05/08/2026
ବାଃ ବାଃ ରେ ମନିଷ! 😔
ଶେଷରେ ଆମ ଭଞ୍ଜନଗରରେ ବି ବ୍ରାଉନ୍ ସୁଗାର ବିକ୍ରି ହେଉଛି କି?
ମାଟି କଥା ଟିକେ ଭାବନ୍ତୁ… ଆମ ସହର, ଆମ ପିଲାମାନେ ଓ ଆମ ଭବିଷ୍ୟତ କେଉଁ ଦିଗକୁ ଯାଉଛି?
କିଛି ଟଙ୍କା ପାଇଁ ନିଶା ବିକ୍ରି କରି ଅନ୍ୟର ଜୀବନ ନଷ୍ଟ କରିବା ସହିତ ଶେଷରେ ନିଜ ଜୀବନକୁ ବି ଅନ୍ଧକାର କରୁଛନ୍ତି।
ଆଉ କାହାର କଥାରେ ପଡ଼ି ନିଜ ଜୀବନକୁ ନଷ୍ଟ କରନ୍ତୁ ନାହିଁ।
ନିଶା ନୁହେଁ, ନୂଆ ଭବିଷ୍ୟତ ବାଛନ୍ତୁ।
ଆମ ଭଞ୍ଜନଗରକୁ ନିଶାମୁକ୍ତ କରିବା ଆମ ସମସ୍ତଙ୍କ ଦାୟିତ୍ୱ। 🙏
#ନିଶାମୁକ୍ତଭଞ୍ଜନଗର #ସଚେତନହୁଅନ୍ତୁ #ଯୁବପିଢ଼ିକୁବଞ୍ଚାନ୍ତୁ