News24Odisha

News24Odisha This Channel Registered in MSME Department with REGD. UDYAM-OD-11-0041320

ଖବର ଆପଣଂକ ଅଞ୍ଚଳର, ଆମେ ସବୁବେଳେ ଆପଣଙ୍କ ସହିତ

18/07/2026

ରାତି ଅଧରେ ଋଷିକୁଲ୍ୟା ନଦୀରୁ ବେଧଡ଼କ ବାଲି ଉତ୍ତୋଳନ। ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ। ବାଲି ବୋଝେଇ ୩ଟି ହାଇୱାକୁ ଅଟକ ରଖିବା ସହ ବିନା ନିଲାମୀରେ ବାଲି ଚୋରା ଚାଲାଣ ହେଉଥିବା ସନ୍ଦେହ କରିବା ସହ ସ୍ଥାନୀୟ ଲୋକେ ପୋଲିସ ପ୍ରଶାସନ କୁ ସୂଚିତ କରିଥିଲେ। ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ପୁଟିଆପଦର୍ ଗ୍ରାମରେ ରାତି ଅଧରେ ଋଷିକୁଲ୍ୟା ନଦୀରୁ ବାଲି ଉତ୍ତୋଳନକୁ ନେଇ ଦେଖାଦେଇଛି ଉତ୍ତେଜନା।

18/07/2026
17/07/2026

ଟ୍ରକ୍ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ।
ବାଇକ୍ ଆରୋହୀ ମୃତ୍ୟୁ। ।
ଟ୍ରକ୍ ଡ୍ରାଇଭର ଅଟକ ।
କ୍ଷତିପୂରଣ ଦାବିକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ।

04/07/2026

ବେଲଗାଁ ପୋଲିସର ବଡ଼ ସଫଳତା
ଆଇଆଇସି ସ୍ମିତାଞ୍ଜଳି ପ୍ରଧାନଙ୍କ ନେତୃତ୍ୱରେ ସଫଳ ଅପରେସନ୍ ।
୧୨,୪୦୦ ଜେଲାଟିନ୍ ଷ୍ଟିକ୍ ଓ ୪୭ ବ୍ଲାଷ୍ଟିଂ ୱାୟାର କଏଲ୍ ଜବତ; ଜଣେ ଗିରଫ ।

Mohan Charan Majhi

29/06/2026

ଗଞ୍ଜାମ ଜିଲ୍ଲପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି । ମୋଟ ୧୮୭ ଅଭିଯୋଗ ଦାଖଲ ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପଞ୍ଚାୟତ ସେମିତି କାର୍ଯ୍ୟାଳୟ ପରିସର ଠାରେ ସୋମବାର ସକାଳ ୧୦ ଘଟିକା ସମୟରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡ଼ଙ୍ଗୀଙ୍କ ଅଧକ୍ଷତାରେ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର’ ଅନୁଷ୍ଠିତ ହୋଇଯାଇଛି ।

09/05/2026

ବେଲଗାଁ ପୋଲିସ ପକ୍ଷରୁ “ଜୁଭେଣ୍ଟିକା” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Address

Nr Berhampur Railway Station
Berhampur
760003

Telephone

+919619543806

Website

Alerts

Be the first to know and let us send you an email when News24Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to News24Odisha:

Shortcuts

Share