Rishikesh Mohanty

Rishikesh Mohanty Actor, Writer, Singer by Passion
Advocate by Profession

With Sivani Sangita – I'm on a streak! I've been a top fan for 4 months in a row. 🎉
12/03/2025

With Sivani Sangita – I'm on a streak! I've been a top fan for 4 months in a row. 🎉

12/03/2025

StarMaker, breaking barriers with the universal language of music!

07/12/2024

ତୋ ହୃଦୟ କୁ ଯିବା ରାସ୍ତା ଭାରୀ ଖାଲ ଢିପ ବାଟ
ତୋତେ ଭଲ ପାଇ ଖାଇଛି ମୁଁ ମୋ ବୋଉ ହାତର ଛାଟ

04/12/2024

ଲେଖୁଛି କବିତା ଯାହା ପାଇଁ
ବୋଧେ ତାକୁ ଏହା ଜଣା ନାହିଁ
ଏବେ ଯିଏ ମୋ କବିତା ପଢୁଛି
ସିଏ ମୋତେ ଜମା ଜାଣି ନାହିଁ

ତାକୁ ଲୁଚି ଲୁଚି ଦେଖିବାର ମଜା ନିଆରାତାକୁ ମନେ ମନେ ଖୋଜିବାର ମଜା ନିଆରାତାକୁ ଭାବି ଭାବି ଶୋଇବାର ମଜା ନିଆରାତାକୁ ଖୋଜି ଖୋଜି ପାଇବାର ମଜା ନ...
03/12/2024

ତାକୁ ଲୁଚି ଲୁଚି ଦେଖିବାର ମଜା ନିଆରା
ତାକୁ ମନେ ମନେ ଖୋଜିବାର ମଜା ନିଆରା
ତାକୁ ଭାବି ଭାବି ଶୋଇବାର ମଜା ନିଆରା
ତାକୁ ଖୋଜି ଖୋଜି ପାଇବାର ମଜା ନିଆରା

ତୁମେ କେବଳ ତୁମେ----------------------++++ତୁମେ ମୋ କବିତା ର ଆଧାରତୁମେ ମୋ ଭାବନାର ବିଚାରତୁମେ ମୋ ସପନର ସଂସାର ତୁମେ ଫଗୁଣର ରଙ୍ଗ ଅବିରତ...
30/11/2024

ତୁମେ କେବଳ ତୁମେ
----------------------++++
ତୁମେ ମୋ କବିତା ର ଆଧାର
ତୁମେ ମୋ ଭାବନାର ବିଚାର
ତୁମେ ମୋ ସପନର ସଂସାର
ତୁମେ ଫଗୁଣର ରଙ୍ଗ ଅବିର
ତୁମେ ଶ୍ରାବଣର ବାରି ଧାର
ତୁମେ କୋଇଲିର ମଧୁର ସୁର
ତୁମେ ବସନ୍ତର ଫୁଲ ସମ୍ଭାର....

30/11/2024

ହୃଦୟରେ ଥିବା ମନରୁ ମୋହର
ଲିଭିନି ତୋହର ସ୍ମୃତି
ଚାଲି ଯାଇଅଛୁ ଜୀବନୁ ମୋହର
ତଥାପି ରଖିଛି ସାଇତି

With Sivani Sangita – I just made it onto their weekly engagement list by being one of their top engagers! 🎉
30/11/2024

With Sivani Sangita – I just made it onto their weekly engagement list by being one of their top engagers! 🎉

With Sivani Sangita – I just got recognized as one of their top fans! 🎉
17/11/2024

With Sivani Sangita – I just got recognized as one of their top fans! 🎉

ନୀଳ ନୀଳ ବେଶନୀଳ ଏ ଆକାଶନୀଳ ଏ ଝରଣା ଜଳ ନୀଳ ନୀଳ ଆଖିନୀଳ ରଙ୍ଗ ମାଖିଧରଣୀ ଦିଶୁଛି ନୀଳ
17/11/2024

ନୀଳ ନୀଳ ବେଶ
ନୀଳ ଏ ଆକାଶ
ନୀଳ ଏ ଝରଣା ଜଳ
ନୀଳ ନୀଳ ଆଖି
ନୀଳ ରଙ୍ଗ ମାଖି
ଧରଣୀ ଦିଶୁଛି ନୀଳ

ପ୍ରଭୂ ହେ ତୁମେ ମୋ ପ୍ରତି ଏତିକି ସଦୟ ହେବଆର ଥରକୁ ଦେବ ଯଦି ପୁଣି ଏ ଘରେ ଜନମ ଦେବଏଇ ବାପା ମାଆ ଏଇ ପରିବାର ଏଇ ମୋ ଜନମ ଭୂଇଁ ଯାହାର ଋଣ ମୁଁ ...
04/11/2024

ପ୍ରଭୂ ହେ ତୁମେ ମୋ ପ୍ରତି ଏତିକି ସଦୟ ହେବ
ଆର ଥରକୁ ଦେବ ଯଦି ପୁଣି ଏ ଘରେ ଜନମ ଦେବ
ଏଇ ବାପା ମାଆ ଏଇ ପରିବାର ଏଇ ମୋ ଜନମ ଭୂଇଁ
ଯାହାର ଋଣ ମୁଁ ଗୋଟେ ଜନମରେ ଶୁଝି ପାରିବି ନାହିଁ
ଦେଇ ପାରିଲିନି ସୁଖ ଯାହା ମୋର ଏଇ ଜନମରେ
ଆର ଜନମରେ ଭରିଦେଵି ଖୁସି ସଭିଙ୍କ ଜୀବନରେ
ଯେମିତି ଗଢ଼ିଲ ଯାହା ବି କରିଲ ମୋତେ ଏଇ ଜନମରେ
ଆର ଜନମକୁ ଖୁସି ବାଣ୍ଟିବାକୁ ବଳ ଦେବ ମୋ ଶରୀରରେ

ମାଗୁଛି ଆଶିଷ ଆହେ ଆଶୁତୋଷହେଳା କରନାହିଁ ହରତୁମ୍ଭ କୃପା ଗଙ୍ଗା ଝରି ଯାଉ ଶୋଷମେଣ୍ଟିଯାଉ ଅଧମରହର ହର ମହାଦେବ 🙏ଓଁ ନମଃ ଶିବାୟ 🙏
04/11/2024

ମାଗୁଛି ଆଶିଷ ଆହେ ଆଶୁତୋଷ
ହେଳା କରନାହିଁ ହର
ତୁମ୍ଭ କୃପା ଗଙ୍ଗା ଝରି ଯାଉ ଶୋଷ
ମେଣ୍ଟିଯାଉ ଅଧମର
ହର ହର ମହାଦେବ 🙏ଓଁ ନମଃ ଶିବାୟ 🙏

Address

Berhampur
760001

Telephone

+919861331280

Website

Alerts

Be the first to know and let us send you an email when Rishikesh Mohanty posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Rishikesh Mohanty:

Share