Rasmi Digital Trainer

Rasmi Digital Trainer A small effort to raise awareness through digitalThis is "RASMI DIGITAL TRAINER" A digital trainer

APAAR ID- One Nation, One Student ID! ✏️📖A lifelong academic passport, consolidating all achievements and credentials of...
29/03/2025

APAAR ID- One Nation, One Student ID! ✏️📖

A lifelong academic passport, consolidating all achievements and credentials of a student in one place.

To know more, click the link➡️ https://apaar.education.gov.in

I have reached 100 followers! Thank you for your continued support. I could not have done it without each of you. 🙏🤗🎉
14/10/2024

I have reached 100 followers! Thank you for your continued support. I could not have done it without each of you. 🙏🤗🎉

Celebrating my 2nd year on Facebook. Thank you for your continuing support. I could never have made it without you. 🙏🤗🎉
10/08/2024

Celebrating my 2nd year on Facebook. Thank you for your continuing support. I could never have made it without you. 🙏🤗🎉

With ରଶ୍ମି ରଞ୍ଜନ ପାତ୍ର ସମାଜସେବୀ – I just got recognised as one of their top fans! 🎉
24/05/2024

With ରଶ୍ମି ରଞ୍ଜନ ପାତ୍ର ସମାଜସେବୀ – I just got recognised as one of their top fans! 🎉

 ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ...ଆସନ୍ତା ଜାନୁଆରୀ ୨୨ ତାରିଖ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ କରଣୀୟ କାର୍ଯ...
04/01/2024


ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ...

ଆସନ୍ତା ଜାନୁଆରୀ ୨୨ ତାରିଖ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ କରଣୀୟ କାର୍ଯ୍ୟ....👇🏻

• ପ୍ରଭାତରେ ଶଙ୍ଖ ଧ୍ୱନି
• ଗାଁ / ସହରରେ ନଗର ସଙ୍କୀର୍ତ୍ତନ
• ଘର ପ୍ରବେଶ ଦ୍ୱାରରେ ଶୁଭ କଳସ ସ୍ଥାପନ
• ସାତ୍ତ୍ୱିକ ଭୋଜନ ଗ୍ରହଣ
• ସନ୍ଧ୍ୟାରେ ଘର ଆଗରେ ଅତି କମରେ ୫ଟି ଶ୍ରୀରାମ ଜ୍ୟୋତି ଜାଳିବା

27/11/2023

ଭାରତ ସରକାର ଙ୍କର ଜନ ସେବା କେନ୍ଦ୍ର ଏବେ ସମସ୍ତ ପଞ୍ଚାୟତର ଉପଲବ୍ଧ ଯେ କୌଣସି ଲୋକ ଆବେଦନ କରିପାରିବେ ନିଜ ଜିଲ୍ଲା ରେ ଥିବା CSC DM/ CSC DC ଙ୍କର ସହିତ ସମ୍ପର୍କ କରନ୍ତୁ I

21/11/2023

*ଅନଲାଇନ ମାଧ୍ୟମରେ ନୂତନ ଆବେଦନ/ଅଭିଯୋଗ କରିବାର ପ୍ରକ୍ରିୟା ତା-୦୩.୧୦.୨୦୨୩ ରୁ ୩୧.୧୨.୨୦୨୩ ରିଖ ପର୍ଯ୍ୟନ୍ତ ଚାଲୁରହିଅଛି | ପରବର୍ତ୍ତୀ କାଳିଆ ସହାୟତା ରାଶି ଆଧାର ନମ୍ବର ସହ ସଂଯୋଗ ଥିବା ବ୍ଯାଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ। ତେଣୁ ଆପଣ ନିଜର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ କରାନ୍ତୁ |*

ଭଲ ସୁଯୋଗ ଭାରତର ନାଗରିକ ମାନଙ୍କର ପାଇଁ l
18/11/2023

ଭଲ ସୁଯୋଗ ଭାରତର ନାଗରିକ ମାନଙ୍କର ପାଇଁ l

Vidcom app now available Fino BC Point FREE*
31/10/2023

Vidcom app now available Fino BC Point FREE*

Address

Bhadrak

Telephone

+918984143106

Website

Alerts

Be the first to know and let us send you an email when Rasmi Digital Trainer posts news and promotions. Your email address will not be used for any other purpose, and you can unsubscribe at any time.

Share