Future Brahmapur

Future Brahmapur This platform highlights the day-to-day happenings and developmental needs of SILK CITY, Brahmapur It is one of the oldest and largest cities of Eastern India.

Berhampur/Brahmapur (Odiya: ବ୍ରହ୍ମପୁର), nick named as "The Silk City", "The Food Capital of Odisha" and the "Pensioners Paradise" is a city located in the Eastern coastline of India in the district of Ganjam, Odisha. It is famous for its Educational Institutions, Business environment, silk saris, famous temples, beautiful tourist destinations, very tasty food and unique culture. It is the Oldest Municipality of Odisha and now third most populous urban center and third Municipal Corporation of the State.

କାସ....ପ୍ରତି ମାସରେ ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ଓ ଗଞ୍ଜାମ ଗସ୍ତ ଏମିତି ହୁଅନ୍ତା କି🤔
04/08/2026

କାସ....ପ୍ରତି ମାସରେ ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ଓ ଗଞ୍ଜାମ ଗସ୍ତ ଏମିତି ହୁଅନ୍ତା କି🤔

Pride of Brahmapur and Odisha! 👏👏Heartiest congratulations, Prasuci, on this remarkable achievement. 💐💐 Your success has...
29/07/2026

Pride of Brahmapur and Odisha! 👏👏

Heartiest congratulations, Prasuci, on this remarkable achievement. 💐💐 Your success has made Brahmapur and the entire state of Odisha proud.

May Maa Tara Tarini shower you with her divine blessings and guide you towards even greater success in your future journey. Wishing you a bright and glorious future! 🙏✨

Another great achievement for   and   under Odisha CM Shri Mohan Charan Majhi 👏👏👉   picks   (Gopalpur) over   for its ₹6...
28/07/2026

Another great achievement for and under Odisha CM Shri Mohan Charan Majhi 👏👏
👉 picks (Gopalpur) over for its ₹6,675-crore 10 GW -and plant in .
👉Plant in two 5 GW phases; first expected to start ops in Jan 2028.
👉Now our youth will get jobs 👍

  in Ganjam District is rapidly emerging as a prime destination for green investments in India.With a monumental ₹65,000...
24/07/2026

in Ganjam District is rapidly emerging as a prime destination for green investments in India.
With a monumental ₹65,000 crore green investment pipeline taking shape at , the state is accelerating towards a low-carbon economic future.
From green hydrogen production to clean technology manufacturing, this initiative is strengthening industrial infrastructure, create sustainable employment opportunities and drive regional growth.

ଜୟ ଜଗନ୍ନାଥ 🚩🌹🙏🙏🌹🚩Jai Jagannath 🌹🙏🙏🌹
16/07/2026

ଜୟ ଜଗନ୍ନାଥ 🚩🌹🙏🙏🌹🚩
Jai Jagannath 🌹🙏🙏🌹

12/07/2026

update:--- Odisha Development Forum ର ଅନେକ ବର୍ଷର ସ୍ୱପ୍ନ ଓ ସଙ୍ଘର୍ଷ ବାସ୍ତବ ରୂପ ନେଉଥିବା ଦେଖି ଆନନ୍ଦ ଲାଗୁଛି👍
ସମସ୍ତେ ମିଳିମିଶି କାମ କଲେ ବ୍ରହ୍ମପୁର, ଗଞ୍ଜାମ ଓ ଦକ୍ଷିଣ ଓଡ଼ିଶାର ସବୁ ସ୍ବପ୍ନ ପୂରଣ ହେବ...

ବ୍ରହ୍ମପୁରର ବିକାଶ ଦିଗରେ ସରକାରଙ୍କ ଆଉ ଏକ ଦୃଢ଼ ପଦକ୍ଷେପ👏👏👏👏👏👏 ମାନନୀୟ ମୁଖ୍ୟମନ୍ତ୍ରୀ Mohan Charan Majhi ଙ୍କ ନେତୃତ୍ୱରେ ଓଡ଼ିଶା ସରକ...
09/07/2026

