Bhagyaprabha News

Bhagyaprabha News ଦକ୍ଷିଣ ଓଡିଶା ତଥା ରାଜ୍ୟର ପ୍ରମୁଖ ଖବର କୁ ନେଇ ଆମର ଉପସ୍ଥାପନା ...

ଭାଗ୍ୟପ୍ରଭା ନ୍ୟୁଜ୍ ...
ଖବରର ପଛେ ପଛେ..

19/09/2025

ବ୍ରହ୍ମପୁର ରେଳଷ୍ଟେସନରୁ ଶୁଭାରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାର ଟ୍ରେନ ,ପତକା ଦେଖାଇ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା..

19/09/2025

ଗଞ୍ଜାମ ଜିଲ୍ଲା ଘରୋଇ ବସ ମାଲିକ ସଂଘ ବ୍ରହ୍ମପୁର ଜୋନ-୪ ପକ୍ଷରୁ ଆୟୋଜିତ ହେଲା ବନ୍ଧୁମିଳନ ଓ ଗୁରୁତ୍ବପୂର୍ଣ୍ଣ ଆଲୋଚନା..

18/09/2025

ବ୍ରହ୍ମପୁର-ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ, ଯୋଗଦେଲେ ବ୍ରହ୍ମପୁରସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ ଓ ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର ..

18/09/2025

ବ୍ରହ୍ମପୁର ସହରର ସାନବଜାର ଲାଲା ସାହି ସ୍ବର୍ଣ୍ଣକାର ସଂଘ ପକ୍ଷରୁ ୨୫ ବର୍ଷରେ ପହଞ୍ଚିଲା ପ୍ରଭୁ ବିଶ୍ଵକର୍ମା ପୂଜା, ଯୋଗଦେଲେ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର..

17/09/2025

ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରାକୁ ସମର୍ଥନ ଜଣାଇ ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀଙ୍କ ଆନ୍ଦୋଳନ..

17/09/2025

ବ୍ରହ୍ମପୁର-ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନରେ ଆୟୋଜିତ ହେଲା ସଫେଇ କାର୍ଯ୍ୟକ୍ରମ, ସାମିଲ ହେଲେ ବ୍ରହ୍ମପୁର ସାଂସଦ ଓ ବିଧାୟକ...

17/09/2025

ରାଜ୍ୟରେ ବୃଦ୍ଧି ପାଉଥିବା ମହିଳାଙ୍କ ବିରୁଦ୍ଧରେ ଅପରାଧ, ଅସମ୍ମାନ ଓ ଅପମାନିତ ଜନିତ କାର୍ଯ୍ୟକୁ ବିରୋଧ କରି ଗଞ୍ଜାମ ଜିଲ୍ଲା ମହିଳା ବିଜୁ ଜନତା ଦଳ ପକ୍ଷରୁ ଦକ୍ଷିଣାଞ୍ଚଳ ପୋଲିସ ଆଇଜି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ସ୍ମାରକପତ୍ର ପ୍ରଦାନ ..

17/09/2025

ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମରେ ଆୟୋଜିତ ହେଲା ଜନଶୁଣାଣୀ ଶିବିର କାର୍ଯ୍ୟକ୍ରମ ...

17/09/2025

ବ୍ରହ୍ମପୁର ସହରର ସରକାରୀ ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନ ପରିସରରେ ଧୁମଧାମରେ ପାଳିତ ହେଲା ବିଶ୍ୱନିର୍ମାତା ଭଗବାନ ବିଶ୍ଵକର୍ମା ପୂଜାର୍ଚ୍ଚନା..

17/09/2025

ଗଞ୍ଜାମ-କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ ବୋରିଗାଁ ପଞ୍ଚାୟତର ଜକରାପଲ୍ଲୀ ଗ୍ରାମରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ, ଯୋଗଦେଇଥିଲେ ରାଜ୍ୟ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା...

16/09/2025

ବ୍ରହ୍ମପୁର- ଶାରଦୀୟ ପୁଜା ପୂର୍ବରୁ ସହରର ସମସ୍ତ ପୁଜାକମିଟି କର୍ମକର୍ତ୍ତାଙ୍କୁ ନେଇ ଜିଲ୍ଲାପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ , ଡିଜେ ବାଜିବା ଉପରେ ରହିବ କଡାକଡି କଟକଣା..

Address

Gandhi Nagar
Berhampur
760001

Alerts

Be the first to know and let us send you an email when Bhagyaprabha News posts news and promotions. Your email address will not be used for any other purpose, and you can unsubscribe at any time.

Share

ଦୁର୍ଘଟଣାରେ ଗୋଟିଏ ପରିବାର ପାଞ୍ଚ ମୃତ -ଗ୍ରାମରେ ଶୋକାକୁଳ ପରିବେଶ

ଦୁର୍ଘଟଣାରେ ଗୋଟିଏ ପରିବାର ପାଞ୍ଚ ମୃତ -ଗ୍ରାମରେ ଶୋକାକୁଳ ପରିବେଶ

ପାତ୍ରପୁର :ଅସ୍ଥି ବିସର୍ଜନ କରିବାକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟି ଗୋଟିଏ ପରିବାର ର ପାଞ୍ଚ ଜଣ ପ୍ରାଣ ହରାଇବା ଘଟଣା ସମସ୍ତଙ୍କୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି । ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ ଅନ୍ତର୍ଗତ ଜରଡ଼ାଥାନା ଅନ୍ତର୍ଗତ ଲାଲକାମାରୁ ଅସ୍ଥିବିସର୍ଜନ ପାଇଁ ଏକ ବୋଲେରୋ ଗାଡିରେ ଗତକାଲି ରାତ୍ର ସମୟରେ ଗୋଟିଏ ପରିବାରର ୨୩ ଜଣ ବନ୍ଧୁ ସଂପର୍କୀୟ ଦୁଇଟି ବୋଲେରୋ ଗାଡିରେ ଜଗନ୍ନାଥ ସଡକ ଦେଇ ପୁରୀ ଅଭିମୁଖେ ଯାଉଥିବାବେଳେ ସୁକନ ଭାଇଲିପୁର ଠାରେ ଭାରସାମ୍ୟ ହରାଇ ଏକ ନାଳକୁ ଖସିପଡିଥିଲା ସେଥିମଧ୍ୟରୁ ଯାଉଥିବା ଏକ ବୋଲୋର । ଯାହାକି ପାଣି ମଧ୍ୟରେ ଗାଡିଟି ବୁଡି ରହିବା ଯୋଗୁଁ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକ ହେବେ କେ. କ୍ରିଷ୍ଣା,ଜଗଦୀଶ,କ୍ଷମାବତୀ,ୟମାବତୀ,ଅବନାମ ପାଞ୍ଚଜଣଙ୍କ ଘଟଣା ସ୍ଥଳରେମୃତ୍ୟୁ ଘଟିବl ସହ ୨ଜଣ ଗୁରୁତରଙ୍କୁ ପୁରୀ ମେଡିକାଲରେ ଭର୍ତ୍ତିକରାଯାଇଛି l ଏଭଳି ଗୋଟିଏ ପରିବାରର ସାରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।