News10 odisha

News10 odisha NEWS 10 ODISHA

ସାଧାରଣ ଜନତାଙ୍କ ସ୍ୱର

01/09/2026

ଦକ୍ଷିଣାଞ୍ଚଳ ଆଇ ଜି କହିଲେ ଆଗକୁ କଣ ହେବ ପରିସ୍ଥିତି !!

01/09/2026

ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକକଳାକାର ||

ଆଜି ଦକ୍ଷିଣାଞ୍ଚଳ ଆଇଜି ଭାବେ ଶ୍ରୀ ଜେ.ଏନ.ପଙ୍କଜ କୁମାର ବିଧିବଧ ଭାବେ ଦାୟିତ୍ୱ ବହନ କରିଛନ୍ତି ||
01/09/2026

ଆଜି ଦକ୍ଷିଣାଞ୍ଚଳ ଆଇଜି ଭାବେ ଶ୍ରୀ ଜେ.ଏନ.ପଙ୍କଜ କୁମାର ବିଧିବଧ ଭାବେ ଦାୟିତ୍ୱ ବହନ କରିଛନ୍ତି ||

01/09/2026

#ମୋତେ_ଷଡ଼ଯନ୍ତ୍ର_କରି_ଫସାଇ_ଦେଇଥିଲେ:- ବିକ୍ରମ ||

31/08/2026

#ବିକ୍ରମ_ପଣ୍ଡାଙ୍କୁ_ଜାମିନ ||

ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ସର୍ତ୍ତମୂଳକ ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ ।

31/08/2026

#ଧର୍ମେନ୍ଦ୍ରଙ୍କ_ଚିଠିରୁ_ଇଥାନଲ_ପ୍ରକଳ୍ପ
#ବଦଳୁଛି_ବରଗଡ଼ର_ଅର୍ଥନୀତି
ବରଗଡ଼ରେ ଧାନ ନଡ଼ା ଓ କୃଷିଜାତ ବର୍ଜ୍ୟବସ୍ତୁ ବ୍ୟବହାର କରି ଏଠାରେ 2G ବାୟୋ-ଇଥାନଲ ରିଫାଇନେରୀ ମାଧ୍ୟମରେ ଜୈବ ଇନ୍ଧନ ଉତ୍ପାଦନ ହେଉଛି। ଏହା ଚାଷୀ, ପରିବହନକାରୀ ଓ ଗ୍ରାମୀଣ ବ୍ୟବସାୟ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ସହ କୃଷି ବର୍ଜ୍ୟକୁ ନବୀକରଣଯୋଗ୍ୟ ଇନ୍ଧନରେ ପରିଣତ କରିବାର ଲକ୍ଷ୍ୟ ରଖିଛି। ଏହି ପ୍ରକଳ୍ପକୁ ଆଗକୁ ନେବାରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ପଦକ୍ଷେପ ସ୍ୱଚ୍ଛ ଇନ୍ଧନ, ଚାଷୀଙ୍କ ଆୟ ଓ ଭାରତର ଇନ୍ଧନ ସୁରକ୍ଷାକୁ ଆହୁରି ମଜବୁତ କରିପାରେ।

30/08/2026

ମନ୍ତ୍ରୀ ପଦ ପାଇଁ ଚକ୍ରାନ୍ତ ? ବିଜେପିରେ କିଏ ରଚିଛି ଷଡ଼ଯନ୍ତ୍ର ? ଚେତାବନୀ ଦେଲେ ଜୁଏଲ

30/08/2026

କାହିଁକି ଉଠୁଛି ଦିଲୀପଙ୍କ ନାଁ ?

30/08/2026

ମୋଦୀ-ରାହୁଲଙ୍କୁ ଟକ୍କର ! PM ରେସ୍‌ରେ ଥଲାପତି ବିଜୟ

30/08/2026

ଅବସର ନେବେ ଗଡ଼କରୀ ! ଏମିତି ବୟାନ ପରେ ତେଜିଲା ରାଜନୈତିକ ଚର୍ଚ୍ଚା

Address

Berhampur

Alerts

Be the first to know and let us send you an email when News10 odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to News10 odisha:

Shortcuts

Share