ବ୍ରହ୍ମପୁରର ବିକାଶ ଦିଗରେ ସରକାରଙ୍କ ଆଉ ଏକ ଦୃଢ଼ ପଦକ୍ଷେପ👏👏👏👏👏👏
ମାନନୀୟ ମୁଖ୍ୟମନ୍ତ୍ରୀ Mohan Charan Majhi ଙ୍କ ନେତୃତ୍ୱରେ ଓଡ଼ିଶା ସରକାର ବ୍ରହ୍ମପୁର ସିତାଳାପଲ୍ଲୀ ଠାରେ ଅତି କମରେ 100 ଏକର ଜାଗାରେ ଅନ୍ତରାଷ୍ଟ୍ରୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ନୀତିଗତ ଅନୁମୋଦନ ପ୍ରଦାନ କରିବା ସହ ପ୍ରଥମ ଚରଣରେ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
ବ୍ରହ୍ମପୁର, ଗଂଜାମ ଜିଲ୍ଲା ଓ ଦକ୍ଷିଣ ଓଡିଶା ର ଜନସାଧାରଣ ଙ୍କ ତରଫରୁ CMO Odisha ଙ୍କୁ ଅଶେଷ ଅଶେଷ ଧନ୍ୟବାଦ🙏
Copy of the Letter
--------------------
Government of Odisha
Sports & Youth Services Department
West Stand, Kalinga Hockey Stadium, Bhubaneswar – 751012
Email: [email protected]

No.: SYS-INFRA-INFRA-0050-2026/2104/SYS
Bhubaneswar, Dated: 07.07.2026

From:
Dr. Swarupananda Sahu, OAS
Officer on Special Duty

To:
The Collector & District Magistrate,
Ganjam

Subject: Construction of a new Sports Complex at Sitalapalli, Brahmapur – Identification of suitable Government land.

Sir,
In inviting a letter under reference, I am directed to intimate that the Government in Sports & Youth Services has been pleased to accord in-principle approval to the proposal towards "Construction of one new Sports Complex at Sitalapalli, Brahmapur."

In this connection, it is kindly requested to identify and earmark a suitable parcel of Government land having a minimum extent of 100 acres for the establishment of the proposed Sports Complex. The identified land should preferably be contiguous, free from encumbrances, and located at a suitable and easily accessible site with adequate road connectivity and availability of basic utilities.

The details of the identified land parcels in Mouza–Sitalapalli, under Kanisi Tahasil, may kindly be furnished to this Department at an early date to facilitate further action in the matter.

Yours sincerely,
(Dr. Swarupananda Sahu, OAS)
Officer on Special Duty

  &   MAANGE MORE... ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ମହୋଦୟ,ଆପଣଙ୍କ ସମୟରେ କାମ ତ ବହୁତ୍ ଘୋଷଣା ହୋଇଛି କିନ୍ତୁ ଠିକ ସ...
07/07/2026

& MAANGE MORE...
ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ମହୋଦୟ,
ଆପଣଙ୍କ ସମୟରେ କାମ ତ ବହୁତ୍ ଘୋଷଣା ହୋଇଛି କିନ୍ତୁ ଠିକ ସମୟରେ କାମ ଆରମ୍ଭ ନ ହେବା କାରଣରୁ ଦକ୍ଷିଣାଞ୍ଚଳ ଜନସାଧାରଣ ଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରୁଛି। ସେହି ପରିପ୍ରେକ୍ଷୀରେ, ଭୋନସର୍, କଟକ, ପୁରୀ, ସମ୍ବଲପୁର ର ତୁଳନା ଦକ୍ଷିଣ ଓଡ଼ିଶା ର ମୁଖ୍ୟ ସହର ବ୍ରହ୍ମପୁର୍ ସହ କଲା ବେଳେ ଏହି ଆଶଙ୍କା ଆହୁରି ବଢ଼ି ଯାଉଛି।
ତେଣୁ ନିବେଦନ, ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ କଥା ଅନୁଯାୟୀ Use 'Speed, Scale & Skill' for the development of Brahmapur & South Odisha।

ଅନ୍ଯଥା ଓଡ଼ିଶା ରାଜ୍ୟ ରାଜକୋଷ କୁ ସିଂହ ଭାଗ ଖଜଣା ଦେଉଥିବା ବ୍ରହ୍ମପୁର ସହର ଓ ସଦାସର୍ବଦା ଅବହେଳିତ ହୋଇ ଆସୁଥିବା ଦକ୍ଷିଣ ଓଡ଼ିଶା, ଜଳକା ପରି ଚାହିଁ ରହିଥିବ...

