣ
#ଜନ୍ମାଷ୍ଟମୀ

ଭକତ ପ୍ରେମରେ ବନ୍ଧା ତୁ କାଳିଆ ଭକ୍ତ ତୋ ଜୀବନ ଧନ ତା ପାଇଁ ଆଖିରେ ପଲକ ପଡ଼େନି ଭକ୍ତ ତୋ ହୃଦ ଚନ୍ଦନ..... #ଜୟଜଗନ୍ନାଥ
14/08/2025

ଭକତ ପ୍ରେମରେ ବନ୍ଧା ତୁ କାଳିଆ ଭକ୍ତ ତୋ ଜୀବନ ଧନ
ତା ପାଇଁ ଆଖିରେ ପଲକ ପଡ଼େନି ଭକ୍ତ ତୋ ହୃଦ ଚନ୍ଦନ.....

#ଜୟଜଗନ୍ନାଥ

ମାରିବ ତୁମେ ତାରିବ ତୁମେ ଏକଥା ଜଗତେ ସାର ହାତ ନାହିଁ ସତ ପାଳୁଛ ଏ ସାରା ସଂସାର.... #ଜୟଜଗନ୍ନାଥ
12/08/2025

ମାରିବ ତୁମେ ତାରିବ ତୁମେ ଏକଥା ଜଗତେ ସାର
ହାତ ନାହିଁ ସତ ପାଳୁଛ ଏ ସାରା ସଂସାର....

#ଜୟଜଗନ୍ନାଥ

ଯାହା ଦେଇଛୁ ସେଥିରେ ମୁଁ ଖୁସି, ଯାହା ଦେଇନୁ ତା ପାଇଁ ଅବଶୋଷ ନାହିଁ ଖାଲି ତୋ କୃପା ଟିକେ ରଖିଥିବୁ 🙇🏻‍♀️🪷 #ଜୟଜଗନ୍ନାଥ
12/08/2025

ଯାହା ଦେଇଛୁ ସେଥିରେ ମୁଁ ଖୁସି, ଯାହା ଦେଇନୁ ତା ପାଇଁ ଅବଶୋଷ ନାହିଁ ଖାଲି ତୋ କୃପା ଟିକେ ରଖିଥିବୁ 🙇🏻‍♀️🪷

#ଜୟଜଗନ୍ନାଥ

ତୋ ଚକା ଆଖିରେ ଆଖି ମିଶିଗଲେ ଶାନ୍ତି ଲାଗେ ଏ ଜୀବନ... କେଉଁ ନାମେ ଡାକିବି ତୁମକୁ ପ୍ରଭୁ ତୁମେ ପରା ସର୍ବନାମ । #ଜୟଜଗନ୍ନାଥ #ଶୁଭସକାଳ
11/08/2025

ତୋ ଚକା ଆଖିରେ ଆଖି ମିଶିଗଲେ ଶାନ୍ତି ଲାଗେ ଏ ଜୀବନ...
କେଉଁ ନାମେ ଡାକିବି ତୁମକୁ ପ୍ରଭୁ ତୁମେ ପରା ସର୍ବନାମ ।

#ଜୟଜଗନ୍ନାଥ
#ଶୁଭସକାଳ

ଗଳାରେ ତୋହର କୁସୁମ ମାଳ, ଆହା କେଡେ ଶୋଭା ପାଉଛି.....। କପାଳେ ତୋହର ଚନ୍ଦନଗାର, ଆହା କି ସୁନ୍ଦର ଦିଶୁଛି.....।। #ଜୟମାମଙ୍ଗଳା
10/08/2025

ଗଳାରେ ତୋହର କୁସୁମ ମାଳ, ଆହା କେଡେ ଶୋଭା ପାଉଛି.....।
କପାଳେ ତୋହର ଚନ୍ଦନଗାର, ଆହା କି ସୁନ୍ଦର ଦିଶୁଛି.....।।

