Deepak Dalai Deepak

Deepak Dalai Deepak Contact information, map and directions, contact form, opening hours, services, ratings, photos, videos and announcements from Deepak Dalai Deepak, Digital creator, Berhampur,Dt.Ganjam, Berhampur.

ପବିତ୍ର ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।ଜଗତରନାଥ ପ୍ରଭୁ ଶ୍ରୀ ଜଗନ୍ନାଥ  ଙ୍କ ଆଶୀର୍ବାଦରୁ ତୁମର ଜୀବନ ସୁସ୍ଥ ଓ ନିରୋଗ ହେବା ...
15/02/2026

ପବିତ୍ର ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।
ଜଗତରନାଥ ପ୍ରଭୁ ଶ୍ରୀ ଜଗନ୍ନାଥ
ଙ୍କ ଆଶୀର୍ବାଦରୁ ତୁମର ଜୀବନ ସୁସ୍ଥ ଓ ନିରୋଗ ହେବା ସହ ଜୀବନ ପଥରେ ତୁମେ ଆଗକୁ ବଢ଼ିଚାଲ ଏହାହିଁ ମୋର ପ୍ରାର୍ଥନା। 🎂🎉🥳🎁🎈🎊💐

15/08/2025

*🕉️ ସପ୍ରେମ ସନାତନ ସ୍ମରଣ* 🕉️
‼️ *ସୁପ୍ରଭାତମ୍ !* ‼️

*ସମ୍ପର୍କ ରେ ଅଭିଯୋଗ କରିବା ଅପେକ୍ଷା, ସବୁଦିନ ପାଇଁ ନୀରବ ରହିଯିବା ଭଲ....*

କାହିଁକି ନା...
*ଯେତେବେଳେ ତାକୁ କିଛି ବି ଫରକ ପଡୁନି, ତ ଅଭିଯୋଗ କାହିଁକି....*

*ଏକତା ହିଁ ଶକ୍ତି*

*_♨️🙏🏻ଆଜିର ଅନୁଚିନ୍ତା 🙏🏻♨️_*
*🏪ତାରିଖ :୧୫.୦୮.୨୦୨୫ ଶୁକ୍ରବାର*
⚜⚜⚜⚜⚜⚜⚜⚜⚜⚜⚜
****************************************
*✤• • • • • • ✤ • • • • • • ✤• • • • • • ✤*

*🦋 କଲମ ଯେତେ ଦାମୀ ହେଉ ନା କାହିଁକି କାଳି ନଥିଲେ ସେ ମୂଲ୍ୟହୀନ।ସେମିତି ମଣିଷ ଯେତେ ଶିକ୍ଷିତ ହେଉନା କାହିଁକି ସଂସ୍କାର ଆଉ ବ୍ଯବହାର ନଥିଲେ ସେ ଶିକ୍ଷା ବି ମୂଲ୍ୟହୀନ।*

*🦋 ଯେତିକି ସମ୍ମାନ ଝିଅ ଘରେ ଜ୍ବାଇଁଙ୍କୁ ଦିଅନ୍ତି,ସେତିକି ସମ୍ମାନ ପୁଅ ଘରେ ବୋହୂକୁ ଦେଲେ କୌଣସି ଘର କେବେ ବରବାଦ୍ ହେବ ନାହିଁ।*

*🦋 ଭଲ କାମ କରି ଅଳ୍ପକାଳ ବଞ୍ଚିଥିବା ଲୋକଟିକୁ ସମସ୍ତେ ଝୁରି ଥାଆନ୍ତି ଆଉ ସେ ବ୍ଯକ୍ତି ସର୍ବଦା ସମସ୍ତଙ୍କ ହ୍ରୁଦୟରେ ଅମର ହୋଇ ରହିଯାଏ।*

*🦋 ଜୀବନରେ ଯଦି ଖୁସିରେ ରହିବାର ଅଛି ତାହେଲେ ଅନ୍ୟ ଲୋକଙ୍କ କଥା ନଶୁଣି ନିଜ ହ୍ରୁଦୟର କଥା ଶୁଣନ୍ତୁ।*

*📝 ଅତିଦର୍ପେ ହତ ଲଙ୍କା, ଅତିମାନେ ଚ କୌରବାଃ,*
*ଅତିଦାନାଦ୍ ବଳିର୍ବଧଃ, ଅତି ସର୍ବତ୍ର ବର୍ଜୟତେ।*

