City Khabar

City Khabar Local News Of Cities of Odisha

13/09/2023
02/08/2022
02/08/2022

କୁନି କଣ୍ଠରେ ହର ହର ଶମ୍ଭୁ...ଭାଇରାଲ ହେଲା ଚତୁର୍ଥ ଶ୍ରେଣୀ ଛାତ୍ରୀ ଆରାଧ୍ୟା ଦାସଙ୍କ ଭିଡିଓ..

30/07/2022

ଅଭାବନୀୟ, ଅମାନବୀୟ, ଘୃଣ୍ୟ: ବୃଦ୍ଧଙ୍କୁ ଠିଆ ଗୋଇଠା ସହ ଘୋଷାରି ଘୋଷାରି ପିଟୁଛି ପୋଲିସ

30/07/2022

ବୋତଲ ନହେଲା ନାହିଁ, ସାଇକେଲରେ ଗାଡ଼ି ଟାଙ୍କି ଧରି ପହଞ୍ଚିଲା ନାବାଳକ

29/07/2022

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ଅଫିସ ସମ୍ମୁଖରେ ଧାରଣାରେ ଦେଲେ ମହିଳା । ସୂଚନା ମୁତାବକ ଗତ ୨୭ ତାରିଖର ଦିନ ପୋଖରୀ, ଗଡିଆ, ଜୋର, ନାଳ କାଞ୍ଚିଆହୋଦା ନିଲାମ୍ ବେଳେ S.H.G ମହିଳା ମାନଙ୍କୁ ସରପଞ୍ଚ ଅଶିଳ ଭାସାରେ ଗାଳିଗୁଲଜ କରିଥିଲେ,ଯାହାକୁ ନେଇ ଆଜି ପଞ୍ଚାୟତ ଅଫିସ ସମ୍ମୁଖରେ S.H.G ମହିଳା ମାନେ ଧାରଣା ଦେଇଥିଲେ

29/07/2022

ଭଦ୍ରକ: ଗାଁସାଥୀଙ୍କ ଅଭିନବ ପ୍ରତିବାଦ ସଭା ଓ ଗଣଧାରଣା

28/07/2022

ଭଦ୍ରକ :ଚଳିତ ବର୍ଷ କଲ୍ପନା ଦେବୀ ମହାବିଦ୍ୟାଳୟ ର ବିଦ୍ୟାର୍ଥୀ ମାନଙ୍କର +2ବିଜ୍ଞାନ ଫଳବାହାରିବା ପରେ ଖୁସି ମନାଇଲେ ଛାତ୍ର ଛାତ୍ରୀ

28/07/2022

ଭଦ୍ରକ :ଲୋଭ ଦେଖାଇ ନେଇଗଲା ଜମି, ଟଙ୍କା ଦେଲାବେଳକୁ ଖେଳୁଚି କମ୍ପାନୀ l ଧାରଣାରେ ହିତାଧିକାରୀ

27/07/2022

ଭଦ୍ରକ :ଜମିବାଡ଼ି ବିବାଦ ନେଇ ତହସିଲ ଅଫିସ ଦୌଡ଼ି ଦୌଡ଼ି ନିରାଶ ହେଲା ପରେ, ଶେଷରେ ତହସିଲ ଅଫିସ ସାମ୍ନାରେ ବିଷ ପିଇଲେ ଯୁବକ

27/07/2022

ଭଦ୍ରକ :ସୋନିଆଙ୍କୁ ଇଡିର ପଚରାଉଚୁରା, ବିରୋଧ ପ୍ରଦର୍ଶନ କଲା ଜିଲ୍ଲା କଂଗ୍ରେସ।

27/07/2022

ଭଦ୍ରକ : ଗ୍ରାମାଂଚଳ ପୋଲିସର ବଡ ସଫଳତା। ୪ ଚୋର ଗିରଫ ସହ ୭ ବାଇକ୍ ଜବତ

Address

Bhadrak
756100

Alerts

Be the first to know and let us send you an email when City Khabar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to City Khabar:

Share