#ଜୟମାମଙ୍ଗଳା

ଜୟ ଜଗନ୍ନାଥ, ତୁମେ ମୋ ଜୀବନର ସାର, ତୋ କୃପାରେ ପୂର୍ଣ୍ଣ ମୋର ହୃଦୟର ଆଧାର...।ତୋ ଦର୍ଶନେ ମନ ମୋର ହେଉଛି ନିର୍ମଳ, ତୁମେ ମୋର ପଥଦୀପ, ମୋ ସଫଳ...
10/08/2025

ଜୟ ଜଗନ୍ନାଥ, ତୁମେ ମୋ ଜୀବନର ସାର, ତୋ କୃପାରେ ପୂର୍ଣ୍ଣ ମୋର ହୃଦୟର ଆଧାର...।

ତୋ ଦର୍ଶନେ ମନ ମୋର ହେଉଛି ନିର୍ମଳ, ତୁମେ ମୋର ପଥଦୀପ, ମୋ ସଫଳତାର ଫଳ...।।

#ଜୟଜଗନ୍ନାଥ
#ଶୁଭସକାଳ

ॐ ନମୋ ଭଗବତେ ବାସୁଦେବାୟ 🙏🙏  #ଜୟଜଗନ୍ନାଥ
09/08/2025

ॐ ନମୋ ଭଗବତେ ବାସୁଦେବାୟ 🙏🙏

#ଜୟଜଗନ୍ନାଥ

ଆଜି ରାକ୍ଷୀ ପୂର୍ଣ୍ଣିମା ଓ ଶୁଭ ଶନିବାର ବାବା ଧବଳେଶ୍ଵରଙ୍କ ପାଖରେ ଜଳ ଲାଗି 🙏
09/08/2025

ଆଜି ରାକ୍ଷୀ ପୂର୍ଣ୍ଣିମା ଓ ଶୁଭ ଶନିବାର ବାବା ଧବଳେଶ୍ଵରଙ୍କ ପାଖରେ ଜଳ ଲାଗି 🙏

ଭାସିଯାଉଛି ମୁଁ ଏ ଭବସାଗରେ ଡାକ ପକାଉଛି ତତେ,ହାତ ବଢ଼ାଇ ତୁ ନେଏରେ କାଳିଆ ଆପଣାର କରି ମତେ...।। #ଜୟଜଗନ୍ନାଥ  #ଶୁଭସକାଳ
09/08/2025

ଭାସିଯାଉଛି ମୁଁ ଏ ଭବସାଗରେ ଡାକ ପକାଉଛି ତତେ,
ହାତ ବଢ଼ାଇ ତୁ ନେଏରେ କାଳିଆ ଆପଣାର କରି ମତେ...।।

#ଜୟଜଗନ୍ନାଥ
#ଶୁଭସକାଳ

ଯୁଗେ ଯୁଗେ ଶ୍ରୀହରି, ଭକତ ଦୁଃଖହାରୀ ଭକତଙ୍କ ଦୁଃଖୀ- ଜନ ପ୍ରାଣ ,କାହା ଦୁଃଖରେ ଦୁଃଖୀ, କାହା ସୁଖରେ ସୁଖୀ… 🙏 #ଜୟଜଗନ୍ନାଥ #ଶୁଭରାତ୍ରି
08/08/2025

ଯୁଗେ ଯୁଗେ ଶ୍ରୀହରି, ଭକତ ଦୁଃଖହାରୀ ଭକତଙ୍କ ଦୁଃଖୀ- ଜନ ପ୍ରାଣ ,
କାହା ଦୁଃଖରେ ଦୁଃଖୀ, କାହା ସୁଖରେ ସୁଖୀ… 🙏

#ଜୟଜଗନ୍ନାଥ
#ଶୁଭରାତ୍ରି

Address

Berhampur

Telephone

+918260267310

Website

Alerts

Be the first to know and let us send you an email when Sonali Panigrahi posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sonali Panigrahi:

Share