Mtv odisha

Mtv odisha ସତ୍ୟର ସନ୍ଧାନ ଅପେକ୍ଷା ରେ ଏମ ଟିଭି ଓଡିଶା

16/11/2024
12/01/2024
ଅଯୋଧ୍ୟା ରାମମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ..ଆଗାମୀ ୩ ଦିନ ମଧ୍ୟରେ ଏଭଳି ଆହୁରି ୧୩ଟି କବାଟ ମନ୍ଦିରର ବିଭିନ୍ନ ଦ୍ୱାରରେ ଲାଗିବ
09/01/2024

ଅଯୋଧ୍ୟା ରାମମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ..ଆଗାମୀ ୩ ଦିନ ମଧ୍ୟରେ ଏଭଳି ଆହୁରି ୧୩ଟି କବାଟ ମନ୍ଦିରର ବିଭିନ୍ନ ଦ୍ୱାରରେ ଲାଗିବ

31/12/2023
31/12/2023
08/12/2023
08/12/2023

ବାଳି ସୁଘ୍ରିଭ ଯୋଡ଼ି

08/12/2023

କୋଟିନଡ଼ା ଗାଁ ର କଳା, ବାଳି ଏବଂ ସୁଘ୍ରିଭ...

07/12/2023

odisha



ଗ୍ରାମ୍ୟ ସ୍ୱଛତା ଏବଂ ଜଳ ସଂରକ୍ଷଣ ସଚେତନତା ରାଲି ଅନୁଷ୍ଠିତ

ଗ୍ରାମ କୁ ଏକ ସରସ ସୁନ୍ଦର ଓ ସ୍ୱଚ୍ଛ ନିର୍ମଳ ପରିବେଷ ଗଠନ କରିବାରେ ଆଗେଇ ଆସିଥାନ୍ତି ଯୁବକ ସଂଘ l ଯାହାକି ଏପରି ଏକ ଗାଁ କଥା ଆମେ କହୁଛୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ର ଡେଙ୍ଗାପଦର ଗ୍ରାମର କଥା l ଗ୍ରାମକୁ ସ୍ୱଛତା ଏବଂ ଜଳ କୁ କିପରି ସଂରକ୍ଷଣ ଦିଅ ଯାଇ ପାରିବ ତାହାକୁ ନେଇ ଆଗେଇ ଆସିଛନ୍ତି କଳାକାଁହୁ ଯୁବକ ସଂଘ ଏବଂ ସ୍କୁଲ ଛାତ୍ର ଛାତ୍ରୀ ଯାହାକି ସ୍ୱଚ୍ଛତା ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା ଆୟୋଜନ କରି ଲୋକଙ୍କୁ ସଚେତନତା କରିଥିବାର ପାରିଲକ୍ଷିତ ହେଉଛି l

ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ, ଛାତ୍ରଛାତ୍ରୀ,କଳା କାଁହୁ ଯୁବକ ସଂଘ ଓ ବିପଦର ବନ୍ଧୁ ଓଡିଶା ପ୍ରମୁଖ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରି ଗାଁର ରାସ୍ତାଘାଟ ଓ ସର୍ବସାଧାରଣ ସ୍ଥାନ ସଫେଇ ରଖିବାକୁ ଗ୍ରାମର ପ୍ରତ୍ୟକ ସାହି ସାହି ବୁଲି ସଚେତନତା କରାଇ ଶପଥ ନେଇଥିଲେ l

Address

Radhakrushna Street
Berhampur
760001

Alerts

Be the first to know and let us send you an email when Mtv odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mtv odisha:

Share