Sri Live

Sri Live SriLive

Connecting People With Full Of Fun And Entertainment

Please Do Liikes, Share, Subscribe
(1)

ଜୟ ଜଗନ୍ନାଥ        #ଫୋଟୋ
12/08/2026

ଜୟ ଜଗନ୍ନାଥ
#ଫୋଟୋ

10/08/2026

ଝୁଲଣ ଯାତ୍ରା // Ganjam Ramayan //

10/08/2026

ସାଇଶ୍ରୀ ଚନ୍ଦ୍ରବତୀ // ପାଣିକେଶ୍ୱର ମହାଭାରତ // Ganjam Mahabharat//

10/08/2026

ଶ୍ରାବଣ ସୋମବାର ଦର୍ଶନ//ନୀଳକଣ୍ଠେଶ୍ୱର ମନ୍ଦିର // ଭୈରବୀ ଚାଞ୍ଚଡା //

ସେହି ଚର୍ଚ୍ଚିତ ଚେହେରା // ତାଙ୍କ ନାମ କିଏ ଜାଣିଛନ୍ତି କହିଲେ //
10/08/2026

ସେହି ଚର୍ଚ୍ଚିତ ଚେହେରା // ତାଙ୍କ ନାମ କିଏ ଜାଣିଛନ୍ତି କହିଲେ //

ଜୟ ଶ୍ରୀ ପାର୍ଥସାରଥି        #ଫୋଟୋ
10/08/2026

ଜୟ ଶ୍ରୀ ପାର୍ଥସାରଥି
#ଫୋଟୋ

🔱 ପବିତ୍ର ଶ୍ରାବଣ ମାସର ସୋମବାରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। 🙏🌿🕉️ ପ୍ରଭୁ ମହାଦେବଙ୍କ କୃପାରେ ସମସ୍ତଙ୍କ ଜୀବନ ସୁଖ, ଶା...
10/08/2026

🔱 ପବିତ୍ର ଶ୍ରାବଣ ମାସର ସୋମବାରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। 🙏🌿
🕉️ ପ୍ରଭୁ ମହାଦେବଙ୍କ କୃପାରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ।
🙏 ଭୋଳାନାଥ ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତୁ। 🔱💐
ହର ହର ମହାଦେବ 🙏🔱
ଓଁ ନମଃ ଶିବାୟ 🕉️
#ମହାଦେଵ #ଶ୍ରାବଣ

🌺 ମହାବାହୁଙ୍କ ଦିବ୍ୟ ଦର୍ଶନ 🌺🙏 ଜୟ ମହାବାହୁ ଶ୍ରୀ ଜଗନ୍ନାଥ 🙏ପ୍ରଭୁଙ୍କ କୃପାରେ ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ।💛 କମେଣ୍ଟ...
09/08/2026

🌺 ମହାବାହୁଙ୍କ ଦିବ୍ୟ ଦର୍ଶନ 🌺

🙏 ଜୟ ମହାବାହୁ ଶ୍ରୀ ଜଗନ୍ନାଥ 🙏
ପ୍ରଭୁଙ୍କ କୃପାରେ ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ।
💛 କମେଣ୍ଟ ବକ୍ସରେ “ଜୟ ଜଗନ୍ନାଥ” ଲେଖନ୍ତୁ 💛

🌙 ଶୁଭରାତ୍ରି 🙏
#ଜୟଜଗନ୍ନାଥ #ମହାବାହୁ #ଶୁଭରାତ୍ରି

ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ପାର୍ଥ ସାରଥୀ ଯଦି ଆପଣଙ୍କ ଛୁଆ କଥା କହିପାରୁନାହାନ୍ତି ତେବେ ନେଇଆସନ୍ତୁ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍...
09/08/2026

ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ପାର୍ଥ ସାରଥୀ ଯଦି ଆପଣଙ୍କ ଛୁଆ କଥା କହିପାରୁନାହାନ୍ତି ତେବେ ନେଇଆସନ୍ତୁ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଜରଡା ଗ୍ରାମରେ ଥିବା ଶ୍ରୀ ପାର୍ଥ ସାରଥୀ ମନ୍ଦିରକୁ ବିଶ୍ଵାସ ରହିଛି ଯେ ଆଉ ସତ୍ୟ ମଧ୍ୟ ଯଦି ଆପଣଙ୍କ ଛୁଆର ପାଟି ଫିଟୁନାହିଁ କଥା କହିପାରୁନାହିଁ କିମ୍ବା ପାଟି ଲାଗୁଛି କଥା କହିଲାବେଳେ ତେବେ ନିଶ୍ଚୟ ଭାବେ ଆପଣଙ୍କ ଛୁଆ ଏଠି ଆସି ମାନସିକ କରି ଚଣା ବିଞ୍ଚି ମହାପ୍ରଭୁଙ୍କର ଘଣ୍ଟପାଣି ପିଆଇ କିଛିଦିନ ପରେ ଛୁଆ ଆପଣଙ୍କର ନିଶ୍ଚିତ ଭାବେ କଥା କହିବ ବିଶ୍ଵାସମୂଳକ ଏହି ଜଗତ ନିଶ୍ଚିତ ନେଇଆସନ୍ତୁ ଆପଣଙ୍କ ଛୁଆକୁ ପାର୍ଥ ସାରଥୀ ଧାମ ଜରଡାଗଡ ଗଞ୍ଜାମକୁ ଜୟ ଜଗନ୍ନାଥ ଜୟ ପ୍ରଭୁ ପାର୍ଥ ସାରଥୀ

Address

Berhampur
761005

Website

Alerts

Be the first to know and let us send you an email when Sri Live posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share