12/07/2026
ଜୀବନ ଏକ ଅଜଣା ଯାତ୍ରା ଏବଂ ଆମେ ସମସ୍ତେ ଏହି ପଥର ଅଜଣା ଯାତ୍ରୀ। ଏହି ଅଜଣା ଜାତ୍ରାନାରେ ପ୍ରତିଟି ମୋଡ଼ରେ ନୂଆ ଅନୁଭୂତି ଓ ଅପରିଚିତ ଚେହେରା ଅପେକ୍ଷା କରିଥାନ୍ତି। କେତେବେଳେ ସୁଖର ସବୁଜିମା ତ କେତେବେଳେ ଦୁଃଖର ପାହାଡ଼ ଦେଖାଯାଏ। ଠିକଣା ଅଜଣା ଥିଲେ ମଧ୍ୟ ଚାଲିବାର ପ୍ରତିଟି ମୁହୂର୍ତ୍ତ ମନରେ ଏକ ଅଦ୍ଭୁତ ଶିହରଣ ଓ ସ୍ୱପ୍ନ ଭରିଦିଏ। ଏହି ଯାତ୍ରା ହିଁ ପ୍ରକୃତ ଜୀବନ, ଯାହା ଆମକୁ ଅନେକ କିଛି ଶିଖାଇଥାଏ।
#♥️🙏❤️