*📝 ରାବଣ ଅତି ଗର୍ବ କରିବାରୁ ସ୍ବର୍ଣ୍ଣ ଲଙ୍କା ଧ୍ବଂସ ପାଇଗଲା, ଦୁର୍ଯୋଧନ ଅତି ମାନ କରିବାରୁ କୌରବ ଶତ ଭ୍ରାତା ନିହତ ହେଲେ। ବଳି ରାଜା ଅତି ଦାନୀ ହେବାରୁ ପାତାଳଗାମୀ ହେଲେ। ସେଥିପାଇଁ ଅତି ମାତ୍ରାର କାର୍ଯ୍ୟ ସବୁ ବେଳେ ବର୍ଜନୀୟ ବୋଲି କୁହା ଯାଇଛି।*

*📝 ମଣିଷ ଯାହା ବି କରୁ ତାହା ସୀମା ଭିତରେ ରହି କରିବା ଉଚିତ। ଯଦି ଅତି ଭଲ କରୁଛି ବୋଲି ଦେଖାଇ ହେବେ, ତେବେ ତାହା ବହୁ କ୍ଷତି ହେବ ଏଥିରେ ସନ୍ଦେହ ନାହିଁ।*

*📝 ଆମ ଚର୍ତୁପାଶ୍ୱରେ ଅଶାନ୍ତିର ଛାୟା ଯେତେବେଳେ ଖେଳିଯାଏ ସେତେବେଳେ ଶାନ୍ତି ବିଷୟରେ କିଛି କହିବା ହିଁ ଅର୍ଥହୀନ, ଅଶାନ୍ତ ପରିସ୍ଥିତି ହିଁ ମଣିଷକୁ ବାଧ୍ଯ କରେ ନିଜର ଶାନ୍ତିର ଉତ୍ସକୁ ଅନ୍ବେଷଣ କରିବା ପାଇଁ।*

ସର୍ବେ ଭବନ୍ତୁ ସୁଖିନଃ।
*ସର୍ବେ ସନ୍ତୁ ନିରାମୟାଃ*
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
*ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥*

ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ

*🌞ଶୁଭ ସକାଳ🌞*
*ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!*
*🙏🏻 🔘ଜୟ ଜଗନ୍ନାଥ🔘🙏🏻*
*🇮🇳ଭାରତ ମାତାକୀ ଜୟ🇮🇳*

13/08/2025
JAY maa kali🙏🙏🙏ମା ଙ୍କ ଶେଷ ଦିନ  ଦଣ୍ଡ ଯାତ୍ରା   2024 ବର୍ଷ ଟି  ସଭିଙ୍କର  ମନ ସ୍କାମନା  ପୂର୍ଣ୍ଣ ହୋଉ 🙏🌹🙏🌹 ଶ୍ରୀ ଶ୍ରୀ ଶ୍ରୀ କଳା ରୁଦ୍...
13/04/2024

JAY maa kali🙏🙏🙏
ମା ଙ୍କ ଶେଷ ଦିନ ଦଣ୍ଡ ଯାତ୍ରା 2024 ବର୍ଷ ଟି ସଭିଙ୍କର ମନ ସ୍କାମନା ପୂର୍ଣ୍ଣ ହୋଉ 🙏🌹🙏🌹 ଶ୍ରୀ ଶ୍ରୀ ଶ୍ରୀ କଳା ରୁଦ୍ର ମଣିକି ଭଜହେ

୮୯ତମ ଉତ୍କଳ ଦିବସ ପାଳନ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଛା।ଗର୍ବରେ କୁହ 'ଆମେ ଓଡ଼ିଆ 'ବନ୍ଦେ ଉତ୍କଳ ଜନନୀ ⭕❕⭕
01/04/2024

୮୯ତମ ଉତ୍କଳ ଦିବସ ପାଳନ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଛା।
ଗର୍ବରେ କୁହ 'ଆମେ ଓଡ଼ିଆ '
ବନ୍ଦେ ଉତ୍କଳ ଜନନୀ ⭕❕⭕

ଜୟ ଜଗନ୍ନାଥ 🙏🙏🙏
27/12/2023

ଜୟ ଜଗନ୍ନାଥ 🙏🙏🙏

Address

Berhampur,Dt.Ganjam
Berhampur
760005

Website

Alerts

Be the first to know and let us send you an email when Deepak Dalai Deepak posts news and promotions. Your email address will not be used for any other purpose, and you can unsubscribe at any time.

Share