✅ଆଜି ରେଳ ସଂଯୋଗ କ୍ଷେତ୍ରରେ ଦକ୍ଷିଣ ଓଡ଼ିଶା ପାଇଁ ଏକ ଶୁଭ ଦିନ।✅ବ୍ରହ୍ମପୁର ଷ୍ଟେସନ ର ନୂତନ କୋଠା ଓ ବିସ୍ତାରର ଭୂମିପୂଜନ ପାଇଁ ଜଲଦି ଆସିବା...
06/07/2026

✅ଆଜି ରେଳ ସଂଯୋଗ କ୍ଷେତ୍ରରେ ଦକ୍ଷିଣ ଓଡ଼ିଶା ପାଇଁ ଏକ ଶୁଭ ଦିନ।
✅ବ୍ରହ୍ମପୁର ଷ୍ଟେସନ ର ନୂତନ କୋଠା ଓ ବିସ୍ତାରର ଭୂମିପୂଜନ ପାଇଁ ଜଲଦି ଆସିବାକୁ ପ୍ରତିଶ୍ରୁତି ଦେଲେ ମାନ୍ୟବର ରେଳମନ୍ତ୍ରୀ ଓ ମୁଖ୍ଯମନ୍ତ୍ରୀ।
✅ ୮ମ ପ୍ଲାଟଫର୍ମ ପାଖରେ ନିର୍ମାଣ ହେବାକୁ ଥିବା ଷ୍ଟେସନ କୋଠାକୁ ସର୍ବ ସାଧାରଣ ଙ୍କ ସାମ୍ନାକୁ ଆଣିଲେ ମୁଖ୍ଯମନ୍ତ୍ରୀ।
✅ପୁରୀ-କୋରାପୁଟ ତିନି ଦିନ ସମ୍ବଲପୁର ଦେଇ ଚାଲିବାକୁ ଥିବାବେଳେ ଆଉ ଚାରିଦିନ ବ୍ରହ୍ମପୁର ଦେଇ ଚଳାଇବାକୁ ମାନ୍ୟବର ରେଳମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।

ଆଜି, ଓଡ଼ିଶାର ଖାଦ୍ଯ ରାଜଧାନୀ ବ୍ରହ୍ମପୁର ରୁ #ବ୍ରହ୍ମପୁର_ଉଧ୍‌ନା (ସୁରଟ) ଦୈନିକ ଅମୃତ ଭାରତ ଏକ୍ସପ୍ରେସ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଓ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ Ashwini Vaishnaw ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିବା ବେଳେ, ଶ୍ରୀକ୍ଷେତ୍ର ପୁରୀରୁ ଶାବର ଶ୍ରୀକ୍ଷେତ୍ରକୁ ସଂଯୋଗ କରୁଥିବା ନୂତନ #ପୁରୀ_କୋରାପୁଟ ଟ୍ରେନକୁ ମାନ୍ୟବର ରେଳମନ୍ତ୍ରୀ ଲୋକାର୍ପଣ କଲେ।

ରେଶମ ସହର ବ୍ରହ୍ମପୁରରୁ ବାହାରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଦେଇ ଗୁଜୁରାଟର ଉଧ୍‌ନା (ସୁରଟ) ପର୍ଯ୍ୟନ୍ତ ଚାଲୁଥିବା ସାପ୍ତାହିକ ଅମୃତ ଭାରତ ଏକ୍ସପ୍ରେସ ଆଜିଠାରୁ ଦୈନିକ ଟ୍ରେନ ରୂପେ ନିଜର ଯାତ୍ରା ଆରମ୍ଭ କରିଛି। ଏହା ସମଗ୍ର ରାଜ୍ୟବାସୀ, ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାବାସୀଙ୍କୁ ନିରାପଦ, ଶସ୍ତା ଓ ଦ୍ରୁତ ଯାତ୍ରାର ସୁବିଧା ପ୍ରଦାନ କରିବ।

ସେହିଭଳି ପୁରୀ-କୋରାପୁଟ ନୂତନ ଟ୍ରେନ୍ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ଯୋଡ଼ୁଥିବା ଦୃଷ୍ଟିରୁ ଏହି ତିନି ଅଞ୍ଚଳ ପାଇଁ ଏକ ଅନନ୍ୟ ଉପହାର। କିନ୍ତୁ ତିନି ଦିନ ଏହି ଟ୍ରେନ ସମ୍ବଲପୁର ଦେଇ ଚାଲିବାକୁ ଥିବାବେଳେ ଆଉ ଚାରିଦିନ ବ୍ରହ୍ମପୁର ଦେଇ ଚଳାଇବାକୁ ମାନ୍ୟବର ରେଳମନ୍ତ୍ରୀ ଙ୍କୁ ଅନୁରୋଧ କରାଯାଇଛି।

Address

Berhampur
760001

Telephone

+19654980622

Website

Alerts

Be the first to know and let us send you an email when Future Brahmapur posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Future Brahmapur:

Shortcuts

Share